ରାୟଗଡା

ବୁଲିବାକୁ ଯାଇଥିଲେ କୋଲକାତା: ଲୁଟିନେଲେ ନଗଦ ଟଙ୍କା, ସୁନା ଅଳଙ୍କାର

ରାୟଗଡା ଅଫିସ,୪।୧୦: ପାର୍ବଣରେ ଚୋରି। ରାୟଗଡା ସହରର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରାଙ୍କ ଘରେ ଚୋରି ହୋଇଛି। ଘର ପରିବାର ଲୋକେ କୌଣସି କାମରେ କୋଲକତା ଯାଇଥିବା ବେଳେ ଆଲମିରା ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ସହ ୫୦୦ଗ୍ରାମ…

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଟିକିରି, ୧।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟିକିରି ପୋଲିସ ଅଭିଯୁକ୍ତ କୃଷ୍ଣ ମାଝିଙ୍କୁ ଗିରଫ କରିଛି। ମୃତକ ହେଲେ…

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। କରୋନା ଯୋଗୁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ।…

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଟିକିରି,୩୦ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଅଡ଼ା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଟିକିରି ଅଞ୍ଚଳର କୃଷ୍ଣ ମାଝି ସ୍ତ୍ରୀ ହାକ ମାଝିଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି। କୃଷ୍ଣଙ୍କ ପ୍ରଥମ ସ୍ତ୍ରୀ ମରିଯାଇଥିବା ବେଳେ କୃଷ୍ଣ…

ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନ୍‌ ସଫେଇ କରାଯାଉ

ମୁନିଗୁଡ଼ା, ୨୮।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟସ୍ତବହୁଳ ବ୍ୟବସାୟ ନଗରୀ ମୁନିଗୁଡ଼ା ସହରରେ ଦୁର୍ଗାପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମଣ୍ଡପ ସଜାଚାଲିଛି। କରୋନା ଯୋଗୁ ବନ୍ଦ ହୋଇଥିବା ମାଆଙ୍କର ଏହି ସାମୂହିକ ପୂଜାବିଧି ବ୍ୟବସ୍ଥା ଚଳିତ ବର୍ଷ ନୂତନ ଉତ୍ସାହ…

ସାଧାରଣ ନିର୍ବାଚନରେ ୯୦ ସିଟ୍‌ ହାତେଇବାକୁ ପିସିସି ସଭାପତିଙ୍କ ଦୃଢ଼ୋକ୍ତି

ରାୟଗଡା ଅଫିସ, ୨୮।୯: ଓଡ଼ିଶା ପ୍ରଦେଶ କଂଗେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ରାୟଗଡ଼ର ଜିଲା ଗସ୍ତରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୯୦ ସିଟ୍‌ ହାତେଇବା ଲକ୍ଷ୍ୟ…

ଦୂର ଜାଗାରେ ସବ୍‌ସେଣ୍ଟର ଖୋଲାଯାଇ ମିଳିବ ଚାଉଳ

ରାୟଗଡ଼ା ଅଫିସ, ୨୮।୯: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ ଗସ୍ତକରି ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ…

ରାୟଗଡ଼ା ଝୁଲାପୋଲ ସିଲ୍‌କୁ ବିରୋଧ

ରାୟଗଡ଼ା ଅଫିସ,୨୭ା୯:କଟକ ସ୍ଥିତ ଧବଳେଶ୍ୱର ପରେ ରାୟଗଡ଼ା ସ୍ଥିତ ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ ଭାବେ ପ୍ରସିଦ୍ଧ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏହି ଝୁଲାପୋଲ ଏବେ ପ୍ରଶାସନ ପକ୍ଷରୁ ରବିବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଝୁଲାପୋଲ

ରାୟଗଡ଼ା ଅଫିସ,୨୬ା୯: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ରାୟଗଡ଼ାର ନାଗାବଳୀ ନଦୀରେ ନିର୍ମିତ ଝୁଲାପୋଲ। ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ରବିବାର ତହସିଲଦାର ସୁନୀଲ ଖରା ଏବଂ ପୋଲିସ ଅନ୍ୟମାନଙ୍କ ଉପସ୍ଥିତିରେ ଏହାକୁ ବନ୍ଦ…

ଜଙ୍ଗଲରେ ପ୍ରସବ

ଟିକିରି,୨୫।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏବେ ମଧ୍ୟ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନ ଥିବାରୁ ରୋଗୀ ଏବଂ ଗର୍ଭବତୀ ଭାର, ଚୌକି ଏବଂ ଷ୍ଟ୍ରେଚରରେ ବୁହାହେବା ଏବଂ ବାଟରେ ପ୍ରସବ କରିବା ଏହି…

ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଆଗରେ ଲାଞ୍ଜିଆ ସୌରାଙ୍କ ଧାରଣା

ଗୁଣପୁର,୨୩ା୯(ଡି.ଏନ୍‌.ଏ.): ଆଦିମ ଜନଜାତି ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ଜୀବନ ଜୀବିକା, ସାମାଜିକ, ଆର୍ଥିକ, କୃଷି ଭିତ୍ତିକ ଉନ୍ନତି ସାଧନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା(ଏଲ୍‌ଏସ୍‌ଡିଏ), ଓଡ଼ିଶା ସଶକ୍ତୀକରଣ ଓ ଜୀବିକା ମିଶନ ଭଳି…

ହାତଠାରି ଡାକେ କାଶତଣ୍ଡି…

ବିଷମକଟକ,୨୪ା୯(ଡି.ଏନ୍‌.ଏ.): ଶରତ ଆକାଶରେ ଏବେ କାଶତଣ୍ଡୀର ସମ୍ଭାର। ସବୁଜ ଧାନକ୍ଷେତର ହାତଠାରି ଡାକରା ଧରାପୃଷ୍ଠକୁ ମା’ ଜଗଜ୍ଜନନୀ ଦଶଭୁଜାଙ୍କ ଆଗମନର ଦେଲାଣି ସୂଚନା। ମେଘମୁକ୍ତ ଆକାଶରେ ଚହଟିଲାଣି ପରିବେଶ। ଦିଗ୍‌ବଳୟ ଫାଙ୍କରୁ ଓଢ଼ଣା ଟେକି ମୁହଁ ଦେଖାଇଲାଣି ଶୀତ। ପ୍ରତିବର୍ଷ ମା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri