ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍
ପୁରୁଷୋତ୍ତମପୁର,୧୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ କଳାମୁଖାଧାରୀ ଲୁଟେରାମାନେ ଅରଖପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ…
ଗ୍ରାହକ ସେବାକେନ୍ଦ୍ରରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଗାଏବ, ବ୍ୟାଙ୍କ ଘେରାଉ
ନୂଆପଡ଼ା,୧୫।୭(ଡି.ଏନ୍.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ଗ୍ରାହକ ସେବା କେନ୍ଦ୍ର(ଏସ୍ବିଆଇ)ରେ ଗ୍ରାହକମାନଙ୍କ ଆକାଉଣ୍ଟରୁ ପରିଚାଳକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଗ୍ରାହକମାନେ ସୋମବାର ଦାବି କରିବା ସହ…
ପାଣିରେ ବୁଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ : କର୍ମଚାରୀଙ୍କ ଅବହେଳା ଅଭିଯୋଗ, ଉତ୍ତେଜନା
କୋରୁକୋଣ୍ଡା,୧୫।୭(ଡି.ଏନ୍.ଏ.) : ମାଲକାନଗିରି ଜିଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ତେବେ ହଷ୍ଟେଲରେ ରହୁଥିବା ଛାତ୍ର କିଭଳି ବାହାରକୁ ଗଲେ ସେନେଇ ପ୍ରଶ୍ନ…
ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର
ପାଟଣା,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ପୁଟୁଳିଆ ପେଟ୍ରୋଲ ପମ୍ପ ବାଙ୍କ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଟ୍ରଲର ଧକ୍କାରେ ଦମ୍ପତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କେନ୍ଦୁଝର ଜିଲା…
ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍ରୁ ୮୦ କେଜି ଗଞ୍ଜେଇ ଜବତ
କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଏକ କାର୍ରୁ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି।…
ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର
କାଳିଆପାଣି,୧୫।୭(ଡି.ଏନ୍.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କାଳିଆପାଣି ଖଣି ଅଞ୍ଚଳରେ ବହୁ ନାମିଦାମୀ କମ୍ପାନୀ କାର୍ଯ୍ୟରତ ଥିବାବେଳେ ସ୍ଥାନୀୟ…
ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଜମନକିରା,୧୫।୭(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ତେବେ…
ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା
ବାହାନଗା,୧୫।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା ବାଡ଼ି ଭିତରେ ଏକ ସିରିଶା ଗଛଡାଳରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ…
ଜେଲ୍ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ
ବରଗଡ଼ ଅଫିସ,୧୫।୭: ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ…
ଛାତ୍ରୀ ନିବାସ ପରିସରରେ ୨୦୦ ଚାରା ରୋପଣ
ଭଟଲି,୧୫ା୭(ଡି.ଏନ.ଏ) ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୟୁଜିସି ଛାତ୍ରୀ ନିବାସ ପରିସରରେ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଶ୍ୟାମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛାତ୍ରୀ ନିବାସରେ ହୋଇଥିଲା । ପ୍ରତ୍ୟେକ ବର୍ଷ ଅତି…
ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି
ଭବାନୀପାଟଣା,୧୫ା୭ (ଡି.ଏନ୍.ଏ.): ଆଧୁନିକତାର ଛାପ୍ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍ବାକେ ମିଲୁଛେ। ଆଘ ଲୋକ୍ କୃଷି କାଯ୍ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍ରେ ଖେତ୍ ଜୁତା, କାଦୋକରା,…
୧୭ ବଛର ହେଲା ଅଜନା ରୋଗ୍ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା
କୋକସରା, ୧୫ା୭(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା କେହେନ୍ସି ଗୁଟେ ଅଜାନା ରୋଗ୍ରେ ଯୁଝୁଛନ୍। ହେଲେ ପରିବାରଟା ଅଭାବ ଅନାଟନରେ ପେସି ହେଉଥିଲାବେଲେ…

