ସୁନ୍ଦରଗଡ଼

ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ

ରାଉରକେଲା,୧୮।୨(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ହାତୀବାରି ବାଂଶଯୋର ନୂଆଟୋଲିର ଅତୁଲିଅନ୍‌ ଯୋଯୋ(୧୯)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ…

ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ

ରାଉରକେଲା,୧୮।୨: ହଷ୍ଟେଲ ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ। ଘଟଣା ଘଟିଛି ଜଗଦାସ୍ଥିତ ଘରୋଇ ITI କଲେଜ। ମୃତ ଛାତ୍ରଙ୍କ ଘର ହତୀବାରି ବଂଶଯୋର ଗାଁରେ। କାହିଁକି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ କାରଣ ଅସ୍ପଷ୍ଟ ରହିଛି।

ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ

ଟେନ୍‌ସା,୧୭।୨(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ-କେନ୍ଦୋପୋସି ରେଳଷ୍ଟେଶନ ମଧ୍ୟରେ ଥିବା ରେଳଧାରଣାରୁ ୪ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି। ଧାରଣା ଉପରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ…

ସରୁନି ସାଇନ୍ସ ପାର୍କ, ପ୍ଲାନେଟାରିୟମ କାର୍ଯ୍ୟ

ରାଉରକେଲା,୧୬।୨(ଦିନେଶ ମିଶ୍ର): ରାଉରକେଲା ସହର ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସହରର କେଉଁଠି ଷ୍ଟାଚ୍ୟୁ ନିର୍ମାଣ କରାଯାଉଛି ତ ଆଉ କେଉଁଠି ପାର୍କ। ଏସବୁ ଭିତରେ ସହରରେ ଏଭଳି କିଛି ଉନ୍ନତିମୂଳକ ପ୍ରକଳ୍ପ ରହିଛି ଯାହା…

ଲୁହାଛଡ଼ରେ ପିଟିପିଟି ଯୁବକଙ୍କୁ ମାରିଦେଲେ

ରାଉରକେଲା,୧୩।୨: ରାଉରକେଲା ବନ୍ଧମୁଣ୍ଡା ସେକ୍ଟର- ଏ ସ୍ଥତି ରେଲୱେ କ୍ୱାର୍ଟସରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ କେତେଜଣ ଯୁବକ ଲୁହା ଛଡ଼ରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଅମର ତନ୍ତୀ(୨୨)। ହେଲେ ହତ୍ୟାର…

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୩୦ ଆହତ

ରାଉରକେଲା,୧୧।୨(ଆଲୋକ ସ୍ବାଇଁ): ସୁନ୍ଦରଗଡ ଜିଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ…

ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ…

ଅନୁଦାନ ଫେରୁଛି, ହୋଇପାରୁନି ଏସ୍‌ଟିପି ପ୍ଲାଣ୍ଟ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ…

ବାହାଘର ବେଳେ ବର କନ୍ୟା ପରିବାର ମାଡ଼ପିଟ୍‌: ଘୋଷଡ଼ାଟଣା ପରେ…

ରାଉରକେଲା,୯ା୨(ସଙ୍ଗୀତା ଜେନା) ସେକ୍ଟର-୨ କମ୍ୟୁନିଟି ସେଣ୍ଟରରେ ବାସନ୍ତୀ କଲୋନୀର ବିକାଶ ପ୍ରସାଦଙ୍କ ସହ ଜଗଦା ଅଞ୍ଚଳର ସୁଭାସିନୀ ସିଂହଙ୍କ ବିବାହ ଗତ ୬ତାରିଖରେ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବିବାହ ଭୋଜି ବାସନ୍ତୀ କଲୋନୀ ଅତିଥି ଭବନରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।…

ବିନା ଏନ୍‌ଓସିରେ ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିପାରୁନାହିଁ। ଫଳରେ ରାଉରକେଲାରେ…

୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ

ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍‌ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ ସ୍ବାଗତ…

ଭାରତକୁ ଯୋଡ଼ିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ମୂଳଲକ୍ଷ୍ୟ: ରାହୁଲ

ସୁନ୍ଦରଗଡ,୬ା୨(ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର ଓଡ଼ିଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?