କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ
ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମନ୍ଦିର ଦ୍ୱାର ଫିଠା ହୋଇଥିଲା । ପୂର୍ବାହ୍ନ ୧୧ଟା ୪୫ମିନିଟରୁ ଅପରାହ୍ନ ସାଢ଼େ…
ନିଜସ୍ବ ପାର୍କିଂ ବ୍ୟବସ୍ଥା ନ କଲେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ କଡରେ ଅନେକ ଶିଳ୍ପାନୁଷ୍ଠାନ ଗଢିଉଠିଛି। ଏହି କମ୍ପାନୀ ସମ୍ମୁଖ ରାସ୍ତା ଉପରେ ପ୍ରତିଦିନ ହଜାର ସଂଖ୍ୟାରେ ଟ୍ରକ ଛିଡା ହୋଇ ରହୁଛି। ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ପକ୍ଷରୁ…
ଟାମ୍ପରଗଡ଼ ଶକ୍ତିପୀଠ ଜରାଜୀର୍ଣ୍ଣ
ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ଐତିହ୍ୟସମ୍ପନ୍ନ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରେ ଆଦିବାସୀ ବହୁଳ ଯୁଯୁମୁରା ବ୍ଲକର ଟାମ୍ପରଗଡ଼ ଗ୍ରାମରେ ଥିବା ମା’ ଦକ୍ଷିଣକାଳୀଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରାୟ ୩ଶହ ବର୍ଷ ପୁରାତନ ଏହି ପୀଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ…
୨ ହାତୀ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ
ସମ୍ବଲପୁର/ଜମନକିରା,୭ା୧୦(ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବନଖଣ୍ଡ ଭୁତେଲ ରେଞ୍ଜ ତିଲେଇମାଲ ଗ୍ରାମ ନିକଟରୁ ଗୁରୁବାର ସକାଳେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତଦେହ ଜବତ ହୋଇଛି। ଦନ୍ତା ହାତୀ ଟମାଟୋ କିଆରିରେ ଓ ମାଈ ହାତୀ ଧାନ ବିଲରେ ପଡିରହିଥିଲା।…
ପୁଣି ଦୁଇ ହାତୀଙ୍କ ଜୀବନ ଗଲା, କାରଣ ଅସ୍ପଷ୍ଟ
ଜମନକିରା,୬ା୧୦(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ତିଲେଇମାଲ ଗାଁ ପତ୍ରା ଜଙ୍ଗଲରେ ବୁଧବାର ରାତିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ…
ଭିମ୍ସାର ପାଇଁ ଖୁବ୍ଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ: ସ୍ବାସ୍ଥ୍ୟମନ୍ତ୍ରୀ
ସମ୍ବଲପୁର,୪ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିସୁଟ୍ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବରୁ ୨ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଅନୁରୂପ ଭାବେ ଭିମ୍ସାର ପାଇଁ ଖୁବ୍ଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ। ଏଥିପାଇଁ ସମସ୍ତ…
ପ୍ରେମ ପାଇଁ ପ୍ରେମିକଙ୍କ ଗଲା ଜୀବନ
ରାଉରକେଲା ଅଫିସ,୩।୧୦: ପ୍ରେମ ପାଇଁ ପ୍ରେମିକଙ୍କୁ ହତ୍ୟା କରି ଏକ କୋଇଲା ବୋଝେଇ ଟ୍ରେନ ବଗିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍ ଅଞ୍ଚଳର ମୂଳବାସିନ୍ଦା ତଥା ଶିବଶଙ୍କର ନଗରରେ…
ଅର୍ଦ୍ଧନିର୍ମିତ ଅବସ୍ଥାରେ ସାତୁପାଲି କଲ୍ୟାଣମଣ୍ଡପ
ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଅଧିକ ଅନୁଦାନରେ ପଞ୍ଚାୟତର ବିକାଶ କରାଯିବା ନେଇ ଲକ୍ଷ୍ୟ ରହିଛି। ହେଲେ କେତେକ ପ୍ରକଳ୍ପ ଦେଖିଲେ ଏହା କେବଳ ଘୋଷଣାରେ ସୀମିତ ରହିଥିବା…
ଟୋଲଗେଟରେ ଗଣ୍ଡଗୋଳ: ଭାଜପା ନେତାଙ୍କୁ ମାଡ଼
ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ଭାଜପା ସଭାପତି ଗିରୀଶ ପଟେଲଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଭୁବନେଶ୍ୱରଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଉଥିଲେ। ଆଠଗଡ଼ ଟୋଲଗେଟରେ ୨ଜଣ ଭାଜପା ନେତାଙ୍କୁ ମାରପିଟ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ନାକଟିଦେଉଳ ବ୍ଲକ ଓ…
କୋଇଲା ଟ୍ରକ୍ ଦଖଲରେ ବିଜୁ ଏକ୍ସପ୍ରେସ ୱେ
ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍ଗୁଡିକ ଖିଣ୍ଡା ଛକରୁ ଲପଙ୍ଗା ଛକ ପ୍ରାୟ ୨ କି.ମି. ରାସ୍ତାକୁ ନିଜ ଦଖଲରେ ରଖିଥିଲେ।…
ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ
ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ବର୍ଷରେ ପଦାର୍ପଣ କରିଛି। ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି। ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମୁଖ୍ୟ ତୋରଣ…
ପ୍ରେମିକଙ୍କ ନିର୍ଯାତନାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା
ସମ୍ବଲପୁର,୨୮ା୯(ବ୍ୟୁରୋ): ପ୍ରେମିକ ଓ ତାଙ୍କ ପରିବାର ମାନସିକ ନିର୍ଯାତନା ଦେବା ସହ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ସମ୍ବଲପୁର ସଦର ଥାନା ରାଶନପୁର ତୁରିପଡାର ଅଧ୍ୟାପିକା ପ୍ରିୟଙ୍କା ନାଏକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପ୍ରେମିକ…
Archives


