ସୁଲଭ ମୂଲ୍ୟରେ ପୁରୀରେ ରହଣି ସୁବିଧା: ୧୦୦ରୁ ୧୫୦ ଟଙ୍କାରେ ରହିପାରିବେ ଭକ୍ତ
ପୁରୀ ଅଫିସ,୨୦ା୧୨: ପୁରୀ ସହରରେ ଏବେ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରହଣି ସୁବିଧା ମିଳିବ। ମାତ୍ର ୧୦୦ରୁ ୧୫୦ଟଙ୍କା ମଧ୍ୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଭକ୍ତ ନିବାସ ନିର୍ମାଣ କରାଯାଇ ଏକକାଳୀନ ୪ରୁ ୫ହଜାର ଲୋକଙ୍କୁ ଯେପରି ଏହି...
ପ୍ରଥମେ ଟୋକନ୍, ପରେ ଜଗା ଦର୍ଶନ
ପୁରୀ ଅଫିସ,୧୮ା୧୨: କରୋନା କଟକଣା ଯୋଗୁ ଦୀର୍ଘ ୯ମାସ ହେଲା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ କୋଭିଡ କଟକଣା ପାଳନ କରାଯାଇ ଅସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୨୩ରୁ...
୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼
ପୁରୀ ଅଫିସ,୧୮ା୧୨: ଶୀତ ଜୋର୍ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ଏହି ଘୋଡ଼ (ଶୀତବସ୍ତ୍ର) ତିଆରି କରିସାରି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ...
ରାସ୍ତାରୁ ପାଇଥିବା ୩୦ ହଜାର ଫେରାଇଲେ ବୃଦ୍ଧା
ଗୋପ,୧୭।୧୨ (ଡି.ଏନ୍.ଏ.):ରାସ୍ତାରେ ପଡ଼ିଥିବା ଏକ ଟଙ୍କା ଭର୍ତ୍ତି ମନିପର୍ସ ପାଇବା ପରେ ଗୋପ ବ୍ଲକ ଷୋଳପୁର ଗ୍ରାମର ଗୀତାଞ୍ଜଳି ସ୍ବାଇଁ ହଜିଥିବା ପୁରୀ ଚନ୍ଦନପୁର ଅଞ୍ଚଳର ବିଜୟ କୁମାର ଗୋଚ୍ଛାୟତଙ୍କୁ ଫେରାଇଛନ୍ତି। ସୂଚନା ଥାଉ କି, ମଙ୍ଗଳବାର ପୂର୍ବାହ୍ନରେ ଚନ୍ଦନପୁରର...
ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ପୁରୀ ଅଫିସ, ୧୬।୧୨:ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ। ଏ ନେଇ ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ବର୍ତ୍ତମାନ ମନ୍ଦିର ଯଦି ଖୋଲିବ କିଭଳି କଟକଣା...
ପହିଲି ଭୋଗ ନୀତିରେ ବିଳମ୍ବ
ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି ଭୋଗ ସମୟ ୬ଟା ୨୦ରୁ ୬ଟା ୫୦ ମିନିଟ୍ ମଧ୍ୟରେ ଶେଷ ହେବ...
ଶେଷ ହେଲା ଦେବଦୀପାବଳି
ପୁରୀ ଅଫିସ,୧୬।୧୨: ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦେବଦୀପାବଳି ଉତ୍ସବ ମଙ୍ଗଳବାର ଶେଷ ହୋଇଛି। ମାର୍ଗଶିର ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ପରେ ଦ୍ୱିତୀୟ ଭୋଗମଣ୍ଡପ ଅପରାହ୍ନ ୨ ଘଣ୍ଟା ୨୫ମିନିଟ୍ରେ ସମ୍ପନ୍ନ ହୋଇଛି। ଏହାପରେ ଦକ୍ଷିଣୀ ଘର...
ଆଜିଠୁ ସୂର୍ଯ୍ୟମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ
କୋଣାର୍କ,୧୬।୧୨(ଡି.ଏନ.ଏ): କୋଣାର୍କ ସୂର୍ଯ୍ୟମନ୍ଦିରରେ ବୁଧବାରଠାରୁ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଆରମ୍ଭ ହେଉଛି। କରୋନା କଟକଣା ଯୋଗୁ ୯ମାସ ହେଲା ଏହି ଶୋ’ ବନ୍ଦ ରହିଥିଲା। ଏବେ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଚାଲିବ...
ଦେବ ଦୀପାବଳି ଆରମ୍ଭ
ପୁରୀ ଅଫିସ, ୧୪ା୧୨:ଶ୍ରୀମନ୍ଦିରରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି। ଏହା ୩ଦିନ ଧରି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ କାଶ ଧଡ଼ିିଆ ବସ୍ତ୍ର ପରିଧାନ ସହ ଶ୍ରାଦ୍ଧବେଶରେ ଭୂଷିତ ହୋଇଛନ୍ତି। ସେ ବାମନ ରୂପରେ ସତ୍ୟଯୁଗର ଅଦିତି...
ଖୋଲିବ ଶ୍ରୀମନ୍ଦିର: କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବାହାର ଭକ୍ତ
ପୁରୀ ଅଫିସ,୧୨।୧୨: ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିସ...
୯୨୨୨ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍ ଟିକା
ପୁରୀ ଅଫିସ, ୧୧।୧୨: ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ପୁରୀ ସମେତ ବିଭିନ୍ନ ଜିଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାସତ୍ତ୍ୱେ ଟିକା (ଭାକ୍ସିନ) କେବେ ଆସିବ ତାକୁ ସମସ୍ତେ ଚାହିଁବସିଛନ୍ତି।...
୧୨ରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି
ପୁରୀ ଅଫିସ,୧୦ା୧୨:ଶ୍ରୀମନ୍ଦିର ଦ୍ୱାର କେବେ ଖୋଲିବ ତାହାକୁ ଉତ୍କଣ୍ଠାର ସହିତ ସମସ୍ତେ ଚାହିଁବସିଛନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହିତ ଜଡ଼ିତ ଏହି ପ୍ରସଙ୍ଗ ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। କାରଣ କରୋନା କଟକଣା ପାଇଁ ଦୀର୍ଘ ୯ମାସ ହେଲା ମହାପ୍ରଭୁଙ୍କ ଦର୍ଶନ...
Archives


