ଆମ ଜିଲା ଖବର

ବିନା ତାଲିମରେ ଶିକ୍ଷକ ବାଣ୍ଟିଲେ କୃମିନାଶ ଔଷଧ : ସ୍କୁଲରେ ସହପାଠୀଙ୍କୁ ଔଷଧ ଖୁଆଇଲେ ଛାତ୍ରୀଛାତ୍ର

ରଣପୁର,୯ା୮(ସ୍ବ.ପ୍ର.): ଗୁରୁବାର ଜାତୀୟ କୃମିନାଶ ଦିବସ ରଣପୁର ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ କୃମିନାଶ ଔଷଧ ବଣ୍ଟନ କରାଯାଇ ଥିବାବେଳେ ବେସରକାରୀ ସ୍କୁଲ ପ୍ରତି ଅଣଦେଖା କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।…

ଡିକି ଭାଙ୍ଗି ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡା,୯।୮(ସ୍ବ.ପ୍ର.) : ନୟାଗଡ ଜିଲା କଣ୍ଟିଲୋ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଗୁରୁବାର ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ଜଣେ ଶିକ୍ଷକଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ପାଟଣା ଛକରେ ବଡବାଣପୁର ପଞ୍ଚାୟତ ଅନ୍ତର୍ଗତ ଘଣାଶାଳିଆ…

ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ଗଣିଆ,୯।୮(ଡିି.ଏନ.ଏ.)-ବର୍ତ୍ତମାନ ଦୁନିଆରେ ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି। ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ ସରକାର…

ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍‌ ଓ ଅନ୍ୟ ପଥରେ ଏଠାକୁ ମହିଳା, ପୁରୁଷ ମାନସିକ ବିକାରଗ୍ରସ୍ତ(ମାନସିକ ରୋଗୀ) ଏଠାକୁ ଆସି ବିଭିନ୍ନ କାଣ୍ଡ କରି ବସୁଛନ୍ତି।…

ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍ମୃତି ସମାରୋହ : ରାଷ୍ଟ୍ରପତି ଭବନକୁ ପଠାଗଲା ବିଦ୍ୟାଳୟ ଫଟୋ

ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ୨୦୧୫ ଅଗଷ୍ଟ ୭ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ସେ ବିଦ୍ୟାଳୟ ପରିସରରେ ଏକ ବଉଳ ଚାରା ରୋପଣ କରିଥିଲେ।…

ଛତିଆ ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ : ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ଛତିଆ,୯।୮(ଡିଏନ୍‌ଏ)- ଦୀର୍ଘଦିନର ନୀରବତା ପରେ ଛତିଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ଲୁଟେରାମାନେ ବନ୍ଧୁକ ଦେଖାଇ ୩ଜଣ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୮୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ବୈରୀସ୍ଥିତ ବନ୍ଧନ…

ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି। ଉକ୍ତ ବିଦ୍ୟାଳୟଟି ହେଉଛି ଯାଜପୁର ସହର ମନ୍ଦାରଖଣ୍ଡ ଗ୍ରାମରେ ୧୯୩୧ ମସିହାରେ ସ୍ଥାପିତ ହୋଇଥିବା…

ପାର୍କିଂ ଫି’ ଦେବେ କମ୍ପାନୀ କର୍ତ୍ତୃପକ୍ଷ

ଯାଜପୁର ରୋଡ,୯।୮(ନି.ପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଦ୍ୱାର ଯାଜପୁର ରୋଡ ବା ବ୍ୟାସନଗର। ଶିଳ୍ପାଞ୍ଚଳର ୫୬ଟି ବସ୍‌ ଯାଜପୁର ରୋଡ ସହରରୁ ଦୈନିକ ଶିଳ୍ପାଞ୍ଚଳକୁ ଯାଉଛି। ସେମାନେ ପାର୍କିଂ ଫି’ ଦେଉ ନ ଥିଲେ। ଜିନ୍ଦଲ ଷ୍ଟିଲ, ରୋହିତ ଫେରୋଟେକ୍‌, ଟାଟା ଷ୍ଟିଲ,…

ବରୀ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନମୁଣ୍ଡ ପୂରାଇବ ନାହିଁ ବିଜେଡି: ବିଧାୟିକା

ବରୀ,୯।୮(ସ୍ବ.ପ୍ର): ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୨୧ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା କୁହାଯାଉଛି। ଏ ନେଇ ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ହେଁ ବରୀ ରାଜନୀତିରେ ଉଷ୍ମତା ଦେଖାଦେଇଛି।…

ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି ସେକ୍ସନର ବିଲୁଆଖାଇ ଓ ଦେବୀ ନଦୀବନ୍ଧ ଦୀର୍ଘବର୍ଷ ହେଲା ମରାମତି ହୋଇପାରୁନାହିଁ। ଫଳରେ ଏହି…

ବଢ଼ୁଛେ ଝୁନକେତନର ପେଟ୍‌:ସାହାଯ୍‌ ଲାଗି ଗୁହାରି କରି ମା’ବାପ୍‌ ନିରାଶ

କୋମନା,୯ା୮(ଡି.ଏନ୍‌.ଏ): ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ପଁଚେତ୍‌ ଜଗନ୍ନାଥପାଲିର ଝନେ ନିହାତି ଗରିବ୍‌ ଅସାହା ବାପ୍‌ ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସୂଚନା ଅନ୍‌ସାରେ କୋମନା ବ୍ଲକ ଜଗନ୍ନାଥପାଲିର କ୍ଷୀର ହଂସ।…

ସିନାପାଲିରେ ବର୍ଷା ବିତ୍ପାତ, ବ୍ୟାପକ କ୍ଷୟକ୍ଷତି: ସିନାପାଲି ବିଡିଓ, ରାଜସ୍ବ ଅଧିକାରୀଙ୍କ ଅଞ୍ଚଳ ପରିଦର୍ଶନ

ସିନାପାଲି,୯।୮(ଡି.ଏନ.ଏ.)-ନୂଆପଡା ସିନାପାଲି ଅଞ୍ଚଳରେ ଗତ ୨ ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରଦ୍ୱାରା ଭୁଶୁଡି ପଡିଥିବା ବେଳେ ଚାଷଜମିଗୁଡିକରେ ହିଡ ଭାଙ୍ଗି ପୋତି ହୋଇଯାଇଛି। ଶହ ଶହ ଏକର ଜମି ବାଲିଚର ହୋଇଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri