ସମ୍ବଲପୁର

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି ଘେରାଉ ବେଳେ ଉତ୍ତେଜନା ପ୍ରକାଶ ପାଇବା ସହ ଆଦିବାସୀ ଓ ପୋଲିସ ମଧ୍ୟରେ...

ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ସେମାନେ ସମ୍ବଲପୁରରୁ ପୁରୀ ଅଭିମୁଖେ ବାହାରିଛନ୍ତି। ପୁରୀ ପ୍ରଶାସନକୁ...

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଲେ ଟଙ୍କଧର ମେହେର। ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ...

ସମ୍ପୂର୍ଣ୍ଣାଙ୍କୁ ଗ୍ରହଣ କଲେ ବାଙ୍ଗାଲୋରର ଦମ୍ପତି

ସୋନପୁର,୧୨।୬(ନି.ପ୍ର.)ସୁବର୍ଣ୍ଣପୁରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର(ସା)ରେ ରହୁଥିବା ଶିଶୁ କନ୍ୟା(ସମ୍ପୂର୍ଣ୍ଣା)ଙ୍କୁ ବାଙ୍ଗାଲୋରରେ ରହୁଥିବା ଦମ୍ପତି ମଙ୍ଗଳବାର ଗ୍ରହଣ କରିଛନ୍ତି। ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ସମ୍ପୃକ୍ତ ଆଇଟି ଇଞ୍ଜିନିୟର ଦମ୍ପତିଙ୍କୁ ପ୍ରଦାନ...

ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌ ବିକି ନିଜର ପଁାଚ୍‌ ପରାନୀ କୁଟୁମ ପୁଷୁଛେ ତ ଆର କିଏ ଗୁପ୍‌ଚୁପ୍‌...

ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌ ୨ ଗାଁବାସୀ

ମନମୁଣ୍ଡା, ୧୨।୬ (ଡି.ଏନ୍‌.ଏ): ବୌଦ୍ଧ ଜିଲା ମନମୁଣ୍ଡା ପଁଚେତ୍‌ର ମହୁଲବାହାଲି ଆର କଲତାପାଲି ଗଁାରେ ପାଏନ୍‌ ସଁକଟ ଦେଖାଦେଇଛେ। ଇ ଗଁାର ଲୋକ୍‌ ବରଷା ପାଏନ୍‌ ଭରସାରେ ଚାଷ୍‌ବାସ କରୁଛନ୍‌, ହେଲେ ଅନେକ ସମିଆରେ ଚାଷ୍‌ବାସ ମର୍‌ଡିରେ ମାଡ଼ ଖାଉଛେ।...

ଭତାରୁ ବଁଚିତ୍‌ ୭୦ ବଛ୍‌ରିଆ ଲୋଚନା

ଖପ୍ରାଖୋଲ,୧୨।୬(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ ଆର ମଦୁବାବୁ ପେନସନ ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭତାର ଲାଗି ଆବେଦନ କରି...

ଲୋପ୍‌ ପାଉଛେ ଯଁତାର ବେଭାର:ଦିହିପା ସମସିଆରେ ଛଁଦି ହେଉଛନ୍‌ ମହିଲା

ଲାଠୋର, ୧୨ା୬ (ଡି.ଏନ୍‌.ଏ): ଆଜିର ମୁନୁଷ ନିଜକେ ଆଧୁନିକତା ଭିତରେ ହଜେଇ ଦେଇଛେ। ଯୁଗର ସଂଗେ ତାଲ ଦେଇ ଆଗ୍‌କେ ବଢ଼ୁଛେ। ନିଜର ସୁଖ୍‌ ସୁବିଧାର ଲାଗି ନୂଅଁା ନୂଅଁା ଯନ୍ତ୍ରପାତିର ବେଭାର କରୁଛେ। ଯେନ୍‌ଥିରଲାଗି ପୁରନାକାଲିଆ ଘରୁଆ ଉପକରନ୍‌...

ପଞ୍ଚାୟତ ଗଠନର ଅଢେଇ ବର୍ଷ ପୁରିଲା, ଉନ୍ନୟନ କାର୍ଯ୍ୟ ଶୂନ: ମାନିଗୁଡା ପଞ୍ଚାୟତବାସୀ ବିିଡିଓଙ୍କ ଦ୍ୱାରସ୍ଥ

ନୂଆପଡା ଅଫିସ,୧୧ା୬: ନୂଆପଡ଼ା ଜିଲା କୋମନା ବ୍ଲକ ମାନିଗୁଡା ଗ୍ରାମପଞ୍ଚାୟତଗଠନର ଆଜକୁ ଅଢେଇ ବର୍ଷ ଗଡିଯିବ ହେଲେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନ ଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପଞ୍ଚାୟତ ସରପଞ୍ଚ,...

ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ସବ୍ୟାରାଣି ବାଗଙ୍କ ଅଧ୍ୟକ୍ଷତାରେ ବୈଠକରେ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରଥମ...

କଲମପୁର ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ମଣ୍ଡିକୁ ଧାନ ଆଣି ଯଗି ବସିଥିବା ରହିଥିବାବେଳେ ମିଲର୍ସମାନେ ମଣ୍ଡିକୁ ଅଖାବସ୍ତା ଓ ଟ୍ରକ ପର୍ଯ୍ୟାପ୍ତ ପରିମାଣରେ ପଠାଇ ପାରୁ ନ ଥିବାରୁ ଧାନ ଉଠାଣ ସେହି ଅନୁପାତରେ...

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଦାଦା ପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରତର ଜଣକ...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ...

ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ

ଡୁଙ୍ଗୁରିପାଲି, ୧୧।୬(ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ ସମାଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ନାନାବିଧ ଉନ୍ନୟନ୍ନମୂଳକ...

ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ: ବଏସ୍‌ ୭୦, ଭତାରୁ ବଁଚିତ୍‌ ପଞ୍ଚାନନ

ଅତାବିରା, ୧୧।୬ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ମଧୁବାବୁ ଲେଖେଁ ପେନ୍‌ସନ ଯୋଜନାରେ ସାମିଲ କରି ଫିମାସ ଭତା ଯୁଗେଇ ଦେଉଛନ୍‌। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଫିବଛର...

ଆବାସ ଯୋଜନା ବାଟବନା:ଭଂଗା ଘରେ ବିତୁଛେ ମା’ପୁଓର ଅସାହା ଜୀବନ୍‌

ଗାଇସିଲେଟ, ୧୧ା୬(ଡି.ଏନ୍‌.ଏ): ବରଗଡ଼ ଜିଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପଁଚେତ୍‌ ବଇଦପାଲି ଗଁାର ବିଧବା ମହିଲା ସତ୍ୟଭାମା ସାହୁ। ଆଏଜ୍‌କେ ୫ ବଛର ତଲେ ଆପ୍‌ନେ ନରହରି ସାହୁ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ସତ୍ୟଭାମା ନିସାହା ହେଇ ନିଜର ନାବାଲକ...

ଛେଉଁଡ୍‌ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍‌

ଲାଠୋର, ୧୧ା୬ (ଡି.ଏନ୍‌.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍‌ ଛୁଆର ବାବ୍‌ଦେ ଗଲା ୬ ତାରିଖ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ”ଛେଉଁଡ ଛୁଆକେ ପୁଷ୍‌ବାରେ ଅକ୍ଷମ ଦାଦନ ପରିବାର“ ଶୀରଷକ୍‌ରେ...

ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ ଦୁଇ ବହେନ୍‌ ଆର ଗୁଟେ ଭାଇ ରହୁଛନ୍‌। ବାପା ବନେ ବଛରକେତେ ହେଲା...