ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍ ଉଦ୍ୟମ
ଟିକିରି,୧୫ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍ରୁ ଲୁଟ୍ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ବୋଝେଇ କରି ବିଶାଖାପାଟଣା ନେଇ ଯାଉଥିବା ବେଳେ କାଳିଆପଡ଼ା ଘାଟି ନିକଟରେ ପୂର୍ବରୁ…
ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର
ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ଜିଲାରେ ୬୩୯୨ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବା…
ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ
ରାୟଗଡା, ୧୪।୦୫: ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗ ଅଧୀକ୍ଷକ ନୀନା ବେଉରା। ରାୟଗଡାରୁ ନଗଦ ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତେବେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ସନ୍ତୋଷଜନକ…
ପ୍ରଦୀପ ସାହୁ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ
ଗୁଣପୁର,୧୪।୫(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଯୁବ ନେତା ପ୍ରଦୀପ ସାହୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ଜାତୀୟ ଯୁବ କଂଗ୍ରେସ ସମ୍ପାଦକ ରିଆଜୁଲ ଅଂସାରିଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏ ନେଇ…
ବିଦେଶୀ ବୋତଲରେ ବିକ୍ରି ହେଉଥିଲା ହାତ ତିଆରି ମଦ
ରାୟଗଡ଼ା ଅଫିସ,୧୨।୫: ରାୟଗଡ଼ା ସହରରେ ଚାଲିଥିଲା ବେଆଇନ ବିଦେଶୀ ମଦ ତିଆରି କାରବାର। ପୁରୁଣା ବିଦେଶୀ ମଦ ବୋତଲରେ ହାତ ତିଆରି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିଲା। ଖବର ପାଇ ଅବକାରୀ ବିଭାଗ ଟିମ୍ ବୁଧବାର ଚଢ଼ାଉ କରି ବେଆଇନ ମଦ…
ନେଲ୍ କ୍ୟୁଆର୍ କୋଡ୍ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର
ଟିକିରି,୯ା୫(ଡି.ଏନ୍.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ ସ୍ଥାନରେ କ୍ୟୁଆର୍ କୋଡ୍(କ୍ୱିକ୍ ରେସ୍ପନ୍ସ କୋଡ୍) ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ପ୍ରାୟ ସମସ୍ତ…
ମା’ପରି କିଏ ହେବ
ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ ସବୁ ବେଳେ ସବୁ କ୍ଷେତ୍ରରେ ପିଲାଙ୍କ ସଫଳତା କାମନା କରିଥାଏ। ରବିବାର ବିଶ୍ୱ…
ସ୍କୁଲ, ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ
ରାୟଗଡ଼ା ଅଫିସ,୮।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଏବଂ ହଷ୍ଟେଲଗୁଡ଼ିକ ଖୋଲିଛି। ପିଲାମାନେ ଏକଠି ବସି ପଢ଼ିବା ସହ ହଷ୍ଟେଲରେ ଗୋଟିଏ ରୁମ୍ରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ଏବେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…
ଝିଅ ଜ୍ୱାଇଁଙ୍କ ଧାର ଟଙ୍କା ଶୁଝି ନ ପାରି ମା’ପୁଅଙ୍କ ଆତ୍ମହତ୍ୟା
ରାୟଗଡ଼ା ଅଫିସ, ୭।୫: ରାୟଗଡ଼ା ଜିଲା ଶେଷକାଲ ଥାନା ଅଧୀନ ଜେମାଦେଈପେଣ୍ଠ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିଅ ଜ୍ୱାଇଁଙ୍କଠାରୁ ଆଣିଥିବା ଧାର ଟଙ୍କା ଶୁଝି ନ ପାରିବାରୁ ମା’ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା’…
ଖଣିଜ ସମ୍ପଦ ଲୁଟୁଛନ୍ତି ମାଫିଆ
ଟିକିରି,୫।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ମାଳି ପର୍ବତ ଖଣିଜ ସମ୍ପଦରେ ଭରପୂର। ଏଠାରେ ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଆଦି ଖଣିଜ ସମ୍ପଦ ରହିଛି। କୋଡ଼ିଙ୍ଗାମାଳି, ଶାଶୁବୋହୂମାଳିରେ ବକ୍ସାଇଟ ରହିଥିବା ବେଳେ ଅନ୍ୟ ପାହାଡ଼ରେ ମାଙ୍ଗାନିଜ, ଗ୍ରାଫାଇଟ ଏବଂ ଅନ୍ୟ ଖଣିଜ ପଥର…
ମାଟି ତଳୁ ମିଳିଲା ୧୪୦୦ ଗ୍ରାମ୍ ଚୋରି ସୁନା
ଗୁଣପୁର,୪।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ସହର କନ୍ୟକା ପରମେଶ୍ୱର ମନ୍ଦିର ସମ୍ମୁଖ ଏସ୍ଏସ୍ ଜୁଏଲେରି ଦୋକନା ମାଲିକ ଏସ୍.ବାବା ପ୍ରସାଦଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗୁଣପୁର ପୋଲିସ ଗଞ୍ଜାମ ଜିଲା ଆସ୍କାରୁ ଗିରଫ କରିଛି। ଅଭିଯୁକ୍ତମାନେ…
ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି
ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ ମିଲ୍ ନିକଟ ଏକ ବୁଦାମୂଳରୁ ପୋଲିସ ଏକ ନରକଙ୍କାର ଜବତ କରିଛି। ଜବତ କଙ୍କାଳ…
Archives


