ଆଦର୍ଶ ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ
ଅମରପାଲି,୨୮ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ସୋମବାର ପ୍ରେମୀ ଯୁଗଳଙ୍କ ବିବାହ ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି। ଥାନା ଅନ୍ତର୍ଗତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡପୁଅ ସୁଶିଲ କୁମାର (୨୮) ଓ ମୁର୍ଷୁଣ୍ଢି…
କାର ସହ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ସୋନପୁର,୨୫।୨(ଆ.ପ୍ର.): ସୋନପୁର ଅବକାରୀ ବିଭାଗ ଶନିବାର ସ୍ଥାନୀୟ ପଟାଭା ଛକରୁ କାର ସହ ୪୦ କେଜି ଗଞ୍ଜେଇ ଜବତ କରିଛିି । ଏହି ଘଟଣା ରେ ୨ଜଣ ବାହାର ରାଜ୍ୟର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର…
୧୩ରୁ ୧୨ ଡାକ୍ତର ପଦ ଖାଲି
ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ମାନବସମ୍ବଳ ପ୍ରତି ସରକାର ଆଦୌ ଗୁରୁତ୍ୱ…
ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ
ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ଅଭିଯୁକ୍ତ ମା’,ବାପା ଓ ପୁଅଙ୍କୁ ଗିରଫ ପୋଲିସ କରି ସୋମବାର କୋର୍ଟଚାଲାଣ କରିଥିଲା। ଜାମିନ…
ଝିଅ ମୃତଦେହ ଜଙ୍ଗଲରେ ଫିଙ୍ଗିଦେଲେ ବାପା
ସୋନପୁର,୧୭ା୨(ନି.ପ୍ର.):ଅନ୍ଧବିଶ୍ୱାସ ଓ ସାହିପଡିଶାଙ୍କ ବାସନ୍ଦ ଧମକ ଗ୍ରାମାଞ୍ଚଳରେ ଏବେ ବି ଦେଖିବାକୁ ମିଳୁଛି। ସୁବର୍ଣ୍ଣପୁର ଜିଲା ତରଭା ଥାନା ବଡଯୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମସରା ପଞ୍ଚାୟତ ବଡଯୋର ଗାଁ ରାଜେନ୍ଦ୍ର ଦ୍ୱାରୀଙ୍କ ଝିଅ ସଞ୍ଜୁକ୍ତା(୨୯)ଙ୍କ…
ଟୋଲ୍ଗେଟ ହଟାଇବାକୁ ଦାବିକଲା ଭାଜପା
ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଧୀନ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଟୋଲଗେଟ ହଟାଇବା ଦାବି କରିଛି ଭାଜପା। ମଙ୍ଗଳବାର ବୀରମହାରାଜପୁର ଭାଜପା ତରଫରୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ଏକ ଦାବିପତ୍ର…
ନାରୀ ଶିକ୍ଷିତା ହେଲେ ଦୁର୍ନୀତି ହଟିବ
ସୋନପୁର,୧୫।୧୧(ନି.ପ୍ର.): ସୋନପୁର ବ୍ଲକ ନାରାୟଣପୁର ଗ୍ରାମ୍ୟ ପାଠାଗାର ପରିସରରେ ନାରୀ ଶିକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଆଲୋଚକଭାବେ ଯୋଗଦାନ କରି ନାରୀ ଶିକ୍ଷାର ପ୍ରସାର ଓ ଏହାର…
ଦୁର୍ଘଟଣାରେ ହରାଇଥିଲେ: ଲାଗିଲା କୃତ୍ରିମ ଗୋଡ
ବିନିକା,୧୪ା୨(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ସିନ୍ଦୂରପୁର ଗ୍ରାମର ରମେଶ ନାଏକ ଦେଢ଼ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ତାଙ୍କର ଡାହଣ ଗୋଡ଼ ହରାଇଥିଲେ।…
ରାସ୍ତା ପ୍ରଶସ୍ତୀକରଣରେ କଟିବ ୩୧୫୮ ଗଛ
ସୋନପୁର,୧୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫଲାଇନ କୁହାଯାଉଥିବା ଅର୍ଜୁନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪୫ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ହୋଇଛି। ୨ ଥାକିଆ…
ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ ସୁରେଶ୍ୱରୀ ମନ୍ଦିର ସମ୍ମୁଖ ମାଟି
ସୋନପୁର,୮ା୨(ନି. ପ୍ର ): ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଓ ମାଟି ଏକ ସ୍ବତନ୍ତ୍ର ଗାଡିରେ ମଙ୍ଗଳବାର ଝାରସୁଗୁଡା ଯାଇଛି। ଏଥିସହ ପର୍ଶୁରାମ ପୀଠଭାବେ ଖ୍ୟାତ ସୁରେଶ୍ୱରୀ ମନ୍ଦିର ସମ୍ମୁଖରୁ ପବିତ୍ର ମୃର୍ତ୍ତିକା ବରଣ କରାଯାଇଛି।…
ଆସିଛନ୍ତି ୮୭ ପ୍ରଜାତିର ୪୩,୩୮୧ ପକ୍ଷୀ
ସୋନପୁର,୬।୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାରେ ପକ୍ଷୀ ଗଣନା ସରିଛି। ଜିଲାର ମହାନଦୀ, ତେଲନଦୀ, ହରିହରଯୋର ଡ୍ୟାମ୍ ଓ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ୧୦ଟି ଟିମ୍ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ଚଳିତ ବର୍ଷ ମୋଟ ୮୭ ପ୍ରଜାତିର ୪୩ହଜାର ୩୮୧ ପକ୍ଷୀ ଆସିଛନ୍ତି।…
ବାଇକ୍ ଆରୋହୀଙ୍କୁ ୬ କି.ମି. ଘୋଷାରି ନେଲା ଟ୍ରକ୍
ସୋନପୁର,୫।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅଞ୍ଚଳରେ ଶନିବାର ଛାତି ଥରାଇଲା ଭଳି ଦୁର୍ଘଟଣା ଘଟିଛି। ଅର୍ଜୁନପୁର-ବୁର୍ଡା ରାସ୍ତାର ପଣ୍ଡକିଟାଲ ଛକ ନିକଟରେ ଏହି ଘଟଣା ଘଟିଛି। ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ପାଇଁ ବୀରମହାରାଜପୁର ଥାନା କେଶଲପୁର ଗାଁର ରାଜକୁମାର ହରିପାଲ(୪୫)…
Archives


