ସ୍ତ୍ରୀଙ୍କୁ ମାରି ପୋତି ଦେଇଥିଲେ ସ୍ବାମୀ
ବଣାଇଁ,୩୦ା୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୂଆଗଁା ଗ୍ରାମରେ ରବିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ମାରିଦେବା ପରେ ଘର ପଛପଟେ ମୃତଦେହକୁ ସ୍ବାମୀ ପୋତିଦେଇଥିବା ନେଇ ଅଭିଯୋଗ…
୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା
ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା…
ସ୍ତ୍ରୀଙ୍କ ଚରିତ୍ର ସନ୍ଦେହ କରି କୋଦାଳ ବେଣ୍ଟରେ ପିଟିପିଟି ମାରିଲେ ସ୍ବାମୀ
ବଣାଇଁ,୨୯।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପିଟି ବର୍ବର ଭାବେ ହତ୍ୟା କଲେ ସ୍ବାମୀ । ହତ୍ୟା ପରେ ମୃତଦେହକୁ ଘରର ପଛପଟ ବାଡିରେ ପୋତିଦିଆଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ବାବୁନୂଆଗାଁ ଗ୍ରାମରେ।…
ବିସ୍ଥାପିତଙ୍କୁ ଥଇଥାନ ନ କରି ଖଣି କାର୍ଯ୍ୟ
ସୁନ୍ଦରଗଡ଼,୨୮ା୫(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଡୁଲିଙ୍ଗାଠାରେ ଏନ୍ଟିପିସି ପକ୍ଷରୁ କୋଇଲା ଖଣି ଆରମ୍ଭ ହୋଇଛି। ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଖପୁରୀକଚ୍ଛାର ୬୪ପରିବାରଙ୍କୁ କ୍ଷତିପୂରଣ ଓ ଥଇଥାନ ନ କରି ଖଣି ଖନନ କାର୍ଯ୍ୟ ଚାଲୁଥିବା ଯୋଗୁଁ କୋଇଲା ଧୂଳି…
ଫାଇନାଲରେ ଉତ୍ତରପ୍ରଦେଶ, ଓଡ଼ିଶା
ରାଉରକେଲା ଅଫିସ୍,୨୮ା୫: ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଉପକନିଷ୍ଠ ପୁରୁଷ ଜାତୀୟ ହକି ଚାମ୍ପିୟନଶିପ୍ର ଦଶମ ଦିନରେ ୨ଟି ସେମିଫାଇନାଲ ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ଉତ୍ତରପ୍ରଦେଶ ଓ ହରିୟାନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ…
ବେଦବ୍ୟାସ ପୀଠ: ଠାକୁରଙ୍କୁ ଲାଗି ହେଉନି ଅନ୍ନ ମଣୋହି
ରାଉରକେଲା ଅଫିସ୍,୨୮ା୫: ରାଉରକେଲାର ଧାର୍ମିକ ପୀଠ ବେଦବ୍ୟାସରେ ଥିବା ମନ୍ଦିର ଗୁଡିକରେ ଠାକୁରଙ୍କୁ ଅନ୍ନଭୋଗ ଲାଗି ହେଉ ନ ଥିବା ଅଭିଯୋଗ ହୋଇଛି। ବେଦବ୍ୟାସ ପୀଠରେ ଜଗନ୍ନାଥ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ବିଶ୍ୱନାଥ ମନ୍ଦିର, ଶାନ୍ତ ଶେଖର ମନ୍ଦିର, ରାଧାକୃଷ୍ଣ ମନ୍ଦିର,…
ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୨୬।୦୫(ଡିଏନଏ): ସର୍ଭେ କରିବା ସମୟରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରାରେ ପଛୁଆ ବର୍ଗ ସର୍ଭେ କରିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାରୁ ପରିବାର ଲୋକେ ଶୁକ୍ରବାର ବଡି…
ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ସୁନ୍ଦରଗଡ଼,୨୬ା୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ କଟ୍ରା ଗ୍ରାମବାସୀ ମିଳିତଭାବେ ଗ୍ରାମର ଜଳକଷ୍ଟ ଦୂର ପାଇଁ ଆଣ୍ଟା ଭିଡ଼ିଛନ୍ତି। ଗ୍ରାମାବସୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଗ୍ରାମପାଖ ଦେଇ ଯାଇଥିବା ତମଙ୍ଗା ନାଳ ଉପରେ ଗ୍ରାମବାସୀ…
ସନ୍ଦେହରେ ଜମିକୁ ଜଳସେଚନ ଲକ୍ଷ୍ୟ
ଯୋଡ଼ା,୨୬ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ଯୋଜନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ୟାମ୍ ପାଣି ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ…
ସେବା ଆଗରେ ହାର ମାନିଛି ବୟସ
ରାଉରକେଲା ଅଫିସ୍,୨୫ା୫: ଷ୍ଟିଲସିଟି ରାଉରକେଲାରେ ତାପମାତ୍ରା ପାରଦ ୪୨ ଡିଗ୍ରୀ ପାର୍ କରିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଉଛି। ଲୋକେ ତାତିରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଥିବା ବେଳେ ଶକ୍ତି ନଗର ଅଞ୍ଚଳର କିଛି ମହିଳା ବରିଷ୍ଠ…
ତୃତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲର ୨ ଜିଲା ଗସ୍ତ
ସମ୍ବଲପୁର/ସୁନ୍ଦରଗଡ଼,୨୩ା୫(ବ୍ୟୁରୋ/ଡି.ଏନ.ଏ.): ମହାନଦୀ ଜଳ ବିବାଦକୁ ନେଇ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ଟିମ୍ ସୋମବାର ତୃତୀୟ ଦିନରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲା ଗସ୍ତ କରିଛନ୍ତି। ସକାଳେ ଟିମ୍୍ ସଦସ୍ୟ ବୁର୍ଲା ଆଶୋକ ନିବାସରୁ ବହାରି ପ୍ରଥମେ ଝାରସୁଗୁଡ଼ା ଓପିଜିସିର ଇନ୍ଟେକ ପଏଣ୍ଟ…
ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ
ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା…
Archives


