ପୁରୀ

ଭାରତ ବୁଲି କ୍ୟାନ୍ସର ସଚେତନତା କରୁଛନ୍ତି ମହମ୍ମଦ କ୍ରିଷ୍ଣା

ପୁରୀ ଅଫିସ,୨୧ା୫: ପେସାରେ ଜଣେ ଡ୍ରାଇଭର ହେଲେ ମଧ୍ୟ ନିଶା ହେଉଛି ସମାଜକୁ ସଚେତନତା ବାର୍ତ୍ତା ବାଣ୍ଟିବା। ଭାରତର ବିଭିନ୍ନ ରାଜ୍ୟ ବୁଲି କ୍ୟାନ୍ସର ରୋଗ ଉପରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସବୁ ଧର୍ମକୁ ସମ୍ମାନ ଦେବା ଏବଂ...

ମା’ ବାପାଙ୍କ ଆଶାବାଡ଼ି ସାଜିଛନ୍ତି ୬ ବର୍ଷର ପୁଅ

ପିପିଲି,୨୧ା୫(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ଏନ୍‌ଏସି ଅନ୍ତର୍ଗତ ୧୧ନଂ. ୱାର୍ଡର ଏକ ପରିବାର ବହୁ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବାବେଳେ ମା’ ଓ ମାନସିକଗ୍ରସ୍ତ ବାପାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ୬ ବର୍ଷୀୟ ସାଇ ଶୁଭମ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ...

ଚଞ୍ଚକତା କରି ୬ଲକ୍ଷ ଟଙ୍କା ଆତ୍ମସାତ

କୋଣାର୍କ,୨୧ା୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତତ୍କାଳୀନ କିରାଣିଙ୍କ ଦ୍ବାରା ନକଲି ରସିଦ ବଳରେ ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ଏଥିସହ...

ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ବ୍ରେକ୍‌ରେ ନିଆଁ

ସାକ୍ଷୀଗୋପାଳ,୨୧ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ -ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନଟି ସାକ୍ଷୀଗୋପାଳ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ପୁରୀ- ଦୁର୍ଗ ଏକ୍ସପ୍ରେସ ପୁରୀରୁ ସମୟ ଅନୁସାରେ ଛାଡିଥିଲା। ହେଲେ ଟ୍ରେନଟି ସାକ୍ଷୀଗୋପାଳ ଓ ପୁରୁଷୋତ୍ତମପୁର ଅଞ୍ଚଳ ନିକଟରେ ପହଞ୍ଚତ୍ବା ସମୟରେ ହଠାତ୍‌...

ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ

ପୁରୀ ଅଫିସ,୨୧ା୫: ଶ୍ରୀମନ୍ଦିରରେ ନିୟୋଜିତ ଥିବା କେତେଜଣ କର୍ମଚାରୀ ଟଙ୍କା ନେଇ ଭକ୍ତକୁ ମହାପ୍ରଭୁଙ୍କ ଦର୍ଶନ କରାଉଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଠାକୁରଙ୍କୁ...

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ପୁରୀ ଅଫିସ,୧୮ା୫: ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାର ଠାରୁ ଗଡ଼ିଛି। ଭର୍ଚୁଆଲ ମୋଡ୍‌ରେ ସବୁଜ ପତାକା ହଲାଇ ଏହି ହାଇସ୍ପିଡ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ...

ଶେଷ ପର୍ଯ୍ୟାୟରେ ୩ ରଥର ଅଖ ନିର୍ମାଣ

ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ ସରିଥିବା ବେଳେ ଗୁରୁବାର ବାକି ୪ ଚକ କାମ ଶେଷ ପର୍ଯ୍ୟାୟରେ...

ଶୃଙ୍ଖଳିତ ନୀତି ସମ୍ପାଦନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୮ା୫: ମହାପ୍ରଭୁଙ୍କ ନୀତିରେ ଅନେକ ସମୟରେ ବିଳମ୍ବ ଘଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଉଥିଲେ ମଧ୍ୟ ସେହି ଅନୁସାରେ ନୀତି ହେଉ ନାହିଁ। ଫଳରେ ଅନେକ ସମୟରେ ନୀତି ବିଳମ୍ବ କାରଣରୁ ଶ୍ରୀବିଗ୍ରହମାନେ...

୧୯ରୁ ପ୍ରଦର୍ଶନ ହେବ ଚଳଚ୍ଚିତ୍ର ‘ଫାଲଗୁନ – ଚୈତ୍ର’

ପୁରୀ ଅଫିସ, ୧୭।୫: ପୁରୀ ପୌରସଦନ ପରିସରରେ ଆସନ୍ତା ୧୯ ତାରିଖଠାରୁ ୩ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଦର୍ଶନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ଆୟୋଜକମାନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ପରିସରରେ...

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ: ଲୋକେ ହନ୍ତସନ୍ତ

କାକଟପୁର,୧୭।୫(ଡି.ଏନ୍‌.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରି କୋଟି କୋଟି ଟଙ୍କାର ଅନୁଦାନରାଶି ଯୋଗାଇ ଦେଉଛନ୍ତି। (ବୋରୱେଲ) ନିର୍ମାଣଠାରୁ ଆରମ୍ଭ...

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୭।୫: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେନେଇ ବୁଧବାର ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ସେବା...

ପୁରୀ ବେଳାଭୂମିରେ ମରିପଡ଼ିଛନ୍ତି ଜେଲିଫିସ୍‌

ପୁରୀ ଅଫିସ, ୧୬ା୫: ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ମୃତ ଜେଲିଫିସ୍‌ ପଡ଼ିରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏହି ସଂଖ୍ୟା ପ୍ରାୟ ସହସ୍ରାଧିକ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବାବେଳେ ଜେଲିଫିସ୍‌ଗୁଡ଼ିକୁ ଦେଖିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri