୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ ଏହାକୁ ବିଦ୍ୟୁତ୍ ସଂଯୋଗ କରାଯାଉ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ପୂର୍ବରୁ…
ନୟାଗଡ଼ ଜିଲାକୁ ଟ୍ରେନ୍ ଗଡ଼ିବାରେ ଦୁଇବର୍ଷ ପୂରିଲା: ୨ରେ ସୀମିତ, ସ୍ପେଶାଲ ଟ୍ରେନ୍ ପାଲଟିଛି ସ୍ବପ୍ନ
ନୟାଗଡ଼ ଅଫିସ,୧୯।୬-୧୯ ଜୁନ୍ ୨୦୧୭ । ଏହି ଦିନ ନୟାଗଡ଼ ଜିଲାବାସୀଙ୍କ ପାଇଁ ଖୁସିର ଦିନ ଥିଲା। ଉକ୍ତ ଦିନ ରେଳ ମାନଚିତ୍ରରେ ନୟାଗଡ଼ ଜିଲା ସାମିଲ ହୋଇଥିଲା। ବୁଧବାର ଜିଲାକୁ ଟ୍ରେନ୍ ଗଡ଼ିବାର ଦୁଇ ବର୍ଷ ବିତିବ। ହେଲେ ପୂର୍ବରୁ…
ବେଆଇନ ଇଟା ଭାଟି ଉପରେ ଚଢ଼ାଉ
ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ ନିୟମଗୁଡ଼ିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଏହି ତହସିଲ ଅଧୀନ…
ଅଣସରରେ ତିନି ଠାକୁର
ଖଣ୍ଡପଡ଼ା,୧୯ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱ ଠାକୁର ଭାବେ ବିରାଜିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେବସ୍ନାନ ଯାତ୍ରା ସୋମବାର ପାରମ୍ପାରିକ ରୀତିରେ ସମ୍ପନ୍ନ ହୋଇଯାଇଛି ା ଗଜାନନ ବେଶ ହୋଇଥିବା ଶ୍ରୀ ଜୀଉମାନେ ଅଧିକ ସ୍ନାନ କରିବା…
ଖରାରେ ଓଭରବ୍ରିଜ୍ ଉପରେ କାମ କରୁଛନ୍ତି ଶ୍ରମିକ: ବିପଜ୍ଜନକ କାର୍ଯ୍ୟ ସତ୍ତ୍ୱେ ନୀରବ ଶ୍ରମ ବିଭାଗ
ନିରାକାରପୁର,୧୯ା୬(ଡି.ଏନ୍.ଏ.)-ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ତାତି କମିନାହିଁ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ କୌଣସି ଶ୍ରମିକ କାର୍ଯ୍ୟ କରିବା ସରକାରୀ ନିୟମ ବିରୁଦ୍ଧ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନ ପରିସରରେ…
ଜଗତ୍ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ
ଜଗତ୍ସିଂହପୁର ଅଫିସ,୧୯ା୬: ଜଗତ୍ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି ମାସେ…
ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ
ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ ମେଣ୍ଟାଉଥିଲେ।…
ବିନା କାମ୍ରେ ସୂଚନା ଫଲକ
କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍ ଅଧୀନ ଲଇଗୁରା ଗଁାର ପାଏନ୍ ଖିଆ ବଁଧର ଉନ୍ନତିକରନ କାମ୍ ୪ ଲାଖ୍ ଟଁକା ଖରଚ ଅଟକଲରେ କରାଯାଉଛେ। ଇଆଡ଼େ ସରକାରୀ ନିୟମକେ ଦେଖ୍ଲେ ଜୁନ ୧୫ ଉତାରୁ ମାଟି କାମ୍…
ପଁଚେତ୍ରୁ ବ୍ଲକ ତକ୍ ଗୁହାରି କରି ନିରାଶ: ଆବାସ ଯୋଜନାରୁ ବଁଚିତ୍ ଟିକ ହରିଜନ
ଭବାନୀପାଟଣା/କଲମପୁର,୧୯।୬(ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ଅସାହାମାନକର ଲାଗି ଭିନେ ଭିନେ ଯୋଜନା ତିଆର କରି ଥଇଥାନ କରୁଛନ୍। ଇଥିରଲାଗି ସର୍ଭେ କରି ତାଲିକା ତିଆର କରୁଛନ୍। ହେଲେ ସର୍ଭେରେ ଭୁଲ ହେଉ କି ଯୋଜନା କାଯ୍କାରୀ କରୁଥିବାର…
ଆବାସ ଘର ସାତ୍ସପନ: ନଡ଼ାଛପର ଘରେ ବିତୁଛେ ଜୀବନ୍
ଅତାବିରା, ୧୯।୬ (ଡି.ଏନ.ଏ)- ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ନିଅଁାସିମାନକର ଲାଗି ଅବାସ ଯୋଜନା କାଯ୍କାରୀ କରୁଛନ୍। ହେଲେ ସର୍ଭେରେ ଭୁଲଭଟକା, ଯୋଜନା କାଯ୍କାରୀ କରୁଥିବାର ଅଧ୍କାରୀ, କରମ୍ଚାରୀକର ଖାମଖିଆଲି ମନଭାବ ଲାଗି ଅନେକ ହକ୍ଦାର ହିତାଧିକାରୀ…
ବଏସ୍ ୭୦: ଭତାର ଲାଗି ଫର୍ମ ଭରି ନିହାଲ
ଅତାବିରା, ୧୯।୬ (ଡି.ଏନ.ଏ): ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଗଁାନୁ ସହର ତକ୍ ବାସ କରୁଥିବାର ବୁଢ଼ାବୁଢ଼ି, ବିଧବା, ଛାର୍ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ବଧୁବାବୁ ପେନସନ ଯୋଜନାରେ ଭତା ଯୁଗେଇ ଦେଉଛନ୍। ହେଲେ କେତେ ଜାଗାରେ ଅଧ୍କାରୀ, କରମ୍ଚାରୀକର…
ରାତିଅଧିଆ ପ୍ରେମ ବେଳେ ନିସ୍ତୁକ ମାଡ଼: ପ୍ରେମିକ ଗୁରୁତର, ୨ ଗିରଫ
ଛେଣ୍ଡିପଦା,୧୯।୬(ସ୍ବ.ପ୍ର.) – ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି ରାତିଅଧିଆ ପ୍ରେମ। ପ୍ରେମିକାଙ୍କ ବାପା ଓ ଅଜାଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ପ୍ରେମିକ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ପ୍ରେମିକଙ୍କ ବାପାଙ୍କ ଅଭିଯୋଗ…

