ସୁନ୍ଦରଗଡ଼

ଆର୍‌ଏସ୍‌ପିର ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କୁ ଉଇଙ୍ଗ୍‌ସ ଅଫ୍‌ ଷ୍ଟିଲ ସମ୍ମାନ

ରାଉରକେଲା,୯ା୧୧(ବିପ୍ଳବରଞ୍ଜନ ଦାଶ): ଆର୍‌ଏସ୍‌ପି ଯୋଗାଯୋଗ ଇଞ୍ଜିନିୟରଂ ବିଭାଗ ମହାପ୍ରବନ୍ଧକ ସୁଶ୍ରୀ ସୁମିତ୍ରା ଭଟ୍ଟାଚାର୍ଯ୍ୟ ଲିଙ୍ଗ ବିବିଧତା ବର୍ଗରେ ଆଏଏସଏର ଉଇଙ୍ଗସ ଅଫ ଷ୍ଟିଲ ସମ୍ମାନ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ନଭେମ୍ବର ୭ରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟିଲ କନକ୍ଲେଭର ଏକ ବର୍ଣ୍ଣାଢ୍ୟ...

ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ

ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ତରଫରୁ...

ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ...

ବଦଳିଲା ରାଉରକେଲା ବିମାନ ଚଳାଚଳ ସମୟ, ନଭେମ୍ବର ୬ରୁ…

ରାଉରକେଲା,୨।୧୧(ସଙ୍ଗୀତା ଜେନା): ୨୦୨୩ ଜାନୁଆରୀ ମାସରେ ରାଉରକେଲାକୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହେଲା। ଏହା ଅପରାହ୍ନ ୫ଟା ସମୟରେ ହେଉଥିଲା। ହେଲେ ନଭେମ୍ବର ମାସ ୬ରୁ ଏହାର ସମୟ ପରିବର୍ତ୍ତନ କରାଯାଇଛି। ନୂତନ ସମୟସାରଣୀ ଅନୁଯାୟୀ,ଉଡ଼ାଣ କୋଲକାତାରୁ ଦିନ...

ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ...

୯ କୁଆଁରିଙ୍କୁ ଖାଦ୍ୟ ଖୁଆଇ ନବରାତ୍ର ବ୍ରତ ଭାଙ୍ଗିଲେ ବିଧାୟକ

କୁଆଁରମୁଣ୍ଡା,୨୩।୧୦(ମହେନ୍ଦ୍ର କୁମାର ସାହୁ): ଶାରଦୀୟ ନବରାତ୍ରର ନବମ ଦିବସରେ ଶ୍ରଦ୍ଧାଳୁ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି। ତେବେ ଏହି ବ୍ରତ ପାଳନ କରି ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଅନ୍ନ ଗ୍ରହଣ ନ...

ଇସ୍ପାତ ସହରରେ ଆଜି ମହାଷ୍ଟମୀ

ରାଉରକେଲା,୨୨।୧୦(ସଙ୍ଗୀତା ଜେନାଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତ ନଗରୀ ରାଉରକେଲା ଚଳଚଞ୍ଚଳ ହୋଇପଡିଛି। ସହରରେ ଷ୍ଟିଲ୍‌ ଟାଉନଶିପ୍‌, ସିଭିଲ ଟାଉନଶିପ୍‌ ଓ ଫର୍ଟିଲାଇଜର ଟାଉନଶିପ୍‌ ଆଦି ସମୁଦାୟ ୧୦୮ଟି ସ୍ଥାନରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆୟୋଜନ ହୋଇଛି। ପୂଜାକୁ ଆକର୍ଷଣୀୟ...

‘ହତ୍ୟା ନୁହଁ, ଶ୍ୱାସରୁଦ୍ଧରୁ ମୃତ୍ୟୁ’

ରାଉରକେଲା,୨୨।୧୦(ସଙ୍ଗୀତା ଜେନା)ରାଉରକେଲା ଉଦିତନଗର ଥାନା ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରୁ ପରଦା ଉଠିଛି। ଆଲିଶଙ୍କୁ ହତ୍ୟା ନୁହେଁ, ବରଂ ତାଙ୍କ ଆଡ୍ରିନାଲରେ ଅଧିକ ହରମୋନ କ୍ଷରଣ ଯୋଗୁ ଶ୍ୱାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏ...

ଅଧାପନ୍ତରିଆ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ କାର୍ଯ୍ୟ

ରାଉରକେଲା,୨୦।୧୦(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୬ ସ୍ଥିତ ଏନ୍‌ସିସି ନବମ ବାଟାଲିୟନ ପରିସରରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଏକ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ ପ୍ରତିଷ୍ଠା କରିବାକୁ ୨୦୨୧ରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ କ୍ୟାଣ୍ଟିନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।...

ପୋକ୍ସୋ କୋର୍ଟର ଐତିହାସିକ ରାୟ: ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ସୁନ୍ଦରଗଡ଼,୧୯।୧୦(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଟାଉନ୍‌ ଥାନା ଅଞ୍ଚଳରେ ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଜଜ୍‌ ତଥା...

ଘରୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା

ବଡ଼ଗାଁ,୧୯ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର ଲାଖପଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଲାଖପଡ଼ା ଗାଁରେ ପଶିଥିଲା। ଲୋକେ ହାତୀ ଆସିଥିବା...

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଲେଫ୍ରିପଡ଼ା,୧୩।୧୦(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡ଼ିହି ସେକ୍ସନରେ ହାତୀ ଆକ୍ରମଣରେ ଗୁରୁତର ଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଗୁଣ୍ଡିଆଡ଼ିହି ଗ୍ରାମର ପଦ୍ମିନୀ ବୈଗା(୪୫)। ମହିଳା ଜଣକ ସକାଳୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri