ଆମ ଜିଲା ଖବର

ଜି.ଉଦୟଗିରିରେ ତଳମୁହାଁ ପାରଦ, ୨.୬° ଡିଗ୍ରୀରେ ଥରୁଛି….

ଜି.ଉଦୟଗିରି,୧୬।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାରେ ସବୁଠାରୁ କମ୍ ତାପମାତ୍ରା ସହ ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି.ଉଦୟଗିରି । ସରକାରୀ ତଥ୍ୟ ଅନୁସାରେ, ସମଗ୍ର ଜିଲାରେ ଦାରିଙ୍ଗବାଡ଼ି, ଫୁଲବାଣୀ ଠାରୁ ମଧ୍ୟ କମ୍ ତାପମାତ୍ରା ସହ ପ୍ରବଳ ଶୀତ…

ପେଟ୍ରୋଲ ପମ୍ପ କ୍ୟାମ୍ପସ ଭିତରକୁ ମାଡ଼ିଗଲା ଧାନ ବୋଝେଇ ଟ୍ରକ୍‌, ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ…

ବଲାଙ୍ଗୀର,୧୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଟାଉନ ଥାନା ନିକଟ ପେଟ୍ରୋଲ ପମ୍ପ କ୍ୟାମ୍ପସ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଏକ ପିଡିଏସ୍‌ ଧାନ ବୋଝେଇ ଟ୍ରକ ମାଡ଼ି ଯାଇଥିଲା। ପମ୍ପର ସୁରକ୍ଷା ପାଚେରି କଡ଼ର ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବା…

ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ହାଡ଼ ଭାଙ୍ଗୁଛି ଜାଡ, ତାପମାତ୍ରା ୧°C

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ରହିଛି । ଚାରି ଦିନ ଧରି ତାପମାତ୍ରା ୧ ଡିଗ୍ରୀରେ ଜାରି ରହିଛି । ଗୁଡୁଗୁଡିଆରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ ଶିମିଳିପାଳ…

ଏହି କାରଣ ପାଇଁ ସ୍ତ୍ରୀଙ୍କୁ ମାରିଦେଲେ, ସ୍ବାମୀଙ୍କ ସହ ବନ୍ଧା ହେଲେ …

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଢୋଲତୈଲା ଗ୍ରାମର ଶଶି ଗଡତିଆଙ୍କ ସ୍ତ୍ରୀ ନଳିନୀ ସୁହୁଳାଙ୍କୁ ଯୌତୁକ ଜନିତ ହତ୍ୟା ଘଟଣାରେ ସାମିଲ ଥିବା ଆଉ ୩ ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି।…

ଲୋମ ଟାଙ୍କୁରି ଉଠିବ…ଟ୍ରେନ୍‌ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ ଦାଦନ…

ଖଡ଼ିଆଳ,୧୬ା୧: ( ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ଆଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଟ୍ରେନ୍‌ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ…

ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟକ, ନିଜ ହାତରୁ….

ଭୁବନେଶ୍ୱର,୧୬ା୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଝରାପଦାର ଗ୍ରାମର ବାପା ମା ଛେଉଣ୍ଡ ଅସହାୟ ଭାଇ ଭଉଣୀଙ୍କୁ ସାହାୟତାର ହାତ ବଢ଼ାଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ବିଧାୟକ ନିଜସ୍ୱ ପାଣ୍ଠିରୁ ୧୦ ହଜାର ଅର୍ରରାଶି…

ଅବଧିକୁ ୨ ବର୍ଷ ସରିଲାଣି, ବାଇପାସ୍‌ ରାସ୍ତା କାମ ସରୁନି

ପଟ୍ଟାମୁଣ୍ଡାଇ,୧୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବାଇପାସ୍‌ ରାସ୍ତା କାମର ଅବଧି ୨ ବର୍ଷ ହେବ ସରିଥିବା ବେଳେ ପ୍ର୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧା ହୋଇନାହିଁ। ଯେତିକି ବି ନିର୍ମାଣ ହୋଇଛି, ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା…

ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ,ଡାକ୍ତରଖାନା ନେବା ପାଇଁ ରୋଗୀଙ୍କୁ…

ମହାକାଳପଡ଼ା,୧୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ରାସ୍ତାଘାଟ ଓ ପୋଲ ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଆଜି ବି ପକ୍କା ରାସ୍ତା ଖଣ୍ଡେ ଅଭାବରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁନାହିଁ। କେଉଁଠି ଡାକ୍ତରଖାନା ଯିବାକୁ ରୋଗୀଟିକୁ ଅଧାରାସ୍ତା ଖଟିଆ…

ଏକତରଫା ପ୍ରେମର କରୁଣ ପରିଣତି, ପ୍ରେମିକାର ଘର ଆଗରେ ଝୁଲୁଛି…

ରାଜଗାଙ୍ଗପୁର,୧୬ା୧(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକରେ ଗୁରୁବାର ଯୁବତୀଙ୍କ ଘର ଆଗରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବକ ହେଲେ ରାଣିବନ୍ଧ ତଳପଡ଼ା ଅଞ୍ଚଳର ବିକାଶ ମହାନନ୍ଦିଆ (୨୫)। ଏନେଇ ରାଜଗାଙ୍ଗପୁର ପୋଲିସ ମୃତଦେହ…

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ବଦଳି ପରେ ସବଇନ୍ସପେକ୍ଟର ଆଶୁତୋଷ ପାଇକରାୟ ଚାର୍ଜରେ ରହିଥିଲେ ।…

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି। ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହକୁ ସମ୍ମାନ ମିଳିବା ତ…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଗଣିତ ଶିକ୍ଷକ ଢେଙ୍କାନାଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?