ମଦ ପଇ ଟ୍ରେନ୍ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର
ଟିକିରି,୯ା୨(ଡି.ଏନ୍.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ କନଷ୍ଟେବଳଙ୍କୁ ଲକ୍ଷ୍ମୀପୁର ରେଳ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଏହା ପରେ ପୁଣି…
ଅବସରପ୍ରାପ୍ତ କିରାଣୀଙ୍କ ଘରୁ ଚୋରି, ଝରକା ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା
ରାୟଗଡା ଅଫିସ,୮।୨: ରାୟଗଡା ସହର ଲୁଟେରାମାନଙ୍କର ଆଡା ସ୍ଥଳ ପାଲଟିଛି। ପ୍ରତିଦିନ ଗୋଟିଏ କି ଦୁଇଟି ଚୋରି ଖବର ସାମ୍ନାକୁ ଆସୁଛି। ତେବେ ମଙ୍ଗଳବାର ରାତିରେ ପୁଣି ସ୍ଥାନୀୟ ରିଙ୍ଗ ରୋଡ଼ର ୩ୟ ଲାଇନରେ କୃଷି କାର୍ଯ୍ୟାଳୟର ଅବସରପ୍ରାପ୍ତ କିରାଣୀ ବି.ବଙ୍ଗା…
ଉକମ୍ବା ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର ପାଇଁ ନିବେଦନ
ଗୁଣପୁର,୮।୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁରଠାରୁ ମାତ୍ର ୧୪ କି.ମି. ଦୂର ଉକମ୍ବାଠାରେ ରହିଛି ବହୁ ପୁରୁଣା ଏୟାରଷ୍ଟ୍ରିପ୍। ଏହା ଜୟପୁର ବିମାନବନ୍ଦରଠାରୁ ୧୯୪ କି.ମି. ଏବଂ ବିଶାଖାପାଟଣା ବିମାନବନ୍ଦର ଠାରୁ ୨୨୧ କି.ମି. ଦୂରରେ ରହିଛି। ଏହି ପୁରାତନ ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର…
ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍: ନେଇଗଲେ ଅଳଙ୍କାର, ନଗଦ ଟଙ୍କା
ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ରାତିରେ ଚୋରମାନେ ସଂଘବଦ୍ଧ ଭାବେ…
ସିଗାରେଟ୍ କିଣିବା ବାହାନାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍,ମଙ୍ଗଳସୂତ୍ର
ରାୟଗଡ଼ା,୬।୨(ସ୍ବ.ପ୍ର): ରାୟଗଡ଼ା ସହରରେ ନିୟମିତ ବ୍ୟବଧାନରେ ଲୁଟ୍, ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍ କରୁଛନ୍ତି ଚୋର। ତଥାପି ଚେତୁନି ପୋଲିସ। ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଲୁଟେରାଙ୍କୁ ବେଶ…
ହାତୀପଲକୁ ନେଇ ଦୁଇ ଜିଲାର ବନ ବିଭାଗ ମୁହାଁମୁହିଁ
ଗୁଣପୁର,୩ା୨(ଡି.ଏନ.ଏ.): ଦେଢ଼ବର୍ଷ ଧରି ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଚାଲିଛି। ଏଥିରେ ବ୍ୟାପକ ଫସଲ ହାନୀ ହେବା ସହ ୩ ଜଣଙ୍କ ଜୀବନ ଗଲାଣି। ଦୁଇଦିନ ହେଲା ୬ଟିକିଆ ହାତୀପଲ ଗଜପତି ଜିଲା ସୀମାନ୍ତ କାଶୀନଗର ବ୍ଲକର ଅମରଡା,…
ଧରାପଡ଼ିଲେ ୫ ସୁନା ଚୋର
ରାୟଗଡ଼ା ଅଫିସ,୨ା୨: ରାୟଗଡ଼ା ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଜନୈକ ବ୍ୟବସାୟୀଙ୍କ ଘରୁ ଗତ ୧୯ ତାରିଖରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ବୁଧବାର କରିବା ସହ ୫ ଜଣଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଥିବା ପ୍ରେସ୍ମିଟ୍ରେ ସୂଚନା…
ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ
ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଗଣମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟର ନ…
କୋଟିଆ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର
ରାୟଗଡ଼ା ଅଫିସ,୧।୨: କୋରାପୁଟ ଜିଲା କୋଟିଆ ପରେ ଏବେ ରାୟଗଡ଼ା ଜିଲାରେ ଜବରଦଖଲ ଉଦ୍ୟମ କରୁଛି ଆନ୍ଧ୍ର ସରକାର। ଆପୋସ ସମାଧାନ ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ଆସି ନ ଥିଲେ। ଏହାପରେ ଓଡ଼ିଶା ଅଧିକାରୀମାନେ ଉକ୍ତ…
ବାହାର ରାଜ୍ୟ ଟିମ୍ର ରାଜନୈତିକ ସର୍ଭେକୁ ନେଇ ରାୟଗଡ଼ାରେ ସନ୍ଦେହ
ରାୟଗଡ଼ା,୩୧ା୧(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁପ୍ତ ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ହେଲେ ଏଭଳି ସମୟରେ ରାୟଗଡ଼ା ଜିଲାରେ ରାଜ୍ୟ ବାହାରୁ ଏକ ଯୁବଗୋଷ୍ଠୀ ଆସି ଜିଲାରୁ ଭୋଟରଙ୍କ ମତାମତ ସଂଗ୍ରହ କରୁଥିବା ସୋମବାର ଦେଖିବାକୁ ମିଳିଛି।…
ଜନସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କଲେଣି କଂଗ୍ରେସ ଟିକେଟ ଆଶାୟୀ
ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା,୩୧ା୧(ସ୍ବ.ପ୍ର.): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ୨୦୨୪ରେ ହେବାକୁ ଥିବା ନିର୍ବାଚନ ଆଗୁଆ ହେବା ସମ୍ଭାବନା ଥିବାରୁ ରାଜନୈତିକ ଦଳମାନଙ୍କରେ ଅଙ୍କକଷା ଆରମ୍ଭ ହେଲାଣି। ସାଧାରଣ ନିର୍ବାଚନବେଳେ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥାଏ ଅବିଭକ୍ତ କୋରାପୁଟ…
ଛାତ୍ରୀଛାତ୍ରଙ୍କୁ ମିଳୁନି ଭିଟାମିନ୍ଯୁକ୍ତ ଚାଉଳ
ଚନ୍ଦ୍ରପୁର,୩୦ା୧(ଡି.ଏନ୍.ଏ.):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମଙ୍ଗଳ ବିଭାଗର ବିଭିନ୍ନ ସ୍କୁଲରେ ଭିଟାମିନ୍ ଯୁକ୍ତ ଚାଉଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ସଦର ସ୍ଥିତ ମଙ୍ଗଳ ବିଭାଗ ସରକାରୀ ହାଇସ୍କୁଲ, ଚନ୍ଦ୍ରପୁର କନ୍ୟାଶ୍ରମ, ନେହେରୁପଙ୍ଗା ସେବାଶ୍ରମ, ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟରେ…
Archives


