ସୁନ୍ଦରଗଡ଼

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଅଟୋ ଚାଳକ...

ଗାଁରେ ବୁଲୁଛି ଗୋଠଛଡ଼ା ଦନ୍ତା

ଟେନ୍‌ସା,୧୭।୭(ଡ଼ି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଚାଲିଛି ଗୋଠଛଡ଼ା ଦନ୍ତା। ଗୋଠଛଡ଼ା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରୁନାହାନ୍ତି ବଣାଇ ବନବିଭାଗ। ଦିନରାତି ଗାଁରେ ଆତଙ୍କ ଚଳାଉ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ହାତୀଟି...

କାରଖାନାରୁ ଚୋରି କରି ଗିରଫ ହେଲେ ସମିତି ସଭ୍ୟ

କୁଆଁରମୁଣ୍ଡା,୧୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ ବିଜାବାହାଲାସ୍ଥିତ ପବନ ଜୟ ସ୍ପଞ୍ଜ କାରଖାନାରୁ ତମ୍ବା ଖୁମ୍ବ ଚୋରି ଘଟଣାରେ ପୋଲିସ ରବିବାର ଜଣେ ସମିତି ସଭ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଉଛନ୍ତି କୁଆଁରମୁଣ୍ଡା ବ୍ଲକ...

ଟଙ୍କା ନ ଦେବାରୁ ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ

ରାଉରକେଲା ଅଫିସ,୩।୭: ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗରେ ସେକ୍ଟର-୭ ଥାନା ପୋଲିସ ତାଙ୍କ ପୁଅଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋନୁ ପ୍ରସାଦ(୩୨)। ତାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ...

ରାଉରକେଲା ଏନ୍‌କାଉଣ୍ଟର: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ରାଉରକେଲା ଅଫିସ,୨୭।୬: ରାଉରକେଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୁଣ୍ଡାସାହି ଛକରେ ଏନ୍‌କାଉଣ୍ଟର ଘଟଣାରେ ଅଟକ ଥିବା ଦୁର୍ବୃତ୍ତ ଟୁଚୁ ଇନ୍ଧୁଆର(୨୮)ଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟଚାଲାଣ କରିଛି। ଅଧିକ ତଦନ୍ତ ପାଇଁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ...

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା...

ହାଟରେ ଗଣ୍ଡଗୋଳ କରି ବନ୍ଧା ହେଲେ

ଲହୁଣୀପଡ଼ା,୨୦।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ରାଜାମୁଣ୍ଡା ପଞ୍ଚାୟତ ଗମଲେଇ ସାପ୍ତାହିକ ହାଟରେ ବନ୍ଧୁକ ଦେଖାଇ ଡକାୟତି କରୁଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ପାଖରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି,...

ଗଛ ତଳେ ନେଇଥିଲେ ଆଶ୍ରୟ, ହେଲା ବଜ୍ରପାତ

କୁଆଁରମୁଣ୍ଡା,୧୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷ ହୋଇଥିଲା। ସେତିକିବେଳେ କୋଏଲ ନଦୀ ପାର୍ଶ୍ୱ ଚଇନପୁର ଗ୍ରାମର ୩ ଜଣ ବ୍ୟକ୍ତି ଏକ ବରଗଛ ତଳେ ଆଶ୍ରୟ ନେଇଥିବା ବେଳେ...

ବଳାତ୍କାର ପୀଡ଼ିତାଙ୍କ ସନ୍ଦେହଜନକ ମୃତ୍ୟୁ

କୁତ୍ରା, ୧୬।୬(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ବଳାତ୍କାର ଶିକାର ହୋଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ରାତି ପ୍ରାୟ ୧୨ଟାବେଳେ ଅସୁସ୍ଥତା ଅନୁଭବ କରିବା ସହିତ ମୁହଁରୁ ଫେଣ ବାହାରୁଥିବା ନେଇ ତାଙ୍କ ବାପାଙ୍କୁ...

ସିବିଆଇ ହାତରେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ ମୁଖ୍ୟ ଡାକଘରର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର ଲାଞ୍ଚ ନେଇ ସୋମବାର ସିବିଆଇ ହାତରେ ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍‌ପଟ୍ଟାଙ୍କ ବକେୟା ଦରମା ବିଲ୍‌ କରିବା ପାଇଁ ଇନ୍ସପେକ୍ଟର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ...

ଆକାଉଣ୍ଟକୁ ଫେରିଲା ୮.୬୦ ଲକ୍ଷ ଟଙ୍କା

ରାଉରକେଲା ଅଫିସ,୧୨।୬: ରାଉରକେଲା ଛେଣ୍ଡ ସ୍ଥିତ ଏଲ୍‌. ବ୍ଲକର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥିଲେ। ଏ ନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ସାଇବର ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକ ୮ଲକ୍ଷ...

ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ବଣାଇଁ,୬।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା କଲେଇପୋଷ-ବାହାଡ଼ାପୋଷି ୧୦ନମ୍ବର ରାଜ୍ୟ ରାଜପଥ ଖୁଣ୍ଟଗାଁ ନିକଟ ହଂସରାଡି ପୋଲ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ -ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri