ଆମ ଜିଲା ଖବର

ମିନିଟ୍ରକ୍‌ ଧକ୍କାରେ ମହିଳାଙ୍କ ଜୀବନ ଗଲା

ଓଡ଼ଗାଁ,୨୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବଳଭଦ୍ରପୁର ନିକଟରେ ଶୁକ୍ରବାର ମିନିଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ନିକଟସ୍ଥ କୁଶାଢିପି ହରିଜନ ସାହିର ହୀରା ନାୟକ (୪୫)। ହୀରା ସ୍ବାମୀ ରାଜୁଙ୍କ ସହିତ ବାଇକ୍‌ରେ ଓଡ଼ଗାଁ…

୨ଜଣଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼,୨୯।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ସିଆଲଯୋର ଗ୍ରାମର ଚାଷୀ ଗୋବିନ୍ଦ ସା(୫୦) ଗୁରୁବାର ବିଳମ୍ବିତ ରାତିରେ ଧାନବିଲରୁ ହାତୀ ଘଉଡ଼ାଉ ଥିବାବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଦେଇଛି। ସେହିପରି ବିଶ୍ରା ରେଞ୍ଜ ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଗେଟିଟାଙ୍ଗରଠାରେ…

୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍‌

କଣ୍ଟାମାଳ,୨୯।୧୧(ଡି.ଏନ୍‌.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ, କଣ୍ଟାମାଳ ପଞ୍ଚାୟତକୁ ଏନ୍‌ଏସ୍‌ସି ମାନ୍ୟତା ଓ କଣ୍ଟାମାଳ ବ୍ଲକକୁ ସବ୍‌ଡିଭିଜନ…

ପୋଲିସ ନେଲାନି ପଦକ୍ଷେପ: ଥାନା ସମ୍ମୁଖରେ ଧାରଣା ଦେଲେ ଦିବ୍ୟାଙ୍ଗ

ତିହିଡ଼ି,୨୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ସମ୍ମୁଖରେ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଧାରଣା ଦେଇଛନ୍ତି। ସେ ହେଲେ ବାରୋ ପଞ୍ଚାୟତ ଅଧୀନ ରାଧାନଗର ଗ୍ରାମର ଅଜୟ କୁମାର ଦାସ। ଗତ ୧୪ ତାରିଖରେ ଅଜୟଙ୍କୁ ଗ୍ରାମର କେତେକ ବ୍ୟକ୍ତି ଗାଳିଗୁଲଜ କରିବା…

ଭୁଲ୍‌ ଇଞ୍ଜେକ୍‌ସନ୍‌ ନେଲା ଛାତ୍ରଙ୍କ ଜୀବନ: ପରିବାର ଲୋକେ ଆଣିଲେ ଅଭିଯୋଗ

ଭଦ୍ରକ ଅଫିସ,୨୯।୧୧: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧିନସ୍ଥ ଘଣ୍ଟେଶ୍ୱରୀ ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁରେଶ କୁମାର ବାରିକଙ୍କ ଗୁରୁବାର ଅପରାହ୍ନରେ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁଲ…

ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେମାନଙ୍କୁ ନେଇ ଯାଇଥିବା ସୁରଧ୍ୱନି ସଂସ୍ଥାର…

ବାଜବାଟି ଖାଦାନ: ୫ ସଇରାତ ପାଇଁ ଗୋଟିଏ ରାସ୍ତା କଲା ତହସିଲ

ଧର୍ମଶାଳା,୨୯ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାପଥର ଖାଦାନରେ ଥିବା ୫ଟି ସଇରାତକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଗୁରୁବାର ତହସିଲ ପକ୍ଷରୁ ଖୋଳାଯାଇ ଗୋଟିଏ ରାସ୍ତା କରାଯାଇଛି। ବାଜବାଟି କଳାପଥର ଖାଦାନରେ ୧ନଂ ଖାଦାନର ୫ ଏକର ଓ ୩ନଂ…

ନଗଡ଼ାରେ ରାଜ୍ୟ ଖଦିବୋର୍ଡ ସଚିବ: ଜୁଆଙ୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ

କାଳିଆପାଣି,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଗୁରୁବାର ରାଜ୍ୟ ଖଦିବୋର୍ଡ଼ ସଚିବ ସରୋଜ ପଟେଲ ଗସ୍ତକରି ଜୁଆଙ୍ଗ ଜନଜାତିଙ୍କ ଜୀବନଜୀବିକା ପରିବର୍ତ୍ତନ ସମ୍ପର୍କରେ ତଦାରଖ କରିଛନ୍ତି। ଏହି ଗସ୍ତରେ ପଟେଲଙ୍କ ନେତୃତ୍ୱରେ ଜିଏମ୍‌ ଆର୍‌ଆଇସି ଜଗତପୁର ମନୋଜ ବେହେରା,…

କଦଳା ଗଣ୍ଡର ପୁନରୁଦ୍ଧାର, ଦଳ ନିଷ୍କାସନ ଦାବି

ରସୁଲପୁର,୨୯।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ସୀମାଦେଇ ବହିଯାଇଥିବା କଦଳା ଗଣ୍ଡ (ଗୋବରୀ ନାଳ)ର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବର୍ଷତମାମ ଏହି ଜଳଧାରା ସଚଳ…

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା। ୩୬୦୫ ଭୋଟରଙ୍କ ମଧ୍ୟରୁ ୩୧୧୫ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ଭୋଟ ହାର ୮୬.୪୧%…

ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ୍‌ ଟୁର୍ନାମେଣ୍ଟ: ୬ ଗ୍ରାଉଣ୍ଡରେ ଖେଳାଗଲା ୧୨ ମ୍ୟାଚ

ଅନୁଗୋଳ ଅଫିସ, ୨୮।୧୧-ଅନୁଗୋଳ ଜିଲାରେ ବୁଧବାର ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ୬ ଗ୍ରାଉଣ୍ଡରେ ମୋଟ ୧୨ ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ ୫ଟି ପଡ଼ିଆରେ ମୋଟ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ଟାଉନ ହାଇସ୍କୁଲ ପଡ଼ିଆରେ…

୧୦ଟା ପର୍ଯ୍ୟନ୍ତ ଛାଡୁନି କୁହୁଡ଼ି, ୧୧ଡିଗ୍ରୀ ତଳେ ପାରଦ

ବାଲିଗୁଡା,୨୯ା୧୧ (ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାରେ ଘନ କୁହୁଡି ସହ ଶୀତ ଲହରି ଜାରି ରହିଛି। ସକାଳ ୧୦ ପଯର୍‌ୟନ୍ତ କୁହୁଡି ଆଚ୍ଛାଦିତ ହୋଇ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି। ଘନକୁହୁଡି କାରଣରୁ ରାତିରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?