ପୁରୀ

ଝିଅର ମୃତଦେହ ଆଣିବା ପାଇଁ ଭିକ୍ଷା ମାଗିଲେ ବାପା

ପିପିଲି,୧୭।୩(ସ୍ବ.ପ୍ର.):ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଅଞ୍ଚଳର ଗଜେନ୍ଦ୍ର ହରିଚନ୍ଦନଙ୍କ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଗଜେନ୍ଦ୍ରଙ୍କ ଝିଅ ସୁମିତ୍ରାଙ୍କୁ ଅପହରଣ କରି ପରେ ବେଙ୍ଗାଲୁରୁରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଝିଅର ମୃତଦେହ ନେଇଯିବା ପାଇଁ…

‘ରତ୍ନଭଣ୍ଡାର ପ୍ରସଙ୍ଗରେ ଜାଣିଶୁଣି ପଛଘୁଞ୍ଚା ଦେଉଛି ପ୍ରଶାସନ’

ପୁରୀ ଅଫିସ,୧୭ା୩: ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ସତ୍ୟପାଠ ଦାଖଲ କରିନାହିଁ। ରତ୍ନଭଣ୍ଡାର ପ୍ରସଙ୍ଗରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଦୂରେଇ ରହିବାକୁ ଚେଷ୍ଟା କରୁଛି। ଯଦି ରତ୍ନଭଣ୍ଡାରର ସ୍ଥିତି ଠିକ୍‌ ରହିଛି, ତେବେ ସତ୍ୟପାଠ ଦାଖଲ…

ଶିଳ୍ପୀ ଅଶୋକଙ୍କ ଅଭିନବ କଳାକୃତି

ପୁରୀ ଅଫିସ ୧୭ା୩: ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ ମହାପାତ୍ର ଏକ ଅଭିନବ କଳାକୃତି ନିର୍ମାଣ କରିଛନ୍ତି। ସେ କାଠରେ କାରୁକାର୍ଯ୍ୟ ନିର୍ମାଣ କରି ୨୦୦୩ରେ ଜାତୀୟ ପୁରସ୍କାର-ଏବଂ ୧୯୯୭ରେ ରାଜ୍ୟ ପୁରସ୍କାର ପାଇଥିଲେ। ଏଯାବତ୍‌ ମହାପାତ୍ର ସମୁଦାୟ ୧୫ଟି ପୁରସ୍କାର…

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଅସ୍ତରଙ୍ଗ,୧୬।୩(ଡି.ଏନ୍‌.ଏ.): ଓଡ଼ିଶା ପ୍ରତି ବାହ୍ୟ ଶତ୍ରୁର ବିପଦ ବଢ଼ିବାରେ ଲାଗିଛି। ଗତ କିଛିଦିନ ତଳେ ପାରାଦୀପ ପୋର୍ଟ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଥିବା ବେଳେ ବିଭିନ୍ନ ତଦନ୍ତ କରାଯାଉଛି। ହେଲେ ଏବେ ପୁଣି ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ…

ଅଳଙ୍କାର ଚୋରି ପରେ ବୃଦ୍ଧାଙ୍କୁ ବଳାତ୍କାର: ଯୁବକ ଗିରଫ

ଗୋପ,୧୬।୩ (ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଶୋରଭା ପାଇକସାହି ଗ୍ରାମର ଜଣଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିବା ପରେ ଉପସ୍ଥିତ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ…

ଜଗନ୍ନାଥଙ୍କ ଜମିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୧୫ା୩: ମରୀଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ବିଶେଷକରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ଏକ ପୁରାତନ ମନ୍ଦିର ଠାବ ହେବା ପରେ ଉକ୍ତ ଜମିକୁ ନେଇ ବିଭିନ୍ନ ଆଲୋଚନା…

ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ

ପୁରୀ ଅଫିସ୍‌/ନିମାପଡ଼ା/କାକଟପୁର(ଡି.ଏନ୍‌.ଏ),୧୪।୩:ଚଳିତ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ, ଛାତ୍ରୀଛାତ୍ର ଚାପମୁକ୍ତ ହୋଇ ଅବାଧରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ ପୁରୀ ଜିଲା ଅନ୍ତର୍ଗତ ବିଭିନ୍ନ ବ୍ଲକର ଏକାଧିକ…

୨୦୨୪ରୁ ଆଦର୍ଶ ଗୁରୁକୁଳରେ ପାଠପଢ଼ା

ପୁରୀ ଅଫିସ, ୧୪ା୩:ମାଟିତୋଟା ଅଞ୍ଚଳରେ ପ୍ରସ୍ତାବିତ ଆଦର୍ଶ ଗୁରୁକୁଳରେ ଖୁବ୍‌ଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀମାନେ ପାଠ ପଢ଼ିବେ। ଏ ନେଇ ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ ସରିଥିବାବେଳେ ୨୦୨୪ ମସିହାରୁ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି। ସୋମବାର…

ପେଣ୍ଠକଟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ପୁରୀ ଅଫିସ,୧୩ା୩: ପୁରୀ ସମୁଦ୍ରକୂଳରେ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପରେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସୁରକ୍ଷିତ ସ୍ଥାନ ମଣୁଥିବା ବେଳାଭୂମିରେ ଅଣ୍ଡା ଦେଉଛନ୍ତି। ମୁଖ୍ୟତଃ ଓଡ଼ିିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛମାନେ ଅଣ୍ଡା ଦେଇଥାନ୍ତି।…

ରହସ୍ୟ ଘେରରେ ସରପଞ୍ଚ ଦୀପାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ପୁରୀ ଜିଲା ନିମାପଡ଼ାର ଡେଲ୍‌ଟା ଛକରେ ସରପଞ୍ଚ ଦୀପା ବେହେରା(୩୨)ଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁ ଘଟିଛି ନା ତାଙ୍କୁ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ମାରିଦିଆଯାଇଛି ତାହା ଏବେ ସାଧାରଣରେ…

ପାରାସେଲିଂ କରି ପ୍ରେରଣା ସାଜିଲେ ଦୃଷ୍ଟିବାଧିତ ବାପିନା

କୋଣାର୍କ,୧୩ା୩ (ଡି.ଏନ୍‌.ଏ.): ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆର ଆଲୋକ ଦେଖିପାରେ ନାହିଁ ସତ, କିନ୍ତୁ ସେ ସାରା ଦୁନିଆକୁ ଆଲୋକ ଦେଖାଇପାରିଥାଏ। ସେମାନଙ୍କ ପାଖରେ ଥିବା ସୁପରପାଓ୍ବାରକୁ ନେଇ ସେମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା…

ପୁରୀ ରେଲଓ୍ବେ ଷ୍ଟେଶନରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୧୨।୩: ପୁରୀରେ ଅଗ୍ନିକାଣ୍ଡ ଥମିବାର ନଁା ଧରୁନି। ଗତ ୩ଦିନ ମଧ୍ୟରେ ବଡ଼ଦାଣ୍ଡସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ନୀଳାଦ୍ରି କମ୍ପ୍ଲେକ୍ସରେ ନିଅଁା ଲାଗିଥିବାବେଳେ ଶନିବାର ପୁଣି ଏକ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥର ଅଗ୍ନିକାଣ୍ଡ କୌଣସି ମାର୍କେଟ କମ୍ପ୍ଲେକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?