ସୁନ୍ଦରଗଡ଼

ଏନ୍‌ଓସି ବିନା ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା…

ନକଲି ନଡ଼ିଆତେଲ ତିଆରି ବେଳେ ଚଢ଼ାଉ, ୨ ଗିରଫ

ରାଉରକେଲା ଅଫିସ,୧୨ା୫: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ଏ. ବି. ଲେନ୍‌ ଇସଲାମ ନଗରରେ ବିଭିନ୍ନ ଦାମୀ କମ୍ପାନୀ ଲେଭଲ ବ୍ୟବହାର କରି ନକଲି ନଡିଆ ତେଲ ଓ ବଜାଜ ଏଲମଣ୍ଡ ଡ୍ରପ୍ସ ତିଆରି ବେଳେ ପୋଲିସ ଚଢାଉ କରି ୨ଜଣଙ୍କୁ…

ଏଣିକି ଷ୍ଟିଲସିଟିରେ ମିଳିବ ତଟକା ପରିବା

ରାଉରକେଲା ଅଫିସ,୮।୫: ସୁନ୍ଦରଗଡ଼ ଜିଲା ଲାଠିକଟା, କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ଆଦି ବ୍ଲକର ପରିବା ଚାଷ କରୁଥିବା ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ଦୂର ହେବ। ଷ୍ଟିଲସିଟି ରାଉରକେଲା ସହରରେ ବର୍ଷଯାକ ତଟକା ପନିପରିବା ଉପଲବ୍ଧ…

ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେଶନ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ ଓ ରାଉରକେଲା ବନଖଣ୍ଡର ମିଳିତ…

ଚାରା ଉତ୍ପାଦନରେ ପଛୁଆ

ରାଉରକେଲା ଅଫିସ,୩।୫: ରାଉରକେଲା ପାନପୋଷ ମଣି କଲୋନୀରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଚାରା ଉତ୍ପାଦନ ଫାର୍ମକୁ ଆବଶ୍ୟକ ଆର୍ଥତ୍କ ଅନୁଦାନ ମିଳୁନାହିଁ। ଫଳରେ ଫାର୍ମରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଚାରା ଉତ୍ପାଦନ ହୋଇପାରୁନାହିଁ। ସୂଚନା ଅନୁସାରେ, ପାନପୋଷ ମଣି କଲୋନୀରେ…

ଚୋରଙ୍କ ପାଇଁ ଦୁର୍ଘଟଣା : ୩ ମୃତ

ହେମଗିର,୨।୫(ଡି.ଏନ୍‌.ଏ.): ଚୋରଙ୍କ ପାଇଁ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଚୋର ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଅନ୍ୟ ଦୁଇ ଜଣ ରାସ୍ତା ନିର୍ମମାଣକାରୀ ଠିକା ସଂସ୍ଥାର ଦୁଇ କର୍ମଚାରୀ । ସୂଚନାଯୋଗ୍ୟ, ହେମଗିରି ଥାନା ବାଙ୍କିବାହାଲ – ଟପରିଆ…

ଅବକାଶ କାଳୀନ ହୋମଓ୍ବର୍କ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ସୁନ୍ଦରଗଡ୧।୫(ଡିଏନଏ):  ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଳୀନ ହୋମଓ୍ବର୍କ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଯାହାକି ମେ ୧ରୁ ଆରମ୍ଭ ହୋଇ ଗ୍ରୀଷ୍ମ ଅବକାଶ ସମାପ୍ତ ହେବା…

୨ସନ୍ତାନ ସହ ମା’ଙ୍କ ମିଳୁନି ପତ୍ତା: ଥାନାରେ ଏତଲା

ଲହୁଣୀପଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ବରସୁଆଁ ବସଷ୍ଟାଣ୍ଡ ନିକଟରେ ରହୁଥିବା ଜଣେ ମହିଳା ୨ ସନ୍ତାନ ସହ ନିଖୋଜ ହୋଇଯାଇଛନ୍ତି। ନିଜ ସ୍ବାମୀକୁ ନ ଜଣାଇ ପୁଅ ଝିଅଙ୍କୁ ସାଙ୍ଗରେ ନେଇ କୁଆଡ଼େ ଚାଲି ଯାଇଛନ୍ତି…

ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର ରେଖା ନାଏକ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକର ଏକ ରାଜସ୍ବ ଗ୍ରାମ ହେଉଛି ଝୁରିମାଲ।…

୪୦ ଫୁଟ ତଳକୁ ଖସିଲା ବୋଲେରୋ

ହେମଗିର,୩୦।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ବାଙ୍କିବାହାଲ ଟପରିଆ ରାସ୍ତାର ବିଲେଇମୁଣ୍ଡାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ୪୦ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମହିଳା ଓ ଶିଶୁ ସମେତ ୮ଜଣ ଗୁରୁତର ହୋଇଛନ୍ତି।…

ରାସ୍ତାରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ବାଧା

ରାଉରକେଲା ଅଫିସ, ୩୦।୪: ରାଉରକେଲାର ବିଭିନ୍ନ ମୁଖ୍ୟମାର୍ଗରେ ଇଟା, ବାଲି, ଗେଟି, ମାଟି ଆଦି ନିର୍ମାଣ ସାମଗ୍ରୀ ପକାଇ ରାସ୍ତା ଅବରୋଧ କରାଯାଉଛି। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏଭଳି କାର୍ଯ୍ୟ କରୁଥିବା ଲୋକମାନଙ୍କ ଉପରେ ସ୍ମାର୍ଟସିଟି…

ବଢୁଛି ନକଲି ପ୍ରଭାବ, ରୋଗୀ ହୀନସ୍ତା

ରାଉରକେଲା ଅଫିସ,୨୯।୪: ରାଉରକେଲା ସହରରେ ନକଲି ଡାକ୍ତରଙ୍କ ପ୍ରଭାବ ବଢୁଥିବା ଅଭିଯୋଗ ହେଉଛି। ଫଳରେ ଏଭଳି ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସିତ ହୋଇ ଭଲ ହେବା ବଦଳରେ ଗୁରୁତର ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଉରକେଲା ସେକ୍ଟର-୧୬ରେ ରହୁଥିବା କିଶୋର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri