ଥଣ୍ଡା କାକରରେ ରାସ୍ତାପାର୍ଶ୍ୱରେ କଟୁଛି ବୃଦ୍ଧଙ୍କ ଜୀବନ
ଗୁଣପୁର,୨୦ା୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ ତାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ପାଇଁ କାହାର ନଜର ପଡ଼ୁନାହିଁ। ଏ ନେଇ ଅଞ୍ଚଳର…
ଆସନରୁ ଉଠିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ
ରାୟଗଡ଼ା,୨୦ା୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିରେ ଚଳିତ ଥର ବଭିନ୍ନ ଅବ୍ୟବସ୍ଥା ଏବଂ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନକୁ ନିନ୍ଦା କରାଯାଉଛି। ମହୋତ୍ସବକୁ ଚଳିତ ବର୍ଷ ଆକର୍ଷଣୀୟ କରାଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ପ୍ରସ୍ତୁତି ଠାରୁ…
୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ ରାଶି ଚୋରି ହୋଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ୫ ଲକ୍ଷ…
ଆଜିଠୁ ୫ ଦିନିଆ ଲୋକ ମହୋତ୍ସବ ଚଇତି
ରାୟଗଡ଼ା,୧୮।୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତି ବୁଧବାର ଠାରୁ ସ୍ଥାନୀୟ ଜିସିଡି ପଡ଼ିଆ ଠାରେ ଆରମ୍ଭ ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୧୮ ରୁ ୨୨ ପର୍ଯ୍ୟନ୍ତ ଚଇତି ଏବଂ…
ଆମକୁ ଦଶମନ୍ତପୁର ବ୍ଲକରେ ମିଶାଅ: ଗ୍ରାମବାସୀ
ଦଶମନ୍ତପୁର,୧୬ା୧ ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୩ କି.ମି. ଦୂରରେ ଥିବା ଗୁମ୍ଭାରିଗୁଡ଼ା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି। ଏଠାରେ ସରକାରଙ୍କ କୌଣସି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଅନ୍ୟପକ୍ଷରେ ଏହି ଗୁମ୍ଭାରିଗୁଡ଼ା ଗ୍ରାମ ରାୟଗଡ଼ା ଜିଲା…
ସୁଲବତୀଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ: ଭାଜପା
ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୪।୧:ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଅଞ୍ଚଳର ସୁଲବତୀ ନାଏକ(୩୬) କମ୍ପାନିକୁ ନିଜ ଅଧିକାର ମାଗିବାକୁ ଯାଇ ଜେଲଦଣ୍ଡ ଭୋଗିବା ସହ ଗୁରୁତର ଅବସ୍ଥାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇ ଆଖିବୁଜିବା ଘଟଣାକୁ ରାୟଗଡ଼ା ଜିଲା ଭାଜପା ନିନ୍ଦା କରିଛି। ସୁଲବତୀଙ୍କୁ…
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୪୦୧୨ ପକ୍ଷୀ
ଚିତ୍ରକୋଣ୍ଡା,୧୦ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପକ୍ଷୀଗଣନା କରାଯାଇଛି। ମୋଟ ୪୦୧୨ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବନ ବିଭାଗର ବୋଟ୍ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟରୁ ଆଲାମପକା ଏବଂ…
ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍ସିସି ଖାରଜ
ଗୁଣପୁର,୧୦।୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍ସିସିକୁ ଏସ୍ଡିଜେଏମ୍ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ବିଡିଓଙ୍କ…
ବିଡିଓଙ୍କୁ ଆଶ୍ୱସ୍ତି, ଗୁଣପୁର କୋର୍ଟରେ ୱାନ୍ସିସି ଖାରଜ
ଗୁଣପୁର,୧୦ା୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍ସିସିକୁ ଏସ୍ଡିଜେଏମ୍ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର ଏସଡିଜେଏମଙ୍କ ରାୟ ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ବିଡିଓଙ୍କ…
ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ
ରାୟଗଡ଼ା(ସ୍ବ.ପ୍ର.)/ନବରଙ୍ଗପୁର(ବି.ପ୍ର.),୧୦ା୧: ବେଆଇନ ଭାବେ ରାତିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ରାୟଗଡ଼ା ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଦ୍ୱାରା ରବିବାର ରାତିରେ ଗିରଫ ହୋଇଛନ୍ତି। ନାୟକ ନିଜ ବୁଲେଟ୍(ଓଡି ୧୦ ଏମ୍-୩୦୦୧)ରେ ୫ଲକ୍ଷ…
ଅଭିଯୋଗ ଶୁଣାଣି ବେଳେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ ଫିଲିପ୍ସ ବେହେରା, ସ୍ତ୍ରୀ ବାସନ୍ତୀ ତୁରୁକ। ଉତ୍କଳ ଆଲୁମିନା କାରଖାନା ଜମି ଜବରଦଖଲ କରିଥିବା…
ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ
ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରବିବାର ରାତିରେ କିଶୋର ଚନ୍ଦ୍ର…
Archives


