ସୁନ୍ଦରଗଡ଼

ଦିଅର ଦେଉଥିଲେ ଅମାନୁଷିକ ନିର୍ଯାତନା

ସୁନ୍ଦରଗଡ଼,୯ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ସହର ଉପକଣ୍ଠ ଇବ୍‌ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇଥିବା ୨ ବିବସ୍ତ୍ର ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଖଇରମୁଣ୍ଡାରେ...

ନିର୍ଯାତନାର ଶିକାର ହୋଇଥିଲେ ୨ ବିବସ୍ତ୍ର ମହିଳା

ସୁନ୍ଦରଗଡ,୮ା୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସହର ଉପକଣ୍ଠ ଇବ୍‌ ନଦୀ ପୋଲ ଉପରେ ଶୁକ୍ରବାର ଉଲଗ୍ନ ହୋଇ ଚାଲି ଚାଲି ଯାଉଥିବା ୨ ଆଦିବାସୀ ମହିଳା ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ବିଧାୟିକା କୁସୁମ ଟେଟେ ୨...

ଭାଜପା ମହିଳା ମୋର୍ଚ୍ଚାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୫ା୧୦(ଜୟନାରାୟଣ ମେଣ୍ଡୁଳି): ରାଉରକେଲାର ସହକାରୀ ଉପଜିଲପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏଏସ୍‌ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଇଛି। ଫଳରେ ଏଠାରେ...

ସ୍ବପ୍ନ ହୋଇ ରହିଗଲା କୋଇଡା ବାଇପାସ୍‌ ରାସ୍ତା

ଟେନ୍‌ସା,୫।୧୦(ସମୀର କୁମାର ପାଢୀ): କୋଇଡା ଖଣି ଅଞ୍ଚଳରୁ ଦୈନନ୍ଦିନ ରପ୍ତାନି ହେଉଥିବା ଲକ୍ଷ ଲକ୍ଷ ଟନ ଲୁହାପଥର ପରିବହନ ଯୋଗୁ ଏଠାକାର ଗ୍ରାମ ରାସ୍ତାଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଅହରହ ବ୍ୟସ୍ତ ରହିବା ସହ ଧୂଳିଧୂଆଁରେ ଆଚ୍ଛାଦିତ ରହୁଛି।...

ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି...

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ

ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ...

ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା,୩।୧୦(ସଙ୍ଗୀତା ଜେନା):ରାଉରକେଲା ଉଦିତନଗର ଥାନା ଅଧୀନ ବିରଜାପାଲି ନିକଟରେ ରବିବାର ଅପରାହ୍ନରେ ହୋଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇଥିବା ମହିଳା ଏଏସ୍‌ଆଇ ଆଲିସ ନାରମି ଲୁଗୁନ(୩୭)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ମୃତା ଏଏସ୍‌ଆଇଙ୍କ...

୬ଲକ୍ଷ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଟେନ୍‌ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା...

ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍‌) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ...

ସ୍କ୍ରବ୍‌ ଅଣାୟତ୍ତ: ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍‌

ସୁନ୍ଦରଗଡ଼,୧।୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ। ଗତ୨୪ଘଣ୍ଟାରେ ୩ ନୂଆ ସଂକ୍ରମିତ ଚିହ୍ନଟ ପରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୨୯୫ରେ ପହଞ୍ଚିଛି। ଶୁକ୍ରବାର ଜିଲାରେ ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି...

ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ସୁନ୍ଦରଗଡ଼, ୩୦।୯: ସୁନ୍ଦରଗଡ଼ ଜିଲାରେରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ୨୪ ଘଣ୍ଟାରେ ଚିହ୍ନଟ ଆଉ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୨ରେ ପହଞ୍ଚଛି । ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର...

ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ୨ବର୍ଷ ଜେଲଦଣ୍ଡ

ସୁନ୍ଦରଗଡ,୩୦ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣି କରି କିଞ୍ଜିରିକେଲାର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଞ୍ଜଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨ହଜାର ଟଙ୍କା ଜୋରିମାନା ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri