ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର
କାଳିଆପାଣି,୧୫।୭(ଡି.ଏନ୍.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କାଳିଆପାଣି ଖଣି ଅଞ୍ଚଳରେ ବହୁ ନାମିଦାମୀ କମ୍ପାନୀ କାର୍ଯ୍ୟରତ ଥିବାବେଳେ ସ୍ଥାନୀୟ…
ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଜମନକିରା,୧୫।୭(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ତେବେ…
ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା
ବାହାନଗା,୧୫।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା ବାଡ଼ି ଭିତରେ ଏକ ସିରିଶା ଗଛଡାଳରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ…
ଜେଲ୍ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ
ବରଗଡ଼ ଅଫିସ,୧୫।୭: ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ…
ଛାତ୍ରୀ ନିବାସ ପରିସରରେ ୨୦୦ ଚାରା ରୋପଣ
ଭଟଲି,୧୫ା୭(ଡି.ଏନ.ଏ) ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୟୁଜିସି ଛାତ୍ରୀ ନିବାସ ପରିସରରେ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଶ୍ୟାମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛାତ୍ରୀ ନିବାସରେ ହୋଇଥିଲା । ପ୍ରତ୍ୟେକ ବର୍ଷ ଅତି…
ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି
ଭବାନୀପାଟଣା,୧୫ା୭ (ଡି.ଏନ୍.ଏ.): ଆଧୁନିକତାର ଛାପ୍ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍ବାକେ ମିଲୁଛେ। ଆଘ ଲୋକ୍ କୃଷି କାଯ୍ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍ରେ ଖେତ୍ ଜୁତା, କାଦୋକରା,…
୧୭ ବଛର ହେଲା ଅଜନା ରୋଗ୍ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା
କୋକସରା, ୧୫ା୭(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା କେହେନ୍ସି ଗୁଟେ ଅଜାନା ରୋଗ୍ରେ ଯୁଝୁଛନ୍। ହେଲେ ପରିବାରଟା ଅଭାବ ଅନାଟନରେ ପେସି ହେଉଥିଲାବେଲେ…
ପରଶାସନର ପରତିଶୁରତିକେ ୬ ମାସ ବିତଲା: ସରକାରୀ ସାହାଯ୍ ଆଶ୍ରେ ମଗଶିର
ବିନିକା ,୧୫।୭(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା-ରାମପୁର ମୁଖିଆ ରାସ୍ତାରେ ଗଲା ତା.୨୯.୧୨.୨୦୧୮ରେ ଗୁଟେ ବଡ଼ଭାରି ଦୁରଘଟନା ହେଇଥିଲା। ଇ ଦୁରଘଟନାରେ ସିଂଘିଯୁବା ପଁଚେତ୍ ଅଧୀନ ଅସୁରଗଡ଼ ଗଁାର ମଗଶିର ଭରାସାଗର(୨୮)କଁର ଭୁଜନି ହାତ୍ଗୋଡ଼ ଭାଂଗି ଯାଇଥିଲା। ପୀଡ଼ିତ ମଗଶିରକଁର…
ଆଜି ଉଦ୍ଘାଟନ ହେବ ମେଡିକାଲର ୨ ୱାର୍ଡ
ଅନୁଗୋଳ ଅଫିସ, ୧୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଜେରିଆଟିକ୍ ଓ ଚକ୍ଷୁ ବିଭାଗର ଦୁଇଟି ୱାର୍ଡ ଉଦ୍ଘାଟନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏହାର ଉଦ୍ଘାଟନ କରିବେ। ତେବେ ନାମ…
ବିନା ଅଟକଳରେ ଚାଲିଛି ପୌରପାଳିକା
ଅନୁଗୋଳ ଅଫିସ, ୧୫।୭: ୨୦୧୯-୨୦ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ପ୍ରାୟ ୪ ମାସ ହେଲାଣି। ହେଲେ ଏ ଯାଏ ଅନୁଗୋଳ ପୌରପାଳିକା ତାର ବଜେଟ ପ୍ରସ୍ତୁତ କରିପାରିନି। ବିନା ଅଟକଳରେ ପୌର ପ୍ରଶାସନ ଏତେ ଦିନ ହେଲା ଅର୍ଥ ଖର୍ଚ୍ଚ…
ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ
ପାଲଲହଡା,୧୫।୭(ଡି.ଏନ.ଏ.) ସ୍ଥାନୀୟ ବଜାଜ ଶୋ ରୁମ୍ଠାରେ ନୂଆ ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ ହୋଇଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲ ଯୋଗଦେଇ ଗାଡ଼ିର ବଜାର…
ଓଡ଼ାପଡ଼ା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ: ‘ସକାରାତ୍ମକ ମନୋଭାବ ରଖ’
ଢେଙ୍କାନାଳ ଅଫିସ, ୧୫।୭: ସଂସ୍କାର ହେଉଛି ଶିକ୍ଷାର୍ଥୀଙ୍କ ଆଭୂଷଣ। ଉଭୟ ଅନୁକୂଳ ଏବଂ ପ୍ରତିକୂଳ ପରିବେଶରେ ଛାତ୍ରୀଛାତ୍ରମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ହିଁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ରାସ୍ତା ଦେଖାଇବ। ଭଲ ମଣିଷ ହୋଇ…

