ଆମ ଜିଲା ଖବର

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦର୍ଶ ପଞ୍ଚାୟତ ପରିଦର୍ଶନ

କୃଷ୍ଣପ୍ରସାଦ,୩୦ା୮(ଡି.ଏନ.ଏ.)-ଗତ ବାତ୍ୟା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥ ବ୍ରହ୍ମପୁର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ଗୁରୁବାର ପଞ୍ଚାୟତ…

ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ ଏହି ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା ପ୍ରକାଶ ଯେ, ପାନୀୟ…

ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା ବ୍ୟବସ୍ଥା ହୁଗୁଳା

ନୟାଗଡ଼ ଅଫିସ,୩୦।୮-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ଯେତେବେଳେ ଯିଏ ନାହିଁ ସିଏ ସେଠାରେ ମନଇଚ୍ଛା ପଶି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗୁରୁବାର ଜିଲା ମୁଖ୍ୟ…

ଦୁଇମାସ ହେଲା ଅନ୍ଧାରରେ ୨ ଗାଁ

ନୂଆଗାଁ,୩୦।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ପ୍ରତି ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଅଠରଗଣ୍ଡା ଓ କୁଟିବାରୀ ଗ୍ରାମର ସମସ୍ୟା ବଢିବାରେ ଲାଗିଛି । ପ୍ରାୟ ଦୁଇ ମାସ ହେଲା ଦୁଇ ଗ୍ରାମର ଲୋକେ ବିଦ୍ୟୁତ୍‌ ସେବାରୁ…

ଡ୍ରୋନ୍‌ କ୍ୟାମେରାରେ ତାରପୁର ମହାନଦୀ ବ୍ରିଜର ସର୍ବେକ୍ଷଣ

ରଘୁନାଥପୁର, ୨୯। ୮ (ଡି.ଏନ.ଏ.)- ମହାନଦୀ ସାଉଥ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାଘୁନାଥପୁର ବ୍ଲକ ତାରପୁରସ୍ଥିତ ମହାନଦୀ ବ୍ରିଜ୍‌ ସ୍ପାନ ଜଏଣ୍ଟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିଲା। ଆରଆଣ୍ଡବି ବିଭାଗ ପକ୍ଷରୁ ୧୯୯୭ରେ ୬୨୩…

ସାପ କାମୁଡ଼ାରେ ଶିଶୁ ମୃତ, ଉତ୍ତେଜନା

ରାୟଗଡ଼ା ଅଫିସ, ୨୯ା୮- ରାୟଗଡ଼ା ସହର ନିକଟସ୍ଥ ପିତାମହଲ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଜଗନ ଲିମା(୫)। ଚିକିତ୍ସାରେ ଅବହେଳା ଯୋଗୁ ଶିଶୁଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ…

ଜୁନାଗଡରେ ପଞ୍ଚାୟତ ସମିତି ବୈଠକ: ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଅସନ୍ତୋଷ

ଜୁନାଗଡ,୨୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସଭାଗୃହଠାରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୁନାଗଡ ବିଡିଓ ଦୁଳାରାମ ମାରାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଏମ୍‌ପି ପ୍ରତିନିଧି ମୁକେଶ…

କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ

ଭବାନୀପାଟଣା,୨୯।୮(ଡି.ଏନ.ଏ.): କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ଦାବିପତ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କଳାହାଣ୍ଡି ବିଦ୍ୟୁତ୍‌…

ନୀତି ଆୟୋଗ ଟିମ୍‌ର ମାନଜୋର ପ୍ରକଳ୍ପ ପରିଦର୍ଶନ

ମାଧପୁର, ୨୯ା୮- କେନ୍ଦ୍ରୀୟ ନୀତି ଆୟୋଗ ଟିମର ଦୁଇଜଣିଆ ସଦସ୍ୟ ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମାନଜୋର ଜଳପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏଥିସହ ପ୍ରକଳ୍ପ ଅଧିକାରୀ, କୃଷକ ନେତା ଓ ଚାଷୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ କନ୍ଧପଡା ଉଠାଜଳସେଚନ…

ବର୍ଷା ଦିନରେ ଚାଲିଛି ମୋରମ କାମ

ଚମ୍ପୁଆ, ୨୯।୮(ଡି.ଏନ.ଏ.)- ଚମ୍ପୁଆ ଏନ.ଏ.ସିର ୨ନଂ ୱାର୍ଡ ପାଞ୍ଚପୋଖରିଆ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ମୋରମ ବିଛା ହୋଇଥିବାରୁ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁଚନା ଅନୁସାରେ ପାଞ୍ଚପୋଖରିଆ ଗା୍ରମରାସ୍ତା ନିର୍ମାଣ ପାଇଁ ଏନଏସି…

ଜାତୀୟ ରାଜପଥରେ ଗ୍ୟାରେଜ: ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା ୨୯।୮ (ଡି.ଏନ.ଏ.)-୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ଥାନା ପଛ ପାଖରେ ଜାତୀୟ ରାଜପଥର ଅଧିକୃତ ଜାଗା ଉପରେ ହିଁ ଗଢି ଉଠିଥିବା ଗ୍ୟାରେଜ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡିଛି ଟ୍ରାଫିକ ସେବା। ଜାତୀୟ ରାଜପଥର ନିର୍ମାଣ କାମ ଥାନା ପଛ…

ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍‌ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ। ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?