ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର, ବନ୍ଧା ହେଲେ ଅଭିଯୁକ୍ତ

ସୁନ୍ଦରଗଡ,୨୬ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଶନିବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣକ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିଲେ।

ହେଲେ ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହ ପାଇଁ ରାଜି ନ ହେବାରୁ ନାବାଳିକା ଜଣକ ପରିବାର ଲୋକଙ୍କ ସହିତ ଥାନାରେ ଅଭିଯୋଗ କରିଥିଲେ। ରିପୋର୍ଟ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଏନେଇ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଭଷ୍ମା ଥାନା ପୋଲିସ ଏକ ମାମଲା(ନଂ.୧୬୦/୨୬) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ, କହିଲେ…

ଜୟପୁର,୨୬ା୪: ବର୍ତ୍ତମାନ ଭାରତୀୟ କ୍ରିକେଟର ସବୁଠୁ ଚର୍ଚ୍ଚିତ ନାମ ବୈଭବ ସୂର୍ଯ୍ୟବଂଶୀଙ୍କ ବୃଦ୍ଧି ପାଉଥିବା ପ୍ରଶଂସକଙ୍କ ତାଲିକାରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ ସାମିଲ ହୋଇଛନ୍ତି। ୧୫…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

ପଛଚକ ଫାଟି ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା କାର୍‌, ଆଉ ତା’ପରେ…

ଖଜୁରିପଡ଼ା,୨୬ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଦୂତିମେଣ୍ଡି ନିକଟସ୍ଥ ଖୋଲ ସାହିଠାରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ…

ପୁଣି ଶିବମନ୍ଦିରକୁ ଟାର୍ଗେଟ୍‌ କଲେ ଦୁର୍ବୃତ୍ତ, ମନ୍ଦିର ଖୋଲିଲା ବେଳକୁ ଏମିତି ଦେଖି…

ଗଞ୍ଜାମ,୨୬ା୪(ବିଦ୍ୟାଧର ସାହୁ): କିଛି ଦିନର ନୀରବତା ପରେ ପୁଣି ଶିବ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମରେ…

ବସ୍‌ର କାଚରେ ଭବିଷ୍ୟବାଣୀ ଲେଖିଥିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ଯିଏ ଦେଖୁଛି ସିଏ କରୁଛି ପ୍ରଶଂସା

ନୂଆଦିଲ୍ଲୀ,୨୬।୪: ପ୍ରତିବର୍ଷ, IPL ଆକାଶରେ ନୂତନ ତାରାମାନେ ଉଜ୍ଜ୍ୱଳ ଭାବରେ ଝଲସୁଛନ୍ତି। ତଥାପି, 2026 ସିଜିନ ଜଣେ ଯୁବ ଧୁରନ୍ଧରଙ୍କ ନାମ ଆସିଛି ଯିଏ ପ୍ରତିଷ୍ଠିତ କ୍ରିକେଟ…

କିଏ ଚଳାଇଥିଲେ ଟ୍ରମ୍ପଙ୍କ ଡିନର୍‌ ସମୟରେ ଗୁଳି? ସାମ୍ନାକୁ ଆସିଲା ଫଟୋ

ୱାଶିଂଟନ ଡିସି,୨୬।୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ବାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ…

ବସ୍‌କୁ ଓଭରଟେକ୍‌ କରିବା ସମୟରେ ଦୁର୍ଘଟଣା, ରାସ୍ତାକଡ଼କୁ ଖସି ପଡ଼ିବାରୁ…

ବାଲିଗୁଡ଼ା,୨୬ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଘରୋଇ ଯାତ୍ରୀବାହୀ ବସ୍‌ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହୋଇ ରାସ୍ତାକଡ଼କୁ ଖସିପଡ଼ିଛି ବସ୍‌। ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri