ପୁରୀ

‘କ୍ଷୟ ହେବାକୁ ବସିଛି ଉପକୂଳ ଅଞ୍ଚଳ’

ପୁରୀ ଅଫିସ, ୧୩ା୧୨:ପୁରୀ ଜିଲା ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ଷ୍ଟେଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ସୋମବାର ମହୋଦଧି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାୟାକିଂ ରାଲି। ପୁରୀ ସମୁଦ୍ରରେ ପ୍ରଥମ...

ବେଆଇନ କୋଠା ନିର୍ମାଣ ଯାଞ୍ଚ ହେବ

ପୁରୀ ଅଫିସ ୧୨ା୧୨: ପୁରୀ ବଡ଼ଦାଣ୍ଡରୁ ଆରମ୍ଭକରି ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ କୋଠା ନିର୍ମାଣ ହୋଇଛି। କେଉଁଠି ପିକେଡିଏ ନିୟମ ତ ଆଉ କେଉଁଠାରେ ସିଆର୍‌ଜେଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ବେଆଇନ କୋଠା ନିର୍ମାଣ ଚାଲିଛି। ଏହା...

‘ସୂର୍ଯ୍ୟମନ୍ଦିର ଗରିମାକୁ କ୍ଷୁଣ୍ଣ କରୁଛି ଏଏସ୍‌ଆଇ’

କୋଣାର୍କ, ୧୦ା୧୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ କୋଣାର୍କର ଗର୍ବ ଓ ଗୌରବ ହେଉଛି ସୂର୍ଯ୍ୟମନ୍ଦିର। ଏହାର ଐତିହ୍ୟ, ସ୍ଥାପତ୍ୟ ଓ କଳାସଂସ୍କୃତି ବିଶ୍ବରେ ଅନନ୍ୟ ଏବଂ ଅଦ୍ବିତୀୟ। ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। କେନ୍ଦ୍ର ସରକାରଙ୍କ ଅଧୀନ...

ଶ୍ରୀକ୍ଷେତ୍ରରେ ଶ୍ରୀଉତ୍ସବ

ପୁରୀ ଅଫିସ, ୯ା୧୨:ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ପୁରୀରେ ଶ୍ରୀଉତ୍ସବ ପାଳିତ ହୋଇଛି। ଲକ୍ଷ୍ମୀପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରସ୍ଥିତ ଶ୍ରୀଗୌରଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳନ କରାଯାଇଛି। ମହିଳାମାନେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୭ା୧୨: ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ କି ପ୍ୟାଡ ଫୋନ୍‌ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ। ନୀତି ସମ୍ପର୍କିତ ସୂଚନା ପାଇଁ...

ୟୁଟ୍ୟୁବର ଅନିମେଷଙ୍କ ନାଁରେ ମାମଲା

ପୁରୀ ଅଫିସ, ୫ା୧୨:ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଜଣେ ବଙ୍ଗୀୟ ୟୁଟ୍ୟୁବର ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ବିଭିନ୍ନ ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣା ନେଇ ‘ଭଏସ୍‌ ଅଫ କମନମ୍ୟାନ’ ସଙ୍ଗଠନ ପକ୍ଷରୁ ରବିବାର...

ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ ଅଫିସ, ୫ା୧୨:ବିଶ୍ୱ ମାନଚିତ୍ରରେ ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ...

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବକ

ପୁରୀ ଅଫିସ,୪ା୧୨: ଶ୍ରୀମନ୍ଦିର ଏବଂ ଏହାର ଏହାର ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିଥିବା ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍‌...

ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ ଭାଇରାଲ

ପୁରୀ ଅଫିସ,୪।୧୨: ଶ୍ରୀମନ୍ଦିରର ଭିଡିଓ ପୁଣିଥରେ ଭାଇରାଲ ହୋଇଛି। ଏଥର କିନ୍ତୁ ଭିଡିଓଟି ମନ୍ଦିର ଭିତରର ହୋଇ ନ ଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆକାଶରୁ ଡ୍ରୋନ ଦ୍ୱାରା ଉଠାଯାଇ ଭାଇରାଲ କରାଯାଇଛି, ଯାହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀ...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ସାନଭାଇ ମୃତ, ବଡ଼ ଗୁରୁତର

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬)ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ...

ଡ୍ରୋନ ଯୋଗେ ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ, ୟୁଟ୍ୟୁବରେ ଭାଇରାଲ ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା। ଆକାଶ ମାର୍ଗରୁ ଏହାର ଭିଡିଓ ଉତ୍ତୋଳନ କରାଯାଇ ୟୁଟ୍ୟୁବ୍‌ରେ ଶେୟାର କରାଯାଇଛି। ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ଉକ୍ତ ଭିଡିଓକୁ ନିଜର ଆକାଉଣ୍ଟ(ୟୁନିଫାଏଡ୍‌ ଅନିମେଶ)ରୁ ଦୁଇ ସପ୍ତାହ...

ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରାଇବାରେ ପୁରୀ ଆଗୁଆ

ପୁରୀ ଅଫିସ, ୨ା୧୨: ପୁରୀ ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନେକ ଦିବ୍ୟାଙ୍ଗ ସ୍ବାବଲମ୍ବୀ ହୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri