ଆମ ଜିଲା ଖବର

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ

ବରଗଡ଼ ଅଫିସ/ପଦ୍ମପୁର,୩୦।୯(ଡି.ଏନ୍‌.ଏ.): ଭାଜପା ପ୍ରାର୍ଥୀ ସନତ ଗଡ଼ତିଆ ପଦ୍ମପୁର ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଭାଜପାର ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂଦେଓ,ପ୍ରଦୀପ ପୁରୋହିତ, ଇରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ ଷଡ଼ଙ୍ଗୀ, ବିଧାୟକ ମୁକେଶ ମହାଲିଙ୍କ,ସୁଶାନ୍ତ କୁମାର…

ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା

ରାଜନଗର, ୩୦।୯(ବଡି.ଏନ୍‌.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ସାମିଲ…

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍‌.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ଦ୍ୱୟ ନିଜ ସମର୍ଥକଙ୍କ ସହ ଏକ…

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ପଦ୍ମପୁର,୩୦।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଦଳୀୟ କର୍ମୀଙ୍କ ସହ ଦିଲ୍ଲୀପ ପଟୁଆରରେ ଆସି ପ୍ରଥମେ ସେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ତନ୍ମୟ…

ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ…

ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନାହିଁ। ଅଧିକ ତଦନ୍ତ ପାଇଁ ରବିବାର…

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ୩ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ…

ମାଲ୍‌ବାହୀ ଟ୍ରେନ୍‌ର ୭ ବଗି ଲାଇନ୍‌ଚ୍ୟୁତ

ତିହିଡି,୩୦।୯(ଡି.ଏନ୍‌.ଏ.) : ଭଦ୍ରକ -ଧାମରା ରେଳପଥରେ ରବିବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ୍‌ର କୋଇଲା ବୋଝେଇ ୭ ବଗି ଲାଇନ୍‌ଚ୍ୟୁତ ହୋଇଛି। ଧାମରା ବନ୍ଦର କମ୍ପାନୀ (ଆଦାନୀ)କୁ କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଭଦ୍ରକ ଅଭିମୁଖେ ଯାଉଥିବାବେଳେ ତିହିଡ଼ି ଥାନା…

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟାଇବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଦୀର୍ଘବର୍ଷ ଧରି ଲୋକେ ଦାବି…

ଦୁର୍ଗମ ଗାଁର ଦୁଃଖ

ରାଇସୁଆଁ, ୩୦।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ମହାଦେଇଯୋଡା ପଞ୍ଚାୟତର କେତେକ ଗାଁ ଆଜି ବି ଦୁର୍ଗମ ଇଲାକା ହୋଇ ରହିଛି। ଗୋପୀନାଥପୁର ପଞ୍ଚାୟତର ହର୍ଷପୁର ଗ୍ରାମ ରାସ୍ତା ମରାମତି ବିନା ଶୋଚନୀୟ ହୋଇପଡିଛି। ମହାଦେଇଯୋଡା ପଞ୍ଚାୟତର…

ନିଶା ବେପାରୀଙ୍କ ଟାର୍ଗେଟ୍‌ରେ ଯୁବପିଢ଼ି

ରୂପ୍‌ସା, ୩୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଏବେ ନିଶା ବ୍ୟବସାୟୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ବାଲେଶ୍ୱର ସହର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ଚୋରା ଦେଶୀ, ବିଦେଶୀ ମଦର ପ୍ରସାର ଘଟିଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ଚୋରାମଦଠାରୁ ଆରମ୍ଭ କରି ନକଲି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର…

ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା

ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା ରତ୍ନ ଯୋଜନାର ପାଇଲଟ ପ୍ରକଳ୍ପ। ଏଥିପାଇଁ ପ୍ରତି ଜିଲାକୁ ବାର୍ଷିକ ୨୦ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?