ପିଲାଙ୍କ କଳିରୁ ଗୋଷ୍ଠୀ ସଂଘର୍ଷ: ୮ ଆହତ
ରାୟଗଡ଼ା,୧୨ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୮ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ନ୍ୟାୟ ଦାବି…
ରାୟଗଡ଼ାର ୬୨ ଆଇସିଟି ଲାବ୍ରେ ତାଲା
ରାୟଗଡ଼ା ଅଫିସ,୧୨ା୧୨: ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୪ ରେ ଆଇସିଟି(ଇନ୍ଫର୍ମେସନ ଆଣ୍ଡ୍ କମ୍ୟୁନିକେସନ ଟେକ୍ନୋଲୋଜି) ସ୍କୁଲ ଯୋଜନାରେ ଆରମ୍ଭ ହୋଇଥିବା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବିଫଳ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ପୁସ୍ତକ ବଦଳରେ…
ହତ୍ୟା ପାଇଁ ରଖାଯାଇଥିଲା ବୋମା
ରାୟଗଡ଼ା ଅଫିସ,୧୦ା୧୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘର ପଛପାର୍ଶ୍ୱ ପାଇଖାନାରେ ବୋମା ଲୁଚାଇ ରଖାଯାଇଥିବା ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାଓବାଦୀ ପରିଚ ଦେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା…
ସୁଙ୍ଗେର ବୋମା ନିଷ୍କ୍ରିୟ ମାମଲା: ୪୮ ଘଣ୍ଟା ମଧ୍ୟରେ ୬ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ
ରାୟଗଡ଼ା,୯।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଜିଲା ପୋଲିସ ଏବଂ ସିଆରପିଏଫ୍ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଏକ ଘର ପଛପଟେ ଥିବା ପାଇଖାନାରେ ରଖାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ। ୪୮ ଘଣ୍ଟା ନପୁରୁଣୁ…
ଡଙ୍ଗରିଆ ଯୁବତୀ, ମହିଳାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ମାଓବାଦୀ
ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ଏବଂ କଲ୍ୟାଣସିଂହପୁରରେ ଠାରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଗୁରୁବାର ଦେଖିବାକୁ ମିଳିଛି। ନିୟମଗିରି ସୁରକ୍ଷା ସମିତି ସଚେତନ ଡଙ୍ଗରିଆ ଯୁବ ପରିଷଦ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ…
ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା
ଗୁଣପୁର,୩ା୧୧(ଡି.ଏନ୍.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍ଙ୍କ କୋର୍ଟରେ ୱାନ୍ ସିସି ୨୮/୨୨, ଦଫା ୫୦୦, ୫୦୩, ୫୦୬ରେ ମାମଲା ରୁଜୁ ହୋଇଛି।…
ଡିସେମ୍ବର ୨ରୁ ୮ ପିଏଲ୍ଜିଏ ସପ୍ତାହ ପାଳିବେ ମାଓବାଦୀ
ରାୟଗଡ଼ା,୨।୧୨(ସ୍ବ.ପ୍ର.): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭକୁ ମାଓବାଦୀମାନେ ଶୁକ୍ରବାର ବିରୋଧ କରିଛନ୍ତି। ଏନେଇ ସିପିଆଇ(ମାଓବାଦୀ) ସଂଗଠନର ବାସଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ ବିବୃତି ଏବଂ ଲିଫ୍ଲେଟ୍ ଜାରି କରାଯାଇଛି। ରାୟଗଡ଼ାର ଖବରଦାତାଙ୍କୁ ଏକ ପ୍ରେସ ବିବୃତି ସହ ଲିଫ୍ଲେଟ୍…
ବ୍ଲକ ଅଫିସରୁ କେସ୍ ରେକର୍ଡ ନିଖୋଜ, ଏତଲା ଦେଲେ ବିଡିଓ
ଗୁଣପୁର,୨ା୧୨(ଡି.ଏନ୍.ଏ.):ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ କେସ୍ ରେକର୍ଡ ନିଖୋଜ ଥିବା ନେଇ ବିଡିଓ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି। ବିଡିଓଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ବୁଧବାର ଉକ୍ତ ଘଟଣାରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ମାଜିଷ୍ଟ୍ରେଟ ଭାବେ ଗୁଣପୁର…
ମିଥ୍ୟା ତଥ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ
ରାୟଗଡ଼ା ଅଫିସ,୧ା୧୨: ରାଜ୍ୟରେ ଖରିଫ୍ ଋତୁ ପାଇଁ ଚାଷୀ ପଞ୍ଜୀକରଣ କରାଯାଇଥିଲା। ହେଲେ ଏଥିରେ ବେଆଇନ୍ ତଥା ମିଥ୍ୟା ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ମିଥ୍ୟା ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିବା ନେଇ ଅଭିଯୋଗ ହେବାପରେ ଧାନଚାଷ କରାଯାଇଥିବା ଜମିକୁ…
ରାମନାଗୁଡ଼ା ବିଡିଓଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ
ରାମନାଗୁଡ଼ା,୨୮।୧୧(ଡି.ଏନ୍.ଏ.): ରାମନାଗୁଡ଼ା ବ୍ଲକରେ ପଞ୍ଚାୟତ ନିର୍ବାଚନରେ ୧୨ ପଞ୍ଚାୟତ ନିମନ୍ତେ ସରପଞ୍ଚ, ସମିତିସଭ୍ୟ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ସବୁଠୁ ଚର୍ଚ୍ଚାରେ ଥିବା ଅଧ୍ୟକ୍ଷ ପଦ ପାଇଁ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଟଣାଓଟରା ଚାଲିଥିଲା। ଶେଷ ପର୍ଯ୍ୟାୟରେ…
୪ ବିଇଓଙ୍କ ହାତରେ ୧୧ ବ୍ଲକର ଶିକ୍ଷା ବ୍ୟବସ୍ଥା
ରାୟଗଡ଼ା ଅଫିସ,୨୮ା୧୧: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲାରେ ୧୧ ବ୍ଲକ ମଧ୍ୟରୁ…
ବିଜେଡି ପକ୍ଷରୁ ପୌର କାର୍ଯ୍ୟାଳୟ ଘେରାଉ
ଗୁଣପୁର,୨୬୧୧(ଡି.ଏନ୍.ଏ.): ନିର୍ବାଚନ ନ ଥିଲେ ମଧ୍ୟ ଗୁଣପୁର ରାଜନୀତି ପାଣିପାଗରେ ଏବେ ଉଷ୍ମତା ଦେଖାଦେଇଛି। ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ତଥା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ଘେରାଉ କରାଯାଇଥିବାବେଳେ ଶୁକ୍ରବାର ବିଜେଡି…
Archives


