ରାୟଗଡା

ଆମ୍ବଗଛ ତଳେ ବାଇକ୍‌ ରଖି ଝୁଲିପଡ଼ିଲେ ଯୁବକ, କେଉଁ ପରିସ୍ଥିତିରେ ସେ…

ରାୟଗଡ଼ା,୮ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର…

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା…

ହୋଟେଲ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପୋଛିନେଲେ ଚୋର: ଧରିପାରୁନି ପୋଲିସ

ରାୟଗଡ଼ା,୩୦।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି। ସେ ତାଙ୍କ ମା’ ନିଶାମଣିଙ୍କ ସହ ଆଗ ଘରେ ରହୁଥିବାବେଳେ…

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା…

ରାୟଗଡ଼ା,୨୮।୫(ଆଶିଷ ରଞ୍ଜନ ପଣ୍ଡା)- ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଅଧିକ୍ଷଣ ଯନ୍ତ୍ରୀ କିଷାନ ବୁଧବାର ସା…

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା, ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ରାୟଗଡା,୨୭।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତର କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ଏକ ଲୁହା ରଡ ବୋଝେଇ ଟ୍ରକକୁ ଧକ୍କା ଦେଇ ୨ ବାଇକ ଆରୋହୀଙ୍କ…

ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଦଳ ଛାଡ଼ିଲେ ହାଡ଼କୋର୍‌ ମାଓବାଦୀ

ରାୟଗଡ଼ା,୨୭।୫(ଆଶିଷ ରଞ୍ଜନ ପଣ୍ଡା): ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍‌ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ…

ଚିକିତ୍ସା ପାଇଁ ଯାଇଥିଲେ, ମେଡିକାଲରେ ୩ ପୁଅଙ୍କୁ ଛାଡ଼ି ବାପା ଫେରାର

ରାୟଗଡା, ୨୧।୫(ଆଶିଷ ରଞ୍ଜନ ପଣ୍ଡା)- ଜଣେ କି ଦୁଇଜଣ ନୁହେଁ, ତିନି କୁନି ପୁଅଙ୍କୁ ଚିକିତ୍ସା ପାଇଁ ଆଣି ମେଡ଼ିକାଲରେ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ…

MGNREGA କାମରେ ମହା ଦୁର୍ନୀତି: ୪ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା,୨୨।୫(ଆଶିଷ ରଞ୍ଜନ ପଣ୍ଡା:): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୋଖରୀ ଖନନ ନାଁରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିଶନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରଛି। କାଶୀପୁର ବ୍ଲକରେ…

ଯାତ୍ରା ଦେଖିବାକୁ ଯିବାବେଳେ ଚାପିଦେଲା ଅଜଣାଗାଡ଼ି, ୩ ଜଣଙ୍କ ଜୀବନ

ପଦ୍ମପୁର,୨୧ା୫(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ପାଖ ଗୁମୁଡ଼ା ବ୍ରିଜ୍‌ ଉପର ଅଜଣାଗାଡ଼ି ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁଣପୁର ମେଡିକାଲରେ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ,…

ମଲ୍‌ରେ ବଡ଼ ଧରଣର ରେଡ୍‌: ୧ ଲକ୍ଷ ଜରିମାନା

ଗୁଣୁପୁର,୧୯।୫: ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍‌ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ…

ବର୍ବରକାଣ୍ଡ: କାଠଫାଳିଆରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣପୁର,୧୬।୫: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ଅଭିଯୋଗରେ ରାମନାଗୁଡ଼ା ଥାନା ପୋଲିସ ଗୋଟିଏ ପରିବାରର ୩ଜଣଙ୍କୁ ଅଟକ ରଖି…

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?