ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍ କରି ଫସିଲେ
ସୁନ୍ଦରଗଡ଼,୯।୧୧(ଡି.ଏନ୍.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍ ଥାନା ଆକ୍ସିସ ବ୍ୟାଙ୍କରୁ ମଙ୍ଗଳବାର ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ…
ବୋହୂଙ୍କୁ ଫେରାଇ ଆଣିବାକୁ କହିବାରୁ ମା’ଙ୍କୁ ହତ୍ୟା
ସୁନ୍ଦରଗଡ଼,୭ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅଧୀନ ମନଭଲାପଡ଼ାରେ ମଦ୍ୟପ ପୁଅ ନିଜ ମା’ଙ୍କୁ ଇଟାରେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଉକିଆ ବାର୍ଲା (୬୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ…
ବାଲିଶଙ୍କରା ସେକ୍ସନରେ ହାତୀ ଉପଦ୍ରବ: ଭାଙ୍ଗିଲା ଘର
ବାଲିଶଙ୍କରା,୨।୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ସେକ୍ସନ କଛାରଯୋର ଗ୍ରାମରେ ସୋମବାର ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଗାଁର ଶ୍ରୀଧର ଦଣ୍ଡସେନାଙ୍କ ଘର ଭାଙ୍ଗିଥିବା ବେଳେ ଅନେକ ଫସଲ ନଷ୍ଟ କରିଛି। ରାତିରେ ଶ୍ରୀଧର ଶୋଇଥିବା ବେଳେ ବଣୁଆ ହାତୀପଲ…
ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଛାତ୍ର
ରାଉରକେଲା,୩୧ା୧୦(ଡି.ଏନ): ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଥିବା ଛାତ୍ର ବିବେକ ସିଂହ ରାଉରକେଲାର…
ପ୍ରେମିକାଙ୍କୁ ପ୍ରତାରଣା, ଜେଲ ଗଲେ ପ୍ରେମିକ
କୁତ୍ରା୨୫।୧୦(ଡି.ଏନ.ଏ): ପ୍ରେମିକାଙ୍କୁ ପ୍ରତାରଣା କରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଝରେନ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ଜଣେ ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ସେ…
ଦୁଆର ମୁହଁରୁ ନେଇଗଲେ ବାଇକ୍
ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ଭବାନୀ ବାଗ(୨୯)।…
ଅନ୍ତିମ ସତ୍କାର କରାଇ ଦେଲେନି ମହୁମାଛି
କୁତ୍ରା,୨୧।୧୦(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗ ମାର୍ଟିନପଡା ଗ୍ରାମରେ ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ନେଲସନ ସମାଧ, ଆନନ୍ଦ ମାସି ସମାଧ, ମନସିତ କାଣ୍ଡୁଲାନା, ବିନକା ଲୁଗୁନ, ସୁଚିତା ଗୁଡ଼ିଆ, ହର୍ଷିତ…
ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତ ଧରାପଡ଼ିଲେ
ରାଉରକେଲା ଅଫିସ,୨୧।୧୦: ରାଉରକେଲା ସେକ୍ଟର-୧୯ ଅଞ୍ଚଳରେ ବୁଦା ଭିତରୁ ଗଳାକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ପ୍ରଧାନ(୨୭), ଅଜୟ…
ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହାଣି ଦେଲେ
ସୁନ୍ଦରଗଡ଼,୨୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଭଦ୍ରାଟୋଲିରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଲୋହିଆ ପାଢୁଓ୍ବାର(୬୫) ଓ ତାଙ୍କର ସ୍ତ୍ରୀ ଲୋଧି (୬୦)। ଖବରପାଇ ରାଏବଗା ଥାନା ପୋଲିସ ଘଟଣାସ୍ଥଳରେ…
ଝିଅ ସହ ଏମିତି କଲେ ବାପା…
ରାଉରକେଲା ଅଫିସ,୨୦।୧୦ : ଜନ୍ମ କଲା ଝିଅକୁ ବଳାତ୍କାର କରି ଗିରଫ ହୋଇଛନ୍ତି ବାପା। ଏଭଳି ଲଜ୍ଜାଜନକ ଘଟଣା ରାଉରକେଲାର ରେଲୱେ କଲୋନି ଅଞ୍ଚଳରେ ଘଟିଛି। ଚାଇଲ୍ଡଲାଇନ୍ ‘ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆଇଜିଏଚ୍)ରେ…
କିନ୍ନର ବେଶରେ ମାଗୁଥିଲେ ଚାନ୍ଦା
ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୫ ଜଣ ନକଲି କିନ୍ନରଙ୍କୁ ଅଟକ ରଖି ତଦନ୍ତ ଜାରି…
ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର
ନୂଆଗାଁ,୧୬।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରି ପୋଲିସ ଗୁରୁବାର ୮ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।…

