ସୁବର୍ଣ୍ଣପୁର

ବର୍ଷରେ ଦୁଇଦିନ ଖୋଲେ ମୁଖ୍ୟ ସମାଧି ମନ୍ଦିର

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ପଶ୍ଚିମକୁ ୨୨ କିଲୋମିଟର ଗଲେ ଖଲିଆପାଲି ଗ୍ରାମରେ ରହିଛି ସନ୍ଥ କବି ଭୀମଭୋଇଙ୍କ ଆଶ୍ରମ। ଏହି ମହିମା ଆଶ୍ରମ ଥିଲା କବିଙ୍କ କର୍ମସ୍ଥଳ। ବହୁ ସ୍ଥାନ ବୁଲିବା ପରେ ଶେଷରେ କବି ଖଲିଆପାଲିକୁ...

ପଲିଥିନ କଟକଣା ଧର୍ମକୁ ଆଖିଠାର

ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି...

ଗଛକଟାକୁ ନେଇ ଗଣ୍ଡଗୋଳ: ତିଲେଇମାଲ ଗ୍ରାମ ପୁରୁଷଶୂନ୍ୟ

ଅମରପାଲି, ୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ତିଲେଇମାଲ ଗ୍ରାମର କେତେଜଣ ବ୍ୟକ୍ତି ଆକ୍ରମଣ କରିବା ସହିତ ମାଡ ମାରିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାଧା ପୋଷାକରେ ତଦନ୍ତ ପାଇଁ ଆସିଥିବା ଏଏସଆଇଙ୍କ ତଦନ୍ତ...

ରାମେଶ୍ୱର ମନ୍ଦିର ଅସୁରକ୍ଷିତ

ସୋନପୁର, ୪।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ରାମେଶ୍ୱର ଶୈବ ମନ୍ଦିର ଏବେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ମନ୍ଦିରର ଏଭଳି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ସରକାର...

ସୁବର୍ଣ୍ଣପୁରରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ସୁବର୍ଣ୍ଣପୁର ,୩।୬(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳ ଭାବେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ବିମଳେନ୍ଦୁ ରାୟ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ନୂତନ ଜିଲାପାଳ ରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର...

ଅଙ୍ଗନୱାଡି କେନ୍ଦ୍ର ଖୋଲିବା ଆଲୋଚନା ବିଫଳ

ଅମରପାଲି,୩ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତର ରାମ୍ଭିପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଦୀର୍ଘ ଦେଢ଼ବର୍ଷ ହେଲା ତାଲା ପଡିଛି l କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ରରେ ଗ୍ରାମର କେତେକ ମହିଳା ତାଲା ପକାଇ...

ଅଧଘଣ୍ଟାରେ ହଜାରେ ଓଏଲ୍‌ଆର କେସ୍‌ ଫଇସଲା

ସୋନପୁର,୧।୬(ନି.ପ୍ର.): ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଏ ସମ୍ପର୍କିତ...

ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା

ସୋନପୁର,୨୯।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ସୋନପୁର କଲେଜ। ୧୯୬୪ ମସିହାରେ ମହାନଦୀ କୂଳରେ ସ୍ଥାପିତ ହୋଇଥିଲା ଏହି କଲେଜ । କଲେଜ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ପଶ୍ଚିମ ଓଡିଶାର ଏହି ପୁରାତନ...

ଫେଲ୍‌ ମାରିଛି ଗାଈ ଗୁହାଳ ଯୋଜନା

ଡୁଙ୍ଗୁରିପାଲି,୨୮ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ଫେଲ୍‌ ମାରିଛି ସରକାରଙ୍କ ଗାଈ ଗୁହାଳ ଯୋଜନା। ଖୋଲାଆକାଶ ତଳେ ଗାଈ ରଖୁଛନ୍ତି ଚାଷୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୈଇଦୁପାଲି ଗ୍ରାମ ପଞ୍ଚାୟତ ବଡ଼ ଫଟାମୁଣ୍ଡା ଗ୍ରାମରେ ା ଗ୍ରାମର ହାରାଧନ...

ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ...

ଆଜିଠୁ ସୁବର୍ଣ୍ଣପୁର ଜିଲାରେ ରବିଧାନ ସଂଗ୍ରହ

ସୋନପୁର,୨୨।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ସୋମବାରଠାରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ୬୦ ପ୍ୟାକ୍ସ ଓ ୩୪ ଡବ୍ଲ୍ୟୁଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣିବ। ଆଗକୁ ଆଉ ୩ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ଓ ଗୋଟିଏ ପ୍ୟାକ୍ସ ଧାନ...

ଫଡି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଅମରପାଲି,୨୧ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନ ବଡବର୍ଡାକଟା କେନ୍ଦୁପତ୍ର ଫଡି ଘରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri