ଆମ ଜିଲା ଖବର

ଖଣିଆ ପୋଲ ନିମ୍ନମାନର ଅଭିଯୋଗ: ତଦନ୍ତ କଲେ ଏସ୍‌କ୍ୟୁଏମ୍‌

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତୁଡିଗଡିଆ -ଡଗରପଡା ଆରଡି ରାସ୍ତାର ଖଣିଆ ନିକଟରେ ପୋଲ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ରାଜ୍ୟ ମାନ ଯାଞ୍ଚ(ଷ୍ଟେଟ କ୍ୱାଲିଟି ମନିଟର) ଅଧିକାରୀଙ୍କ ଦ୍ୱାରା ଶୁକ୍ରବାର…

କୁଟିର ଶିଳ୍ପ ପ୍ରୋତ୍ସାହନ ପାଇଁ ସଚେତନତା କର୍ମଶାଳା

କର୍ଲାମୁଣ୍ଡା,୩୦।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଶୁକ୍ରବାର କୁଟିର ଶିଳ୍ପର ପ୍ରୋତ୍ସାହନ ପାଇଁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟ ଭୂପିନ୍ଦର ସିଂ ଯୋଗଦେଇ ଅଂଶ ଗ୍ରହଣକାରୀମାନଙ୍କୁ ସରକାରଙ୍କ…

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜ ବରିଷ୍ଠ କିରାଣୀ

ତାଳଚେର,୩୦।୮(ସ୍ବ.ପ୍ର.): ସମଲ ବ୍ୟାରେଜର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସରକିଶୋରିପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କଠାରୁ କଣ୍ଟ୍ରାକ୍ଟର ଲାଇସେନ୍ସ କରାଇଦେବାକୁ ୫ହଜାର ଟଙ୍କା ନେବା ବେଳେ ସେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ…

ବେଆଇନ୍‌ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଜବତ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ…

ଚୋରା ଦେଶୀମଦ ଜବତ: ଜଣେ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଶୁକ୍ରବାର ବାଲାଗୋଡ଼ା ସ୍ଥିତ ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୧୦ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏହା ସହ ଉକ୍ତ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ରାମ ମୁଣ୍ଡାଙ୍କୁ ପୋଲିସ…

ଡିଜେଲ ଚୋରି ଘଟଣା: ପୁଣି ୨ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଗୁରୁବାର ଡିଜେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରି ଶୁୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବଲାଣୀ ରେଲୱେ…

ଦାରିଙ୍ଗବାଡ଼ି ଥାନା ନୂତନ ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦେଲେ କୌଶିକ ମାଝି

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନୂତନ ଆଇଆଇସି ଭାବେ କୌଶିକ ମାଝି ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଥାନାରେ ଦୀର୍ଘ ୬ ବର୍ଷ ଧରି ସବ୍‌ଇନ୍ସପେକ୍ଟର ଏବଂ ଆଇଆଇସି ଭାବେ କାର୍ଯ୍ୟ କରିଛନ୍ତି। ସାଇବର…

ପାଥର୍ଲାରେ ଆଗୁଆ ନୂଆଁଖାଇ: ଗ୍ରାମଦେବତୀଙ୍କୁ ବରଣ କାର୍ଯ୍ୟଶେଷ

କେସିଙ୍ଗା,୩୦।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଥର୍ଲା ପଞ୍ଚାୟତର ପାଥର୍ଲା, ବାହାଦୂରପଦର, ଓ ପାଲଗାପଡ଼ା ଗ୍ରାମରେ ଶନିବାର ନୂଆଁଖାଇ ପର୍ବ ପାଳନ ହେବ। ଏ ନେଇ ପାଥର୍ଲା ଗ୍ରାମରେ ଆଗୁଆ ନୂଆଁଖାଇ ଲାଗି ଶୁକ୍ରବାର ଗ୍ରାମଦେବତୀଙ୍କ ବରଣ କାର୍ଯ୍ୟ ଶେଷ ହୋଇଛି।…

ଜଳେଶ୍ବରରୁ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ବର, ୩୦।୮(ବ୍ୟୁରୋ): କଟକ ଅବକାରୀ ବିଭାଗର ଭ୍ରାମ୍ୟମାଣ ଫ୍ଲାଇଂ ସ୍କ୍ବାଡ୍‌ ତରଫରୁ ଅଚାନକ ଚଢ଼ାଉ କରାଯାଇ ଜଳେଶ୍ୱର ଷ୍ଟେଶନବଜାର କାଳୀମନ୍ଦିର ସମ୍ମୁଖରୁ ୧ଶହ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି…

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ୧୫କିମି ଭାରରେ ବୋହି ଜଣେ ଡଙ୍ଗରିଆ ମହିଳା ରୋଗୀଙ୍କୁ ସମ୍ପର୍କୀୟ…

ପାଟଣା ବ୍ଲକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଲେ ଟାଙ୍ଗରପଡ଼ା ଗ୍ରାମ ଗୋପାଳ ସାହିର ଶୈଳେନ୍ଦ୍ର ବାରିକଙ୍କ ପୁଅ ମଣିରତ୍ନ ବାରିକ। ତାଙ୍କୁ ଗୁରୁବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ…

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?