ପୁରୀ

ଶ୍ରୀମନ୍ଦିରରେ ରକ୍ତଛିଟା, ୨ଥର ମହାସ୍ନାନ

ପୁରୀ ଅଫିସ,୭।୩: କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ଓ ବାନ୍ତି ପଡ଼ିଥିଲା। ଫଳରେ ନୀତି ବିଳମ୍ବ ସହ ମହାପ୍ରଭୁଙ୍କୁ ୨ ଥର ମହାସ୍ନାନ କରାଯାଇଛି। ଶନିବାର ପ୍ରଥମେ ଧୁକୁଡ଼ି ଦ୍ୱାର (ଭିତରକାଠ ଓ ବେହରଣ ନିକଟରେ) ରକ୍ତଛିଟା ପଡ଼ିଥିବା…

ଅବହେଳିତ ଅବସ୍ଥାରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ, ୬।୩(ସ୍ବ.ପ୍ର.): ବୈଷ୍ଣବ ଧର୍ମର ଅନନ୍ୟ କ୍ଷେତ୍ର ତଥା ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବେ ଅବହେଳିତ ହୋଇପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଦେବୋତ୍ତର ବିଭାଗ ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଆଢୁଆଳରେ ଏହି ମନ୍ଦିର ରହିଯାଇଛି। ଏକ ଦଶନ୍ଧି…

ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

ଗୋପ,୬।୩(ଡି.ଏନ୍‌.ଏ.): ଆଧାର ନ ଥିଲେ ଏଥର ଭତ୍ତା ଟଙ୍କା ମିଳିବନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକକୁ ଜଣାଇ ଦିଆଯାଇଛି। ଗୋପ ବ୍ଲକର ୩୧ଟି ପଞ୍ଚାୟତରେ ଥିବା ୨୧ହଜାର ୧୨୭ଜଣ ଭତ୍ତା ହିତାଧିକାରୀଙ୍କୁ ମାସର ୧୫ ତାରିଖରେ ଭତ୍ତା ଦିଆଯାଇଥାଏ।…

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ ହିତାଧିକାରୀ ଚୟନ ନେଇ ଉପଯୁକ୍ତ ପ୍ରକ୍ରିୟା ହେଉନହିଁ। ଫଳରେ ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ଏକପ୍ରକାର…

ଶ୍ରୀଲୋକନାଥ ମନ୍ଦିର ଗମ୍ଭୀରାକୁ ଯିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୫।୩: ଚଳିତ ବର୍ଷ କୋଭିଡ୍‌ କଟକଣା ମାନି ଶ୍ରୀଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ହେବ। ମନ୍ଦିର ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି ମାନସିକଧାରୀଙ୍କୁ ପଙ୍କ କାଢ଼ିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ପୁରୀ ଜିଲା ପ୍ରଶାସନ…

ଅତିଥିଙ୍କୁ ୨ଘଣ୍ଟା ଅଟକ ରଖିଲା ସ୍କୁଲ କମିଟି

ପୁରୀ ଅଫିସ,୩।୩: ପୁରୀ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ୫ଟି ଛାତ୍ରୀନିବାସ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଗୁଡ଼ିକୁ ଭିଡିଓ କନଫରେନ୍ସ କୃଷ୍ଣପ୍ରସାଦ ବ୍ଲକ୍‌ର ବାସୁଦେବ ନୋଡାଲ ହାଇସ୍କୁଲ, ପୁରୀ ସହର ଭୋଳାନାଥ…

ଯାତ୍ରୀଙ୍କ କାମରେ ଲାଗୁନି ନୂତନ ବସ୍‌ଷ୍ଟାଣ୍ଡ

ନିମାପଡ଼ା,୩ା୩ (ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ପକ୍ଷରୁ ୨କୋଟି ୫୦ଲକ୍ଷ ୩୨ହଜାର ଟଙ୍କା ବ୍ୟୟରେ ନିମାପଡ଼ାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ୨୮ସେପ୍ଟେମ୍ବର ୨୦୧୮ରେ ଉଦ୍‌ଘାଟନ ହୋଇ ଲୋକାର୍ପିତ ହୋଇଥିଲା। ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ ବି ବସ୍‌ଷ୍ଟାଣ୍ଡ ଯାତ୍ରୀଙ୍କ…

ଜୁଲାଇ ୧୨ରେ ରଥଯାତ୍ରା

ପୁରୀ ଅଫିସ,୨।୩: ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ତାଲିକା ସୋମବାର ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶିତ ହୋଇଛି। ତାଲିକାରେ ଉଲ୍ଲେଖ ରହିଛି ଯେ, ଏପ୍ରିଲ୍‌ ୧୪ରେ ମହାବିଷୁବ ସଂକ୍ରାନ୍ତି, ୨୧ରେ ରାମନବମୀ,…

ଆର୍‌ପିଏଫ୍‌ କର୍ମଚାରୀଙ୍କ ସାଧୁତା

ପୁରୀ ଅଫିସ,୧।୩: ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) କର୍ମଚାରୀ ସୁଶାନ୍ତ କୁମାର ବାଗଲା ପୁରୀ ଷ୍ଟେଶନ କୋଚ୍‌ ଯାଞ୍ଚ କରୁଥିବାବେଳେ ଏକ ମୋବାଇଲ ଫୋନ୍‌ ଓ ନଗଦ ୧୧ ହଜାର ଟଙ୍କା ପାଇଥିଲେ। ରବିବାର ସେ ଏହାକୁ ସମ୍ପୃକ୍ତ ମାଲିକଙ୍କୁ ହସ୍ତାନ୍ତର…

ପାର୍କ, ପାଠାଗାର ନିର୍ମାଣ ଲାଗି ମିଳୁନି ସ୍ଥାନ

ଗୋପ,୨୬।୨(ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅଧିକାଂଶ ପଞ୍ଚାୟତରେ ସରକାରୀ କାର୍ଯ୍ୟ ଠିକ ଭାବେ ହୋଇପାରୁ ନାହିଁ। ଏହାର ନିଚ୍ଛକ ଉଦାହରଣ ପୁରୀ…

ନଳକୂପ ଅଚଳ, ମିଳୁନି ପାନୀୟ ଜଳ

ବଳଙ୍ଗା,୨୩।୨(ଡି.ଏନ୍‌.ଏ.): ବଳଙ୍ଗା ଥାନା ଶାଇଁଶ ଶାସନ ପଞ୍ଚାୟତ ଦୁର୍ଗାପୁର, କାଶୀପୁର, ଭଗତୀପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି। ଏହି ୩ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମର ନଳକୂପ…

୮ବର୍ଷ ହେଲା ଗଛମୂଳେ ଚାଲିଛି ଦମକଳ କେନ୍ଦ୍ର

କଣାସ,୨୩।୨(ସ୍ବ.ପ୍ର): କଣାସ ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ୨୦୧୩ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହ ନିକଟରେ ଥିବା ଏକ ବରଗଛ ତଳେ ଅସ୍ଥାୟୀ ଭାବେ ଦମକଳ କେନ୍ଦ୍ର ଉଦ୍‌ଘାଟନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?