ଆମ ଜିଲା ଖବର

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ୭ ଜଣଙ୍କୁ ଅଟକ ରଖି…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ଜଣେ ନାବାଳିକାଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ୭ ଜଣ ଅଟକ ରହିଛନ୍ତି। ଭେଡେନ ଥାନାରେ ଉକ୍ତ ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଚଳାଇଛି। ଅଶ୍ଲୀଳ ଫଟୋ ଭାଇରାଲ ନେଇ ନାବାଳିକା ଜଣକ ମଙ୍ଗଳବାର…

ବ୍ଲକ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ…

୧୦ ଦଫା ଦାବି ନେଇ ଜିଲା କୃଷକ ମହାସଂଘ ପକ୍ଷରୁ ଗଣଧାରଣା

ବଲାଙ୍ଗୀର, ୨୦।୮:( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୃଷକ ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ବୁଧବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ସାର କଳା ବଜାର ବନ୍ଦ, ଧାନ ପଞ୍ଜିକରଣ ସମୟ ବୃଦ୍ଧି, ବଲାଙ୍ଗୀରରେ କୃଷି…

ବୋଲେରୋ ଧକ୍କାରେ ବାଇକ ଦୁର୍ଘଟଣାଗ୍ରସ୍ତ: ଗୋଡ଼ରେ ଚଢ଼ିଗଲା

ରାୟଗଡ଼ା,୨୦।୮(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବ୍ଲକ ପେଣ୍ଟା ପଞ୍ଚାୟତ ମହକୁମାସ୍ଥିତ ଶିବ ମନ୍ଦିର ନିକଟରେ ବୋଲେରୋ ଧକ୍କାରେ ମୋଟରସାଇକେଲ ଚାଳକ ଓ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବାଇକ ଚାଳକ ସାମାନ୍ୟ ଆହତ ହୋଇଥିଲେ ହେଁ ଆରୋହୀଙ୍କ ଗୋଡ଼ ଉପରେ ବୋଲେରୋ ମାଡ଼ିଯିବାରୁ ତାଙ୍କ…

୪ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ: ଥିଲା ୨୨ ଲକ୍ଷର…

ମାଲକାନଗିରି,୨୦।୮(ଦୁର୍ଯ୍ୟୋଧନ ପାତ୍ର): ୪ ହାର୍ଡକୋର୍‌ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘଦିନ ଧରି ଓଡ଼ିଶାଛତିଶଗଡ଼ ସୀମାରେ ସକ୍ରିୟ ଥିଲେ। ସମସ୍ତ ମାଓବାଦୀଙ୍କ ନାଁରେ ୨୨ ଲକ୍ଷର ପୁରସ୍କାର ଥିଲା।

ଟିକସ ଫାଙ୍କି, ତଣ୍ଡ ଗଣିଲେ …

ରିଷିଡ଼ା, ୧୮ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସ ସୂଚନା ଅନୁସାରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ମଙ୍ଗଳବାର ଟିକସ ଫାଙ୍କି ବେଆଇନ ଭାବେ ସାମଗ୍ରୀ ଚାଲାଣ କରୁଥିବା ଦୁଇଟି ଗାଡିଠାରୁ ଜରିମାନା ଆଦାୟ କରିଛି। ସୂଚନା ମତେ…

ଅପରେଶନ ଅନ୍ବେଷଣ: ୨ ଦିନରେ ୨୫ ଶିଶୁ, ୩୨ ମହିଳା ଉଦ୍ଧାର

ଛତ୍ରପୁର,୨୦।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲାକୁ ସୋମବାର ଠାରୁ ଆରମ୍ଭ ହୋଇଛି ଅପରେଶନ ‘ଅନ୍ବେଷଣ’। ଏହି ଅଭିଯାନରେ ନିଖୋଜ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରାଯାଉଛି ଗଞ୍ଜାମ ପୋଲିସ ଜିଲାରେ ଦୁଇ ଦିନରେ ୫୭ ଜଣ ଉଦ୍ଧାର ହୋଇଛନ୍ତି । ସେଥିମଧ୍ୟରେ…

ଏନ୍‌ଏସି ଘୋଷଣା ନେଇ ଦାବି

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ)- ରାଜ୍ୟରେ ନୂଆ ଏନଏସି ପାଇଁ ଗତ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଥିଲା। ଏଥିରେ ୭ ଜିଲାରେ ୧୨ ଏନ୍‌ଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହେଲେ ଏହି…

୩୦ ବର୍ଷରୁ ଅଧିକ ଦିନ ହେବ ଝାଟିମାଟି ଘରେ ବିତାଉଛନ୍ତି ଜୀବନ, ଭତ୍ତା ପାଇବାରୁ ବି ବଞ୍ଚିତ

କେସିଙ୍ଗା, ୨୦।୮(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମ ପଞ୍ଚାୟତର ଗେଠିପଡାର ନିବାସୀ ପଦ୍ମଲୋଚନ ରଣା( ୬୫) ଓ ତାଙ୍କ ସ୍ତ୍ରୀ ସେବତୀ ରଣା (୬୩ ) ଦୀର୍ଘ ୩୦ ବର୍ଷ ହେଲାଣି ଝାଟି ମାଟି…

ଏନଇପି ୨୦୨୦ରେ ନେତୃତ୍ୱ ବିକାଶ ଯୋଜନା: ବେଙ୍ଗାଲୁରୁରେ ତାଲିମ ନେବେ ୨୦୦ ପ୍ରଧାନଶିକ୍ଷକ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ)-ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଇତିମଧ୍ୟରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାରେ ଲାଗୁ ହୋଇଛି। ତେଣୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ କିଭଳି ହୋଇପାରିବ ସେଥିପାଇଁ ପ୍ରଥମେ ଶିକ୍ଷକମାନଙ୍କୁ ନେତୃତ୍ୱ ବିକାଶ ତାଲିମ ଦିଆଯାଉଛି। ରାଜ୍ୟର ୨୦୦…

ଛାତ୍ରୀଙ୍କ ସମ୍ବେଦଳଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଟ୍ୟୁଶନ୍‌ ସାର୍‌: ଆଉ ତା’ପରେ ଘଟିଲା…

ମହାକାଳପଡ଼ା,୨୦ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଘଟଣା ସାମ୍‌ନାକୁ ଆସିଛି। ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ଅଶ୍ଳୀଳ ମେସେଜ ପଠାଇବା, ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ…

ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ସବଇନ୍ସପେକ୍ଟର: କାର୍ଯ୍ୟରୁ ହେଲେ ନିଲମ୍ବିତ

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର):ପୋଲିସ ହେପାଜତରେ ଥିବା ଦୁର୍ଘଟଣାଗ୍ରସ୍ତ ହାଇୱାରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସାମଗ୍ରୀ (ଯନ୍ତ୍ରାଂଶ ଓ ଟାୟାର ଆଦି) ଚୋରି ହେବା ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସନାତନ ମହାରଣା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱହୀନତା ଏବଂ ଅଭିଯୁକ୍ତମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri