ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର
ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ ପୋଲିସ ଅଧିକାରୀଙ୍କୁ ଏ ଦିଗରେ ତାଲିମ ପ୍ରଦାନ କରାଯିବ। ସ୍ଥାନୀୟ ଏସକେଡିଏଭି ପଲିଟେକନିକ ଠାରେ…
ମହିଳାଙ୍କ ଉପରକୁ ଗୁଳିମାଡ: ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି
ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍.ଏ)/ ରାଉରକେଲା ଅଫିସ୍ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପୁଅ ସହ ବାଇକ୍ରେ ଯାଉଥିବା ଜଣେ ମହିଳାଙ୍କ ଉପରକୁ ଅନ୍ୟ ଏକ ବାଇକ୍ରେ ଆସି…
ସୁନ୍ଦରଗଡ ଜିଲା ଓକିଲ ସଂଘ ନିର୍ବାଚନ: କମଳ ସେନ୍ ସଭାପତି ନିର୍ବାଚିତ
ସୁନ୍ଦରଗଡ,୧୪।୧୨ (ଡି.ଏନ୍.ଏ) -ବରିଷ୍ଠ ଆଇନ୍ଜୀବୀ କମଳ ଲୋଚନ ସେନ୍ ସୁନ୍ଦରଗଡ ଜିଲା ଓକିଲସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଛି । ପୂର୍ବରୁ ସଭାପତି ପଦବୀକୁ ଛାଡି ଅନ୍ୟ ପଦବୀ…
ବିପଦସଙ୍କୁଳ ଅବସ୍ଥାରେ ଲହଣ୍ଡାବୁଡ ଗ୍ରାମର ମୁକୁଳା ବିଦ୍ୟୁତ୍ ତାର
ସୁନ୍ଦରଗଡ଼, ୧୪।୧୨ (ଡି.ଏନ.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ମୁକୁଳା ବିଦ୍ୟୁତ୍ ତାର। ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱରେ ଥିବା ବେଳେ ସେଠାରୁ ଗ୍ରାମକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ମାତ୍ର ୩ ଫୁଟ ଉପରେ…
ଉଦ୍ଯାପିତ ହେଲା ଭାଜପା ପ୍ରଶିକ୍ଷଣ ଶିବିର
କୁଆଁରମୁଣ୍ଡା,୧୪।୧୨(ଡି.ଏନ.ଏ.) ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି କମ୍ୟୁନିଟି ସେଣ୍ଟର ପରିସରରେ ଚାଲିଥିବା ଭାଜପାର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି ା ପୂର୍ବତନ ଭାଜପା ଜିଲା ସଭାପତି ଜଗବନ୍ଧୁ ବେହେରା ଶିବିରକୁ ଉଦ୍ଘାଟନ କରିଥିଲେ। ଏଥିରେ ସଞ୍ଜୀବ ପ୍ରତାପ…
ପରିକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ପଦଯାତ୍ରା ପାଇଁ ଭାଜପାର ପ୍ରସ୍ତୁତି
ଲହୁଣୀପଡା, ୧୪।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବଣାଇ ସାଙ୍ଗଠନିକ ଜିଲା ତରଫରୁ ଆସନ୍ତା ୧୮ ତାରିଖ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ଦୁହ୍ଲାପୁର…
କୃଷି ବିଜ୍ଞାନ କେନ୍ଦ୍ରରେ ମହୁଚାଷ ପ୍ରଶିକ୍ଷଣ ଶିବିର
ସୁନ୍ଦରଗଡ଼, ୧୨।୧୨ (ଡି.ଏନ୍.ଏ) -ଜିଲାରେ ମହୁଚାଷର ଅଭିବୃଦ୍ଧି ନିମନ୍ତେ ଚାଷୀଙ୍କ ପାଇଁ ୩ ଦିନିଆ ଦକ୍ଷତାମୂଳକ ତାଲିମ ଶିବିର ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ଜିଲାର ୯ଟି ବ୍ଲକ…
ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ବୁଧବାର ଏକ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଜନସଚେତନତା କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ଲହୁଣୀପଡା ଥାନାର ଆଇପିଏସ ଅଧିକାରିଣୀ ଏସ ସ୍ବାତୀ…
ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ
କୁଆଁରମୁଣ୍ଡା, ୧୧।୧୨(ଡି.ଏନ.ଏ.)-ବୁଧବାର କୁଆଁରମୁଣ୍ଡା ବ୍ଲକ ଭାଟିଟୋଲି ପଡିଆରେ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ପାନପୋଷ ଉପଖଣ୍ଡର କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ୧୮ଟି ଲେଖାଏଁ ସାଂସ୍କୃତିକ ଓ କ୍ରୀଡା ଅନୁଷ୍ଠାନକୁ ସାଂସ୍କୃତିକ ଓ କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଛି। ଏହି…
ପୁରାତନ ଛାତ୍ରସଂଘ ବୈଠକରେ ନିଷ୍ପତ୍ତି:ସରକାରୀ କଲେଜ ଜମିରେ ପାଚେରୀ ନିର୍ମାଣ ସ୍ଥଗିତ ରଖାଯାଉ
ସୁନ୍ଦରଗଡ଼, ୮।୧୨ (ଡି.ଏନ୍.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜରେ ଥିବା ୧୫୪. ୦୨୬ ଏକର ପରିମିତ ଜମିକୁ ଚିହ୍ନଟ…
ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ
ସୁନ୍ଦରଗଡ଼/ ରାଉରକେଲା ଅଫିସ୍, ୫।୧୨: ‘ସ୍ବଚ୍ଛତା ବିଷୟ ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର। ଶୁକ୍ରବାର ସୁନ୍ଦରଗଡ଼ ଜିଲା ପାଇଁ…
Archives


