ରଥାଯାତ୍ରା ପୂର୍ବରୁ ହେବ ଗୁଣ୍ଡିଚା ମନ୍ଦିର ମରାମତି
ପୁରୀ ଅଫିସ୍,୨୪।୧(ଡି.ଏନ୍.ଏ.): ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇରେ ହେବ । ୩ ଠାକୁର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ମରାମତି କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏହି ସମୟରେ…
ୟୁଟ୍ୟୁବ୍ ଦେଖାଇଲା ରୋଜଗାର ବାଟ
ପିପିଲି,୨୩।୧(ଡି.ଏନ୍.ଏ.):ନିମାପଡ଼ା ଅଞ୍ଚଳର ଯୁବଚାଷୀ ପରେଶ ଗୁରୁ। ସେ ଜଣେ ଡ୍ରାଇଭର ହୋଇଥିବାବେଳ ୟୁଟ୍ୟୁବ ଦେଖି ଚାଷକୁ ପେସା ଭାବରେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେ ଅଳ୍ପ ଜମିରେ କିଭଳି ଚାଷ କରାଯାଇ ପାରିବ, ସେନେଇ ପରୀକ୍ଷାମୂଳକ ଭାବରେ କଞ୍ଚା କଳା…
ଗ୍ଲୋରି କୁଇନ୍ ମୁକୁଟ ପିିନ୍ଧିଲେ ପୂଜା ବିଶ୍ବାସ
ପୁରୀ ଅଫିସ,୨୩ା୧:ଶ୍ରୀକ୍ଷେତ୍ରର ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ୩ଦିନ ଧରି ବେଳାଭୂମିରେ ଚାଲିଥିବା ‘ଗ୍ଲୋରି ଫେଷ୍ଟ-୨୦୨୩’ ରବିବାର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କାର୍ଯ୍ୟକାରୀ…
ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ୍ ଖେର୍
ପୁରୀ ଅଫିସ,୨୩ା୧: ବଲିଉଡ୍ ଅଭିନେତା ଅନୁପମ୍ ଖେର୍ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅନୁପମ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁପମ୍ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସୁରକ୍ଷା ବଳୟ ମଧ୍ୟରେ…
ଆପୋସ ସମାଧାନ ଚାହୁଁଛି: ଶ୍ରୀୟା
ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ପୁରୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ତ୍ରୀ ଶ୍ରୀୟା ମିଶ୍ର କହିଛନ୍ତି। ହ୍ୟୁମାନ…
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ ଅନୁକୂଳ ବା ପୂଜାର୍ଚ୍ଚନା ହେବ। ତେବେ ଶ୍ରୀପଞ୍ଚମୀ ୨୬ ତାରିଖ ଗୁରୁବାର ପଡୁଥିବାବେଳେ ଏହାର…
ଜୁନ୍ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ପୁରୀ ଅଫିସ,୨୧।୧: ଜୁନ୍ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ତାଲିକା ଅନୁଯାୟୀ, ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା,ସେହିଦିନ ରଥକାଠ ଅନୁକୂଳ କରାଯିବ। ଏହି ଦିନ ମଧ୍ୟ ପ୍ରସିଦ୍ଧ…
‘ଭିଡିଓ କ୍ଲିପ୍ ବିକ୍ରି ନେଇ ତଦନ୍ତ କରାଯିବ’
ପୁରୀ ଅଫିସ, ୨୧ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍ରେ ଡ୍ରୋନ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଏହି କ୍ଲିପ୍ ଦେବା ପାଇଁ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବର ଅନିମେଷ ଚକ୍ରବର୍ତ୍ତୀଙ୍କୁ ଗତ ୧୮ ତାରିଖରେ ପୁରୀ…
ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି
ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି…
୨୭ରୁ ଶ୍ରୀକ୍ଷେତ୍ର ମହୋତ୍ସବ
ପୁରୀ ଅଫିସ,୨୦ା୧: ଆସନ୍ତା ୨୭ତାରିଖରେ ଶ୍ରୀକ୍ଷେତ୍ର ମହୋତ୍ସବ ଆରମ୍ଭ ହେବ। ଏହି ଉତ୍ସବ ପୁରୀର ଗର୍ବ ଓ ଗୌରବର ପ୍ରତୀକ। ତେଣୁ ଏହାକୁ ଆକର୍ଷଣୀୟ ଭାବେ ପାଳନ କରିବାକୁ ନେଇ ମୋଚିସାହି ନୂଆ ତୋଟା ଜାଗା ଘରରେ ଏକ ପ୍ରସ୍ତୁତି ବୈଠକ…
ଧିମେଇଛି ସ୍ବର: କୋହିନୁର ଆଶା ମଉଳୁଛି
ପୁରୀ ଅଫିସ,୨୦ା୧:ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ଥିବା ବହୁଚର୍ଚ୍ଚିତ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ଏହାକୁ ତୁରନ୍ତ ନିଜ ଦେଶକୁ ଫେରାଇ ଆଣିବାକୁ କିଛିମାସ ତଳେ ଦାବି ଉଠିଥିଲା। ଏପରିକି ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ…
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା: ୟୁଟ୍ୟୁବ୍ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ
ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍ରେ ଡ୍ରୋନ୍ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍ପି…
Archives


