ଆସନ୍ତା ୨ରେ କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର,୩୧।୧୦(ବ୍ୟୁରୋ): ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲା ଗସ୍ତ କରିବେ। ଏ ନେଇ ସରକାରୀ ଭାବେ ସୂଚୀ ଜାରି କରାଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ। ସେଠାରେ ବିଏସ୍‌କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଜିଲାର ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଟ୍ରମ୍ପଙ୍କୁ ବଡ଼ ଚେତାବନୀ ଦେଲେଣି ଆମେରିକା ଏକ୍ସପର୍ଟ, କହିଲେ ପାକ୍‌ ଅପେକ୍ଷା ଭାରତ ଅଧିକ…

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବାରେ ପାକିସ୍ତାନର ଭୂମିକା ସମ୍ପର୍କରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି।…

ପାକିସ୍ତାନକୁ ମନ କଥା ଖୋଲି କହିଲା ଇରାନ, କରିବନି ଆମେରିକା ସହ କୌଣସି…

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇସାକ ଡାରଙ୍କ ସହ ଏକ ଟେଲିଫୋନ ଆଲୋଚନା କରିଥିଲେ।…

ମହିଳା ପ୍ରାର୍ଥୀ ଦେବାରେ ପଛରେ ଭାଜପା, କଂଗ୍ରେସ

ଭୁବନେଶ୍ୱର,୨୦ା୪(ଜିତେନ୍ଦ୍ର କୁମାର ନାୟକ): ଦେଶବ୍ୟାପୀ ଏବେ ଲୋକ ସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ଆଇନ ସମ୍ପର୍କରେ ଆଲୋଚନା ତେଜିଛି। ଏପରି ପ୍ରଚ୍ଛଦପଟରେ ୨୦୨୩ରେ ମହିଳା…

ହାଇଦ୍ରାବାଦର କଫସିରପ୍‌, ଗୁଜରାଟରେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍‌ ଜବତ ଘଟଣାର ଲିଙ୍କ୍‌ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି।…

ହର୍ମୁଜ ସଙ୍କଟ ମଧ୍ୟରେ NSA ଅଜିତ ଡୋଭାଲ ହଠାତ କାହିଁକି ପହଞ୍ଚିଲେ ରିୟାଦ? ଜାଣନ୍ତୁ ପରଦା ପଛର କୂଟନୀତି

ନୂଆଦିଲ୍ଲୀ,୨୦।୪: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବକୁ ଏକ ଅଚାନକ ଗସ୍ତ କରିଥିଲେ, ଯେଉଁଠାରେ ସେ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ…

ଆଜି ଅକ୍ଷୟ ତୃତୀୟା: ଅନୁକୂଳ ହେବ ରଥକାଠ

ପୁରୀ,୨୦ା୪(ଅଜିତ୍‌ କୁମାର ମହାନ୍ତି): ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ…

ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଶିକାରୀଙ୍କ ଫାଶରୁ ଖସିଆସିଲା ହରିଣ, ଗୋଡ଼ରେ ରହିଛି କ୍ଷତଚିହ୍ନ

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବହୁ ପରିମାଣରେ ହରିଣ ବାର୍‌ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri