ଆମ ଜିଲା ଖବର

ନୂଆପଡ଼ା ରାଜନୀତିରେ ନୂଆମୋଡ଼: ଭାଜପାରେ ସାମିଲ ହେଲେ ବିଜେଡି ନେତା ଲମ୍ବୋଦର ନିଆଲ

ନୂଆପଡ଼ା,୧୬ା୧୦(ମକାରୁ ବେମାଲ): ନୂଆପଡ଼ା ରାଜନୀତିରେ ନୂଆମୋଡ଼ ଆସିଛି। କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି ରାଜନୈତିକ ମହଲରେ…

ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌: ସ୍ବର୍ଣ୍ଣପଦକ ଜିତିଲେ ଡିଏଫ୍‌ଓ

ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର,…

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ, ଶଙ୍ଖ ହୁଳହୁଳିରେ କମ୍ପିଲା ସହର: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୧୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଆନନ୍ଦଉଲ୍ଲାସର ସହ ଅନୁଷ୍ଟିତ ହୋଇଯାଇଛି। ଶଙ୍ଖ ହୁଳହୁଳିର ନାଦ ସହ ବାଜବାଜଣାର ବିରାଟ ପଟୁଆରରେ ସହରବାସୀ ଭକ୍ତିର ପୂର୍ବକ ମା’ଙ୍କୁ ମେଲାଣି ଦେଇଛନ୍ତି। ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ସହର…

ରାସ୍ତାରେ ପଡ଼ିଲା ୧୩୨ କେଭି ବିଦ୍ୟୁତ୍‌ତାର, ଅଟକିଲା ଶହଶହ ଗାଡ଼ିମୋଟର

ମୋହନା,୧୬ା୧୦(ମନ୍ମଥ ମିଶ୍ର): ରାଜପଥରେ ୧୩୨ କେଭି ବିଦ୍ୟୁତ୍‌ତାର ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ରାୟଗଡ଼ା, ମାଲକାନଗିରି କୋରାପୁଟକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ସୂଚନାନୁଯାୟୀ, ବିଦ୍ୟୁତ୍‌ ବିଭାଗର ବାର୍ଷିକ ମେଣ୍ଟେନାନ୍ସ ଚାଲିଥିବାବେଳେ ବିରାଟ ଗଛକୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ…

ବିଜେଡିକୁ ବଡ଼ ଝଟ୍‌କା! ନୂଆପଡା ନିର୍ବାଚନ ପୂର୍ବରୁ ଭାଜପାରେ ମିଶିବେ ବଡ଼ ବିଜେଡି ନେତା

ନୂଆପଡା ରାଜନୀତିରେ ବଡ଼ ହଲଚଲ। ରାଜନୀତିରେ ନୂଆ ମୋଡ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ। ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କଳାହାଣ୍ଡି ଲୋକ ସଭା ଆସନର ବିଜେଡି…

ବିଧାୟକଙ୍କ ଜନ୍ମଦିନରେ ଭାଜପା ନେତା-କର୍ମୀଙ୍କ ଉତ୍ସାହ: ୧୦୮ ଦୀପଦାନ ସହ ବୃକ୍ଷରୋପଣ

ପାଟଣା,୧୬।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସ କୋଲା ପଞ୍ଚାୟତ ମୁଖ୍ୟାଳୟସ୍ଥିତ ସିଦ୍ଧେଶ୍ୱର ଶିବ ମନ୍ଦିରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ୬୫ତମ ଜନ୍ମଦିନ ଧୁମଧାମରେ ପାଳିତ ହୋଇଛି। ଏଥିପାଇଁ ଭାଜପା ନେତା ଓ କର୍ମୀଙ୍କ ତରଫରୁ ବିଧାୟକଙ୍କ…

ସକାଳୁଆ ଇଣ୍ଟରସିଟି ଦାବି ପୂରଣ ନ ହେଲେ ଆନ୍ଦୋଳନ: ରେଳ ଉପଭୋକ୍ତା ସଂଘର ଚେତାବନୀ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ ଦେବତା ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବିଭିନ୍ନ ରେଳ ସମସ୍ୟା ନେଇ ଆଲୋଚନା…

ଭାଜପାର ବଦଳିଲା ପ୍ଲାନ, ନାମାଙ୍କନ ଭରିବେନି ଜୟ, ପୁଣି…

ନୂଆପଡ଼ା,୧୬।୮(ମକାରୁ ବେମାଲ): ନାମାଙ୍କନ ଭରିବେନି ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ଏନେଇ ଭାଜପାରୁ ଆସିଛି ବଡ଼ ଖବର। ଆଜି ନାମାଙ୍କନ ଭରିବେନି ଜୟ। ଏନେଇ ସୂଚନା ମିଳିଛି। ନୂଆପଡା ଉପ ନିର୍ବାଚନକୁ ନେଇ ତାରିଖ ଘୋଷଣା ପରଠାରୁ ରାଜ୍ୟ ରାଜନୀତି ସରଗରମ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ: ଧରାପଡ଼ିଲେ ସାର୍ପ ସୁଟର୍‌

ବ୍ରହ୍ମପୁର,୧୬।୧୦: ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁରର ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣେ ସାର୍ପ ସୁଟର୍‌ଙ୍କୁ ମାଡ଼ିବସିଛି। ବ୍ରହ୍ମପୁର ପୋଲିସ ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଥିବା…

ଲୋକଲୋଚନକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା: ସିଆଙ୍ଗବାଲି ବିଦ୍ୟାଳୟ ଉତ୍ସବମୁଖର

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ସହ ବିଭିନ୍ନ କ୍ଷେତ୍ରରେ ଲୁଚି ରହିଥିବା ଦକ୍ଷତା ତଥା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ ନିଆଯାଉଥିବା ଓ କ୍ଲଷ୍ଟର, ବ୍ଲକ, ଜିଲା ଓ ପରେ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ…

ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଦେଲେ ଦୁର୍ବୁତ୍ତ, ପାକିସ୍ଥାନ ସୀମାରେ ରହି ଦେଶକୁ ଦେଉଥିଲେ ସୁରକ୍ଷା

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଲେ ଦୁର୍ବୁତ୍ତ। କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ପାଟ୍ଟଖଣ୍ଡା ସାହିରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଚାଷ ଜମିର ବାଡକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଛନ୍ତି।…

ବଢ଼ିଲା ଅନାହାର ଫେରିବା ଆଶଙ୍କା

ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାକୁ ପୁଣି ଫେରିପାରେ ଅନାହାରଜନିତ ସମସ୍ୟା। ଏହି ଜିଲାର ୮୦,୩୩୨ ଜଣ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ହୋଇ ନ ଥିବାରୁ ସେମାନଙ୍କୁ ଆସନ୍ତା ନଭେମ୍ବର ମାସରୁ ଆଉ ମାଗଣା ଚାଉଳ ମିଳିବ ନାହିଁ। ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri