ହେଟାବାଘ ଆକ୍ରମଣରେ ୧୯ ଛେଳି ମୃତ
ରଣପୁର,୨୯।୮(ସ୍ବ.ପ୍ର.): ରଣପୁର ବ୍ଲକ କଙ୍କିଆ ସାଅଁ।ତରାପୁର ଗଁ।ରେ ହେଟାବାଘ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ରାତିରେ ହେଟାବାଘ ଆକ୍ରମଣରେ ୧୯ ଛେଳି ମରିଯାଇଥିବାବେଳେ ୪ ଛେଳିକୁ ନେଇ ପଳାଇଯାଇଛି। ଖବର ପାଇ ରଣପୁର ବନ ଅଧିକାରୀ ଓ ରଣପୁର ଅତିରିକ୍ତ ପ୍ରାଣୀ…
୩ୟ ନୂଆପଡା ପ୍ରିମିୟର ଲିଗ୍ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟନୀ ମ୍ୟାଚ୍ରେ ଖଡ଼ିଆଳ, ନୂଆପଡ଼ା ବିଜୟୀ
ନୂଆପଡା ଅଫିସ,୨୯ା୮: ସ୍ଥାନୀୟ ମିନିଷ୍ଟାଡିୟମରେ ନୂଆପଡା ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ବୁଧବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚରେ ଖଡିଆଳ ଏବଂ ନୂଆପଡା ଦଳ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟୟକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ମ୍ୟାଚ ଖଡିଆଳ…
ଏମ୍ପିଙ୍କ ଅଚାନକ ନବୋଦୟ ବିଦ୍ୟାଳୟ ପରିଦର୍ଶନ: ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି
ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.) କଳାହାଣ୍ଡି ଏମ୍ପି ତଥା ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡା ଜିଲା ଗସ୍ତ ସମୟରେ ବୁଧବାର ଅଚାନକ ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ସମସ୍ୟା ଉପରେ…
ଲୋକ ସଭା ସଦସ୍ୟଙ୍କ ବୁଦ୍ଧିଜୀବୀ ସମ୍ମିଳନୀ
କୋମନା,୨୯।୮(ଡି.ଏନ.ଏ.) ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର କବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ପ୍ରତେକ ବୁଦ୍ଧିଜୀବୀଙ୍କ ମତାମତକୁ ଗୁରତ୍ୱାରୋପ କରିଥିଲେ। ଏହି…
ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ
ନୂଆପଡା ଅଫିସ,୨୯ା୮: ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି । ବୁଧବାର ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ଆୟୋଜିତ ଏକ ଜିଲାସ୍ତରୀୟ…
ବର୍ଷେ ବିତିଲା, ଅଧପନ୍ତରିଆ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର
ଖଣ୍ଡପଡ଼ା,୨୯ା୮(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳରେ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟ ଦୀର୍ଘ ବର୍ଷପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ସ୍ଥାନୀୟ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ…
ଜାତୀୟ ରାଜପଥ ସମତୁଲ କଲା ଯୁବକ ସଂଘ
ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.) ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାମ ଚାଲିଥିବା ଜାତୀୟ ରାଜପଥ ୩୫୩ କାମ ଆଜି ଯାଏଁ ଶେଷ ହେଉନି। ଠିକାଦାରଙ୍କ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁ ଏହା ମରଣଯନ୍ତା ପାଲଟିଛି। ଏଭଳିସ୍ଥିତିରେ ସ୍ଥାନୀୟ ମାନିଗୁଡା ଗାଁର…
ଆମ ପୋଲିସ ସମିତି ବୈଠକ: ପୋଲିସ ଓ ଜନ ସମ୍ପର୍କ ସମ୍ପର୍କରେ ଆଲୋଚନା
ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ଥାନା ଅଧିକାରୀ ଚତୁର୍ଭୂଜ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଲାଞ୍ଜିଗଡ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ସାମାଜିକ କର୍ମୀ ଉଦୟ…
ରକ୍ତଦାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ବୁଧବାର ସାମାଜିକ ସଙ୍ଗଠନ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି ପକ୍ଷରୁ ରକ୍ତଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜନ କରାଯାଇ ବହୁମାତ୍ରାରେ ଲୋକଙ୍କୁ ସଚେତନ…
ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ
ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍ ନୁହେଁ। ଜିଲାର କ୍ରୀଡ଼ାବିତ୍ମାନେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ସହ…
ଦାଦନ ଯାଇ ଆରପାରେ ଦିବାକର: ରାଶନ ଚାଉଲ, ଭତା ପରିବାରର ସାହାଭରସା
କଲମପୁର, ୨୯।୮, (ଡି.ଏନ୍.ଏ.): କେନ୍ଦ୍ର ଆର ରାଏଜ୍ ସରକାର ଦାଦନ ସମସିଆ ଉପରେ ଲଗାମ୍ କସବାର ଲାଗି ଅନେକ୍ ଯୋଜନା କାଯ୍କାରୀ କରୁଛନ୍। ହେଲେ ଯୋଜନାର କେହେନ୍ସି ନାଇଁ କେହେନ୍ସି ଜାଗାରେ ପୁଲ୍ ପଡ଼ିଯାଉଛେ। ଯେନ୍ଥିରଲାଗି ଓଡ଼ିଶାରୁ ଦାଦନ ସମସିଆର ଅଁତ୍…
ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ଏଆଇଏସଏଫ୍ ବିକ୍ଷୋଭ କଲେଜ ସମ୍ମୁଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଲିକା ଦାହ
ଜୁନାଗଡ,୨୯।୮(ଡି.ଏନ.ଏ.) ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପ୍ରତିବାଦରେ ଅଖିଳ ଭାରତୀୟ ଛାତ୍ର ସଂସଦ (ଏଆଇଏସଏଫ୍) ପକ୍ଷରୁ ବୁଧବାର କଳାହାଣ୍ଡି ଜିଲା ଜୁନାଗଡ ସହର ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ କଲେଜ ସମ୍ମୁଖରେ ଉଚ୍ଚଶିକ୍ଷା…

