ରାୟଗଡା

ରାୟଗଡ଼ାରେ ଭାରତ ବନ୍ଦ

ରାୟଗଡ଼ା ଅଫିସ,୨୮ା୩: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଶ୍ରମିକ କୃଷକ ବିରୋଧ ନୀତି ଜନ ବିରୋଧ ନୀତି ବିରୋଧରେ ସୋମବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ଶା ଶାଖା ପକ୍ଷରୁ ରାୟଗଡ଼ାର କପିଳାସ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୮ ଏବଂ ୨୯…

ଆଇଆଇସି ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସ୍ତ୍ରୀ

ଗୁଣପୁର/ରାମନାଗୁଡ଼ା,୨୭ା୩(ଡି.ଏନ୍‌.ଏ.): ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ୍‌ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଶନିବାର ମୁହଁ ଖୋଲିଛନ୍ତି ସ୍ତ୍ରୀ କିରଣ ମହାନ୍ତି। ସ୍ବାମୀଙ୍କ ଉପରେ କାମର ଚାପ ରହିଥିଲା। ତେଣୁ ଠିକ୍‌ରେ ତଦନ୍ତ କରାଯାଇ ନ୍ୟାୟ…

ନିଆଁ ଦାଉରୁ ରକ୍ଷା ପାଇଲା ସଂରକ୍ଷିତ ଜଙ୍ଗଲ

ମୁନିଗୁଡ଼ା,୨୭ା୩(ଡି.ଏନ୍‌.ଏ.)-  ରାୟଗଡ଼ା ଜିଲା ମୁନିଗୁଡ଼ା ବନାଞ୍ଚଳ ଓ ବନଖଣ୍ଡ ଅଧୀନ ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଶାଗୁଆନ ଜଙ୍ଗଲରେ ଶନିବାର ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ବନ ବିଭାଗର ମିଳିତ ପ୍ରୟାସରେ ବନାଗ୍ନିକୁ ଆୟତ୍ତ କରାଯାଇ ପାରିଛି। ପାତ୍ରଗୁଡ଼ା ଗାଁ ନିକଟ…

ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି

ଟିକିରି,୨୩।୩(ଡି.ଏନ୍‌.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ ଅନେକ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲା କାଶୀପୁର…

ପ୍ରଚାର ଶେଷ, ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ରାୟଗଡ଼ା ଅଫିସ, ୨୩।୩ – ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲା ରାୟଗଡ଼ା ସହରର ବିଭିନ୍ନ ସାହିବସ୍ତି। ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଚାର ରଣାଙ୍ଗନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। କଂଗ୍ରେସ, ଭାଜପା ଓ ବିଜେଡିର ହେଭିୱେଟ୍‌ ନେତା ନିର୍ବାଚନୀ ପ୍ରଚାରରେ…

ରାୟଗଡ଼ାରେ ନିର୍ମାଣ ହେବ ନୂତନ ଜିଲା ଅଦାଲତ କୋଠା

ରାୟଗଡ଼ା ଅଫିସ,୨୧।୩: ରାୟଗଡ଼ା ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ନୂତନ ଜିଲା ଅଦାଲତ କୋଠା ନିର୍ମାଣ ନିମନ୍ତେ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌.ମୁରଲିଧର ମୁଖ୍ୟ ଅତିଥି ଏବଂ ହାଇକୋର୍ଟ ବିଚାରପତି ବି. ଆର୍‌. ଷଡଙ୍ଗୀ ସମ୍ମାନୀତ…

ପୁଅର ମୃତଦେହ ବୋହିନେଲେ ବାପା

ରାୟଗଡ଼ା ଅଫିସ,୨୧ା୩: ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡ଼ି। ରାୟଗଡ଼ା ସହରରେ ୯ବର୍ଷର ପୁଅ ଆକାଶର ମୃତଦେହକୁ ବାପା ସୁରଧର ବେନିଆ କାନ୍ଧରେ ଦେଢ଼ କ.ମି. ବୋହି ନେଉଥିବାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ପରିବାର ଓ ସମ୍ପର୍କୀୟମାନେ କାନ୍ଦି କାନ୍ଦି ମୃତଦେହ…

ଛୁରାମାଡ଼ରେ ଯୁବକ ଗୁରୁତର

ରାୟଗଡା ଅଫିସ,୨୦।୩: ରାୟଗଡ଼ା ଜିଲା କାଶୀପୁରରେ ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ରାଜ୍‌ କୁମାର ହାଲବା। କାଶୀପୁର ବ୍ଲକ ସଙ୍କରଡ଼ା ଗ୍ରାମ ହରିଜନ ସାହିରେ ଶନିବାର ହୋଲି ଖେଳ ଚାଲିଥିବା ବେଳେ ରାଜଙ୍କୁ ଏକ ଧାରୁଆ ଛୁରିରେ ଉକ୍ତ…

ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର

ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ପରିବାରର ମୁଖ୍ୟ ଦୟାନିଧି ବେହେରା ଏବଂ ମା’…

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର

ରାୟଗଡ଼ା ଅଫିସ,୧୭ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଦୟାନିଧି ବେହେରା, ସ୍ତ୍ରୀ ଲକ୍ଷ୍ମୀ, ବଡ଼ ବୋହୂ ସ୍ବପ୍ନା…

ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି ଶବର ଏବଂ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷଭାବେ ରବି ଶଙ୍କର ଗମାଙ୍ଗ ବିଜୟୀ ହୋଇଛନ୍ତି।…

ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି

ରାୟଗଡ଼ା ଅଫିସ,୧୪ା୩: ରାୟଗଡ଼ା ଜିଲା ପରିଷଦ ସଭାପତି ରୂପେ କାଶୀପୁର ବ୍ଲକ ‘ଗ’ ଜୋନ୍‌ର ଜିଲା ପରିଷଦ ସଭ୍ୟା ସରସ୍ବତୀ ମାଝି ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଏହି ଆସନ ହାତେଇବାରେ ସଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri