ଆମ ଜିଲା ଖବର

ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ ହେଲାଣି ହେଲେ ଚାଷ ପାଇଁ ଆଶାନୁରୂପ ବର୍ଷା ଏଯାଏ ହୋଇନାହିଁ। ବର୍ଷାଭାବ ଯୋଗୁ ଭଦ୍ରକ…

ସଭାଗୃହ ଛାଡି ଚାଲିଗଲେ ଏମପି

ଖୁଣ୍ଟା,୨୧।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସଭାକକ୍ଷରେ ଶନିବାର ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ନ ହୋଇ ବିଳମ୍ବ ଘଟିବାରୁ ମୟୂରଭଞ୍ଜ ଜିଲାର ନବର୍ନିବାଚିତ ଏମପି ବିଶେଶ୍ୱର ଟୁଡୁ ଏଥିରେ ବିରକ୍ତି ପ୍ରକାଶ…

‘ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଆଯିବ’

ବାରିପଦା ଅଫିସ,୨୧।୭- ରାଜ୍ୟରେ ଦୁର୍ନୀତିକୁ ମୂଳୋପତ୍ାଟନ କରିବା ପାଇଁ ଲୋକାୟୁକ୍ତ ଗଠିତ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜନସାଧାରଣ ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବେ। ଲୋକେ ବିନା ଭୟରେ ଅଭିଯୋଗ ଉପସ୍ଥାପନ କଲେ ପ୍ରଶାସନରେ ସ୍ବଚ୍ଛତା ଆସି ପାରିବ। ଅଭିଯୋଗକାରୀଙ୍କୁ ଲୋକୟୁକ୍ତଙ୍କ…

ଠିକାଦାର ସଂସ୍ଥା କବ୍‌ଜାରେ ସରକାରୀ ଜମି: ଭିଟାମାଟି ଛାଡିବେ ୧୦ଗଁ। ର ବାସିନ୍ଦା

ଖଇରା, ୨୧।୭(ଡି.ଏନ.ଏ.)-ଦିଲ୍ଲୀର ଏକ ଠିକାଦାର ସଂସ୍ଥା ଦ୍ୱାରା ସରକାରୀ ତଥା ଚାଷୀଙ୍କ ଜମି ଜବରଦଖଲ ହୋଇଚାଲିଛି। ଏସବୁ ରାଜସ୍ବ ବିଭାଗର ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ଲାଗି ଖଇରା ବ୍ଲକ କଇଥଗଡିଆ ପଞ୍ଚାୟତ ଅଧୀନ…

ପୁଅର ଭୁଜାଲି ମାଡରେ ବାପାଙ୍କ ମୃତ୍ୟୁ

ସୋର, ୨୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଞ୍ଚାୟତର ଉସୁନୁପୁର ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଶରତ ମଲ୍ଲିକ ନାମକ ଯୁବକ ତାଙ୍କ ବାପା ଜୟକୃଷ୍ଣଙ୍କୁ ଏକ ଭୁଜାଲିରେ ହାଣି ହତ୍ୟା କରିଛନ୍ତି।…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ

ଔପଦା, ୨୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ସୋରିଷପାଳ ଗ୍ରାମର ଅନ୍ନପୂର୍ଣ୍ଣା ପାଢ଼ୀ (୧୮) ନାମ୍ନୀ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ଅସ୍ତ୍ରୋପଚାର ସମୟରେ ମହିଳାଙ୍କର ଖାଦ୍ୟ ନଳୀ କାଟି ଦିଆଯାଇଥିବା ପରିବାର ଲୋକେ…

ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଟୟଟ୍ରେନର କାର୍ଯ୍ୟ ଚାଲିଥିବାବେଳେ କିଛିଦିନ ହେଲା ଠିକା ସଂସ୍ଥା ପକ୍ଷରୁ ଅବହେଳା କରାଯିବା…

ଗୁରୁ ଶିଷ୍ୟ ସମ୍ପର୍କ ନିବିଡ଼ ହେଉ

ବଇଣ୍ଡା,୨୦।୭(ଡି.ଏନ.ଏ.): ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଗୁରୁଙ୍କୁ ସମ୍ମାନ ଦିଆଯାଉ। ଗୁରୁ-ଶିଷ୍ୟ ସମ୍ପର୍କ ନିବିଡ଼ ହେଲେ ଶିଶୁର ଭବିଷ୍ୟତ ଉକଳ ହେବ ବୋଲି ଶନିବାର କିଶୋରନଗର ବ୍ଲକ କିଶୋରନଗର ହାଇସ୍କୁଲର ୬୨…

ଠାକୁରଗଡ଼ ଥାନା ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୦।୭(ଡି.ଏନ.ଏ.): ଆଠମଲ୍ଲିକ ଜିଲା ଅନୁଗୋଳ ବ୍ଲକ ଠାକୁରଡ଼ ଥାନା ପେଡ଼ିପର, ସାନହୁଲା, କୁରୁମଟାପ, କୁର୍ତ୍ତିବାସପୁର, ପାଇକସାହି, ସାପଘରା, ଟାପଢୋଲ ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅବକାରୀ ଓ…

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ ମରାମତି ଆବଶ୍ୟକ ଦର୍ଶାଇ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ହଇରାଣ…

ଦିଲ୍ଲୀ ପୋଲିସ କବଳରୁ ଖସିଗଲା ଚୋର

ବାଲେଶ୍ୱର ଅଫିସ, ୨୦।୭: ଦିଲ୍ଲୀରୁ ୧୦ଲକ୍ଷ ଟଙ୍କାର ଗହଣା ଚୋରି କରି ପଳାଇ ଆସିଥିବା ସୋର ଜିଲା ବାଲେଶ୍ୱର ଥାନା କରୁଣାକର ଗ୍ରାମର ରଘୁନାଥ ଦାସ (୨୯)ଙ୍କୁ ଶୁକ୍ରବାର ଦିଲ୍ଲୀ ପୋଲିସ ସୋର ପୋଲିସ ସହାୟତାରେ ଗିରଫ କରିଥିଲା। କରୁଣାକରଙ୍କୁ ଦିଲ୍ଲୀ…

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମୀ

ବଡ଼ବିଲ,୨୦।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ (ଓଏମସି ଆରଏମ) କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଖଣିରେ ନିୟୋଜିତ ସୁରକ୍ଷାର୍ମୀମାନେ ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନ ଆଇଟିୟୁସି ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ଆନ୍ଦୋଳନ ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?