ସମ୍ବଲପୁର

ଅଧ୍ୟକ୍ଷ ପଦ ପାଇଁ ଲଢେଇ: ଶାସକ, ବିରୋଧୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ

ରେଢ଼ାଖୋଲ,୮ା୩(ଡି.ଏନ.ଏ.): ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସୁନୀଲ କୁମାର ପ୍ରଧାନ, ଭାଜପାରୁ ଶିବରାମ ସାହୁ ଓ କଂଗ୍ରେସ ଦଳରୁ ଆଇନଜୀବୀ ସଜଲକାନ୍ତ ପାଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ୧୩ ୱାର୍ଡର…

ଆବଶ୍ୟକ ବେଳେ ସାର ଅଭାବ: ଚାଷୀଙ୍କ ରାଜପଥ ଅବରୋଧ

ସୋହେଲା,୨।୩(ଡିଏନଏ): ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ସାରର ଅଭାବ, ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ସାରବିକ୍ରିରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବୁଧବାର ଚାଷୀମାନେ ସୋହେଲା ଥାନା ଛକ ଠାରେ ରାୟପୁର-ସମ୍ବଲପୁର ଜାତୀୟ ରାଜପଥକୁ ଅବରୋଧ କରି ବିରୋଧ ପ୍ରଦର୍ଶନ…

ଶେଷ ରାଉଣ୍ଡରେ ୨ ଭୋଟରେ ଜିତିଲେ

ସମ୍ବଲପୁର,୧।୩(ବ୍ୟୁରୋ): ସମ୍ବଲପୁର ଜିଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ମାତ୍ର ୨ଖଣ୍ଡ ଭୋଟରେ ଜଣେ ସରପଞ୍ଚ ପ୍ରାର୍ଥୀ ବିଜୟ ହେବା ଘଟଣା ଆଲୋଚନାର ବିଷୟ ହୋଇଛି। ଚଳିତ ନିର୍ବାଚନରେ ଯୁଯୁମୁରା ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପଣ୍ଡା ଝାଙ୍କରପାଲି ପଞ୍ଚାୟତ ଓ…

ରୋଷେଇ ବେଳେ ଟ୍ରକ୍‌ରେ ଲାଗିଲା ନିଆଁ

ରେଙ୍ଗାଲି,୨୬ା୨(ଡି.ଏନ.ଏ.): ରେଙ୍ଗାଲି ଥାନା ଅଧୀନ ପଣ୍ଡଲୋଇସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନା ଭିତରେ ଏକ ଟ୍ରକ୍‌ରେ ରୋଷେଇ କରୁଥିବା ବେଳେ ନିଆଁ ଲାଗିଯାଇଥିଲା। ଏହା ଦେଖି ସେଠାରେ ଥିବା ଚାଳକ ଓ ଅନ୍ୟଜଣେ ବାହାରକୁ ଚାଲିଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ…

ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗୀର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ…

ପୋଲିଂ ପାର୍ଟିକୁ ଡଙ୍ଗାରୁ ମୁକ୍ତି

ସମ୍ବଲପୁର,୨୩ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ନିର୍ବାଚନ ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରବାସୀଙ୍କ ପାଇଁ ନିଆରା ଅନୁଭୂତି ଆଣିଦେଇଛି। ସ୍ବାଧୀନତାର ୭୫ବର୍ଷ ପରେ ନିର୍ବାଚନ ସମୟରେ ମହାନଦୀରେ ଡଙ୍ଗା ବ୍ୟବହାର ହୋଇନାହିଁ।…

ଅପହରଣ ମାମଲାରେ ଜେଲଗଲେ ଭାଜପା ଯୁବମୋର୍ଚ୍ଚା ସଭାପତି

ସମ୍ବଲପୁର,୨୧ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ନିଶିକାନ୍ତ ଦୀକ୍ଷିତଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଭାଜପାର ୭ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ସେମାନେ ହେଲେ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି,…

ବାଲଟ ପେପରରେ ନୋଟା ଲେଖିଲେ

ସମ୍ବଲପୁର,୨୦।୨(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜିଲାପରିଷଦ ଜୋନ-୨ର ପ୍ରାର୍ଥୀମାନଙ୍କ ତାଲିକା ଥିବା ଏକ ବାଲଟ୍‌ ପେପର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଉକ୍ତ ପେପରରେ ପ୍ରାଥମିକ ଶିକ୍ଷକ ନାହିଁ ତ ଭୋଟ ନାହିଁ ବୋଲି ଉଲ୍ଲେଖ ରହିଛି। ସେହିପରି ମାନେଶ୍ୱର…

ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଉତ୍ତେଜନା

ସମ୍ବଲପୁର,୧୯ା୨(ବ୍ୟୁରୋ): ସମ୍ବଲପୁର ଜିଲାର ମାନେଶ୍ୱର ଓ ନାକଟିଦେଉଳ ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶେଷ ହୋଇଛି। ମାନେଶ୍ୱର ବ୍ଲକ ସାହସପୁର ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ୧ଟା ପରେ ଶତାଧିକ ଭୋଟର କେନ୍ଦ୍ର ଭିତରକୁ…

କିନ୍ନରଙ୍କ ଗଳା କାଟିଦେଲେ

ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଗୁରୁବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଫିରୋଜଙ୍କ…

ଜମ୍‌ତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ ଗିରଫ

ସମ୍ବଲପୁର,୧୬।୨(ବ୍ୟୁରୋ): ଅନ୍‌ଲାଇନ ଠକେଇ କରି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ସମ୍ବଲପୁର ପୋଲିସ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ଖଗା ଥାନା ମଳାନ୍ଦି ଗ୍ରାମର ରହମତ ଅନ୍‌ସାରି(୨୨), ଗୋବିନ୍ଦପୁର ଥାନା ଜନତା ମାର୍କେଟ…

ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ମାମଲା

ସମ୍ବଲପୁର,୧୬ା୨(ବ୍ୟୁରେ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ କ୍ଷେତରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୪୨/୨୧) ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ମମତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri