ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ
ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ୧୦୭ ମଣ୍ଡିରୁ ୬୨୯୧୬ ଜଣ ଚାଷୀଙ୍କ…
ମୂଳ ଡାକ୍ତର ପଦର ୫୩ ଭାଗ ଖାଲି
ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ…
କନ୍ୟା ସନ୍ତାନଙ୍କ ସଂଖ୍ୟା କମୁଛି
ସୋନପୁର,୨୮।୧(ନି.ପ୍ର.): ନ୍ୟାଶନାଲ ଫ୍ୟାମିଲି ହେଲ୍ଥ ସର୍ଭେ୫ (ଏନ୍ଏଫ୍ଏଚ୍ଏସ୍) ରିପୋର୍ଟ ୨୦୨୦-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍ବେଗଜନକ ରହିଛି। ଏହି ରିପୋର୍ଟ ଅନୁସାରେ ଭାରତରେ ୧୦୦୦ ପୁଅରେ ୯୨୯, ଓଡିଶାରେ ୮୯୪ ଓ ସୁବର୍ଣ୍ଣପୁର ଜିଲାରେ ୯୭୪ ଝିଅ ଜନ୍ମ ହୋଇଛନ୍ତି।…
ଲଛିପୁର ଥାନା ସୋନପୁର କୋର୍ଟ ଅଧୀନରେ ରହୁ
ସୋନପୁର,୨୪।୧(ନି.ପ୍ର.)ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଲଛିପୁରରେ ଥିବା ଫାଣ୍ଡିକୁ ଉନ୍ନୀତ କରି ଥାନା କରିଛନ୍ତି। ତେବେ ନବଗଠିତ ଏହି ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବା ପାଇଁ ଜିଲାର ବିଭିନ୍ନ…
ଜୋର ଧରିଲାଣି ଆବାସ ତାତି
ସୋନପୁର,୨୩।୧(ନି.ପ୍ର.):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି। କିଏ ବ୍ଲକ ଆଗରେ ତ କିଏ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଧରି ପ୍ରତିବାଦ ଜଣାଉଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ବହୁଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ…
ବିଦ୍ୟୁତ୍ ଉପଭୋକ୍ତାଙ୍କ ଥାନା ଆଗରେ ଧାରଣା
ତରଭା, ୨୨ା୧(ଡି.ଏନ.ଏ.): ବିଦ୍ୟୁତ୍ ବ୍ୟବହାର କରି ନ ଥିବା ଚାଷୀଙ୍କ ନାମରେ ଆସୁଛି ବିଲ୍। ସେହିପରି ଦେୟ ବାକି ଥିବା କାରଣରୁ ବିଦ୍ୟୁତ୍ ସଂଯୋଗ ଛିନ୍ନ କରି ଦିଆଯାଉଛି। ଏହାର ପ୍ରତିବାଦ କରି ଟାଟା ପାଓ୍ବାର କମ୍ପାନୀ ବିରୋଧରେ ବରିଷ୍ଠ ନେତା…
୨୧୧ ନିର୍ମାଣ ଶ୍ରମିକଙ୍କୁ ମିଳିଲା ୧.୭୯ କୋଟି
ସୋନପୁର,୨୨।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ସୋନପୁର ନୂତନ ଟାଉନ ହଲ ପରିସରରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଶନିବାର ଆୟୋଜିତ ହୋଇଯାଇଛି। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା…
କ୍ୱାକ୍ଙ୍କ ହାତରେ ସ୍ବାସ୍ଥ୍ୟସେବା
ସୋନପୁର,୨୦।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଉପଯୁକ୍ତ ଡିଗ୍ରୀ ବା ଶିକ୍ଷାଗତ ଯୋଗ୍ୟତା ନ ଥିବା ବ୍ୟକ୍ତି ଡାକ୍ତର ଭାବେ ରୋଗୀ ସେବା କରୁଛନ୍ତି। ଏହି ଦରପାଠୁଆ ଡାକ୍ତର ବା କ୍ୱାକ୍ଙ୍କ ପ୍ରାଦୁର୍ଭାବ ଜିଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢିଚାଲିଛି। କେତେଜଣ ବ୍ୟକ୍ତି କ୍ଲିନିକ୍…
ଅଂଶଗ୍ରହଣ କରିବେ ୪୨ପରେଡ୍ ଦଳ
ସୋନପୁର,୧୧।୧(ନି.ପ୍ର): ସୁବର୍ଣ୍ଣପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ…
୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ
ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର ୩୪୪ କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳର ହିସାବ ମିଳୁନି। ହଡପ ଚାଉଳର ଆନୁମାନିକ ମୂଲ୍ୟ…
ଲୋକକଳାକୁ ବଞ୍ଚାଇ ରଖିଛି ପଏଁରୀ
ସୋନପୁର,୨।୧(ନି.ପ୍ର.):ସୁବର୍ଣ୍ଣପୁର ଜିଲାର ଲୋକକଳା ଗବେଷଣା କେନ୍ଦ୍ର ତଥା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ନବବର୍ଷ ଅବସରରେ ପଏଁରୀ ତିହାର-୨୩ ଭୀମ ଭୋଇ କଳା ମଣ୍ଡପରେ ରବିବାର ଉଦ୍ଘାଟିତ ହୋଇଯାଇଛି। ଏହା ତିନି ଦିନ ଧରି ଚାଲିବ। ପୂର୍ବାହ୍ନରେ ଅନୁଷ୍ଠାନର କଳାକାର,…
ଉଗ୍ରସେନ ଗାଦିଚ୍ୟୁତ, କଂସଙ୍କ ସିଂହାସନ ଆରୋହଣ
ଅମରପାଲି,୨୮।୧୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସାରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଆଞ୍ଚଳିକ ଧନୁଯାତ୍ରା କମିଟି ସଭାପତି ସତ୍ୟଞ୍ଜିବ…
Archives


