ପୁରୀ

ଛାତ୍ରୀଛାତ୍ର, ପୁସ୍ତକ ବିକ୍ରେତା ହଟହଟା

କଣାସ,୨୭।୫(ସ୍ବ.ପ୍ର.): ଦୀର୍ଘ ୩ ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍‌-୧ ଓ ସମେଟିଭ୍‌-୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା। ଛାତ୍ରୀଛାତ୍ର...

ରଥଯାତ୍ରାରେ ଟ୍ରାଫିକ, ଗାଡ଼ି ନିୟନ୍ତ୍ରଣକୁ ଗୁରୁତ୍ୱ

ପୁରୀ ଅଫିସ,୨୮ା୫: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ଏକ ସମନ୍ବୟ ବୈଠକ ଆଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେନେଇ ଆଲୋଚନା ଏହି...

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଦୁଇ ଗୁରୁତର

ପୁରୀ ଅଫିସ, ୨୭।୫: ଶ୍ରୀମନ୍ଦିରରେ ଶନିବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା...

ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।...

ଏମ୍‌ଆର୍‌ ଯାଞ୍ଚ ପାଇଁ ଆକାଉଣ୍ଟସ କମିଟି ଗଠିତ

କୋଣାର୍କ,୨୬।୫(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ କିରାଣି ନକଲି ରସିଦ କାଟି ଛାତ୍ରୀଛାତ୍ରଙ୍କର ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା କଥା ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ନାନା ଚର୍ଚ୍ଚା ଧରିଛି। ଗତ ଡିସେମ୍ବରରୁ ପ୍ରମୋଶନ ପାଇ ଉକ୍ତ...

କାଳବୈଶାଖୀ ତାଣ୍ଡବ: ୫ ଆହତ

ବଳଙ୍ଗା/ପିପିଲି/ନିମାପଡ଼ା, ୨୬।୫(ଡି.ଏନ୍‌.ଏ./ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ଗୁରୁବାର ବଳଙ୍ଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାରୁ ଅଞ୍ଚଳର ବିଭିନ୍ନ ଗ୍ରାମ ଓ ମୁଖ୍ୟ ରାସ୍ତାରେ ଥିବା ବଡ଼ ବଡ଼ ଗଛ...

ଗୋପରୁ ପ୍ରାକୃତିକ ଗ୍ୟାସ ସନ୍ଧାନ ମିଳିବା ଘଟଣା: ମେଶିନରେ ପଥର ବାଜିବାରୁ ଖନନ ବନ୍ଦ

ଗୋପ,୨୬।୫(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ପଞ୍ଚାୟତର କୁଶୁପୁରୁ ଗ୍ରାମ ନିକଟରୁ ବାହାରିବାକୁ ଥିବା ପ୍ରାକୃତିକ ଗ୍ୟାସ ସନ୍ଧାନ ଏବେ ଆଶା ମଉଳିଛି। ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ କରାଯାଉଥିବା ସେସମିକ ସର୍ଭେରେ ଖନନ ପାଇଁ ଲଗାଯାଇଥିବା ରିଗ୍‌ ମେଶିନରୁ ବହୁ...

ଖୋଳା ବନ୍ଦ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗୋପ,୨୫ା୫(ଡି.ଏନ୍‌.ଏ.): ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର କେତେକ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ମାଛ ପୋଖରୀ ଖୋଳିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ବିଚାରକୁ ନେଇ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ...

ସାକ୍ଷୀଗୋପାଳ, କାଳୁପଡ଼ା ଘାଟରେ ଅଟକିବ ୩ ଟ୍ରେନ୍‌

ପୁରୀ ଅଫିସ,୨୫ା୫: ପୁରୀ ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ। ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଖପାଖ ଅଞ୍ଚଳରେ ଥିବା ଦର୍ଶନୀୟ ସ୍ଥାନ ଭ୍ରମଣ କରିଥାନ୍ତି। ପୁରୀ ଜିଲାର ସାକ୍ଷୀଗୋପାଳ ଠାକୁରଙ୍କ...

ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ...

ଦର୍ପଦଳନ ରଥକୁ ଧକ୍କା ଦେଲା ଅଟୋ

ପୁରୀ ଅଫିସ, ୨୪।୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ତିନି ରଥର ନିର୍ମାଣ କାମ ଜାରି ରହିଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ବଡ଼ଦାଣ୍ଡରେ ନିର୍ମାଣାଧୀନ ତିନିରଥ...

ପ୍ରଶାସନ ଉପରେ ସୂଚନା ଆୟୋଗଙ୍କ ଅସନ୍ତୋଷ

ପୁରୀ ଅଫିସ,୨୩।୫: ବିବାଦ ଘେରରେ ରହିଆସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ବରୁ ମନ୍ଦିର ପ୍ରଶାସନ ନ ମାନିବା ସହ ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ ନ କରି ରନତ୍ଭଣ୍ଡାର ପ୍ରସଙ୍ଗରୁ ଦୂରେଇ ରହିବାକୁ ଚେଷ୍ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri