ରାୟଗଡା

ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ: ୨ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ

ରାୟଗଡ଼ା ଅଫିସ,୨୯।୧୦: ରାୟଗଡ଼ା ସହରର କପିଳାସ ରୋଡ଼ରେ ଥିବା ଏକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ଘଟଣା…

ମହିଳାଙ୍କୁ ଜାଳି ହତ୍ୟା ଉଦ୍ୟମ ଅଭିଯୋଗ

ପଦ୍ମପୁର,୨୯। ୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଗିରିଧାରୀ ସାହିରେ ଶୁକ୍ରବାର ଜଣେ ମହିଳାଙ୍କୁ ଘରୁ ଅଧା ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ରଶ୍ମିତା। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ…

ଡଙ୍ଗରିଆଙ୍କ ବାନ୍ଧକଳା କପଡ଼ାଗୁନ୍ଦାର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା ଅଫିସ,୨୯ା୧୦: ନିୟମଗିରି ପାଦଦେଶରେ ଅବସ୍ଥିତ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ୍‌(କପଡ଼ାଗୁନ୍ଦା) ଧୀରେ ଧୀରେ ଲୋକ ପାଇବାକୁ ବସିଥିବାବେଳେ ଏହାର ପୁନରୁଦ୍ଧାର ପଇଁ ପ୍ରୟାସ ଆରମ୍ଭ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ଚାହିଦାକୁ ବୃଦ୍ଧି…

୧୮ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟରାସ୍ତା ନାଗାବଳୀ

ରାୟଗଡ଼ା ଅଫିସ,୨୮ା୧୦: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ୩…

ଘରୋଇ ଡାକ୍ତରଖାନାରେ ୨ ଘଣ୍ଟା ଉତ୍ତେଜନା

ବିଷମକଟକ,୨୬।୧୦(ଡି.ଏନ୍‌.ଏ.): ରାୟଗଡ଼ାର ଏକ ଘରୋଇ ହସ୍ପିଟାଲରେ ଜଣେ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଝିଗିଡି ସଦର ପଞ୍ଚାୟତର କୈଳାସ…

୬ ମାସ ହେଲା ଅନ୍ୟର ବାରଣ୍ଡାରେ ଚାଲିଛି ସ୍କୁଲ

ଟିକିରି,୨୨ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ବିଭିନ୍ନ ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତର କରାଯାଉଛି। ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହେଲେ ରାୟଗଡ଼ା ଜିଲା ଉପାନ୍ତ କାଶୀପୁର ବ୍ଲକରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି।…

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟକୁ ଚାଷୀଙ୍କ ବିରୋଧ

ରାୟଗଡ଼ା ଅଫିସ,୨୧ା୧୦: ବହୁ ବିରୋଧ ପରେ ବି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡ଼ା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକ ବିଦ୍ୟାଳୟ ନିମନ୍ତେ ଗୁରୁବାର ଜମି ଚିହ୍ନଟ ହୋଇଛି। ପୋଲିସ ଫୋର୍ସ ଉପସ୍ଥିତିରେ ଜିଲା ଓ ବ୍ଲକ…

ନାଗାବଳୀରେ ଲୀନହେବ ୨ ଗାଁ

ରାୟଗଡ଼ା ଅଫିସ,୨୦ା୧୦: ନାଗାବଳୀ ନଦୀର କରାଳ ରୂପରେ ରାୟଗଡ଼ା ଜିଲା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ନଦୀ ମୁହାଣରେ ଅବସ୍ଥାପିତ ଦୁଇଟି ଗାଁ ଲୀନହେବାକୁ ଯାଉଛି। ଗତ ସପ୍ତାହକ ମଧ୍ୟରେ ନଦୀ କୂଳ ଖାଇ ମାରିଗୁଡ଼ା ଗ୍ରାମର ଅନେକ ଚାଷଜମି…

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି, ଖଣି ସମେତ ସମସ୍ତ ସୁବିଧା ସୁଯୋଗ ଅତି ସହଜରେ ଉପଲବ୍ଧ କରାଉଛନ୍ତି। ସରକାରଙ୍କ ବଡ଼…

ବାଲ୍ୟ ବିବାହରେ ୪ର୍ଥ ସ୍ଥାନରେ ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୧ା୧୦:ଅକ୍ଟୋବର ୧୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଲିଙ୍ଗଗତ ସମାନତା ଆଣିବା ଏବଂ ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ବାଳିକାଙ୍କ ଆଖିଦୃଶିଆ ବିକାଶ…

ବସ୍ତାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ୪ ଅଟକ

ଟିକିରି,୮ା୧୦(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶିପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମରୁ ଏକ ବସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଉକ୍ତ ଗାଁର ପହିଲି ମାଝି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପହିଲି ମାଝି ୪ ଦିନ…

ମୌଳିକ ସୁବିଧାରୁ ବଞ୍ଚିତ ଛଟିଗୁଡ଼ା ଗ୍ରାମବାସୀ

ଟିକିରି,୪ା୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏ ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନି। ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଛଟିଗୁଡ଼ା ଗ୍ରାମ ଏହାର ଏକ ଉଦାହରଣ। କାଶୀପୁର ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟର ଦୂର କଳାହାଣ୍ଡି ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri