ଆମ ଜିଲା ଖବର

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରୁନି।…

ଏପ୍ରିଲରୁ ମୂଲ ହେବା ମଡେଲ ସ୍କୁଲ: ଦରଖଁଡ଼ିଆ ହେଇ ପଡ଼ିଛେ ନୂତନ କୁଠା

ବିଜେପୁର, ୩।୩ (ଡି.ଏନ୍‌.ଏ.)- ଗଁାଗଁଲିର ମେଧାବୀ ପିଲାକୁଁ ଉଚ ଧରନ୍‌ର ଶିକ୍ଷା ଦେବାକେ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଥାପନା କରବାକେ ରାଏଜ୍‌ ସରକାର୍‌ ଯୋଜନା କରିଛନ୍‌। ଇଥିରଲାଗି ସରକାର ରାଜ୍‌କୋଷନୁ ପାଏନ୍‌ ମିତାର ଟଁକା ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ…

ଲାଇନ୍‌ଜୁରି ବେବସ୍‌ତା ଫେଲ: ମରନ୍‌ ଯଁତା ପାଲଟିଛେ ରାସ୍‌ତା

ଲାଠୋର, ୩।୩ (ଡି.ଏନ୍‌.ଏ.)- ସରକାର ଲୁକ୍‌କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍‌ କରି ରାସ୍‌ତାଘାଟ, ରାସ୍‌ତା ତରେ ପାଏନ୍‌ ଯିବାର ଲାଗି ଲାଇନ୍‌ଜୁରି ବେବସ୍‌ତା କରୁଛନ୍‌। ହେଲେ ଅନେକ ଜାଗାରେ ରାସ୍‌ତାଘାଟ, ଲାଇନ୍‌ଜୁରି ବେବସ୍‌ତା ଠିକ୍‌ ନାଇଁଥିବାର…

ସମସିଆ ଘେରରେ କମେଇମୁଣ୍ଡା ଉନ୍ନୀତ ହାଇସ୍କୁଲ

କଣ୍ଟାବାଞ୍ଜି, ୩ା୩ (ଡି.ଏନ୍‌.ଏ.)- ଶିକ୍ଷାର ପରସାର ଲାଗି ରାଏଜ୍‌ ସରକାର ଯେନ୍‌ ପଁଚେତ୍‌ରେ ହାଇସ୍କୁଲ ନଁାଇଁନ ସେ ପଁଚେତ୍‌ରେ ହାଇସ୍କୁଲ ଖୁଲବାକେ ଅନୁମତି ଦେଇଥିଲେ। ସେନ୍‌ତା ଆରକେତେ ଜାଗାରେ ସରକାର ଉଚ୍ଚ ପ୍ରାଥମିକ ସ୍କୁଲମାନକୁ ହାଇସ୍କୁଲର ମାଏନ୍‌ତା ଦେଲେ। ହେଲେ ପରଶାସନ…

୭ ଦଫା ଦାବି ନେଇ ଖଣି, କାରଖାନା ଘେରିଲେ

ଯୋଡ଼ା, ୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତବାସୀ ୭ ଦଫା ଦାବି କରି ସୋମବାର ଶାରଦା ଖଣି ଓ ଜିନ୍ଦଲ କାରଖାନାକୁ ଘେରିଛନ୍ତି। ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ପଞ୍ଚାୟତର ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏକ ଶୋଭାଯାତ୍ରାରେ…

ସାଇକେଲ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ଦିଗପହଣ୍ଡି,୨ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ରାଜପୁର ରୋଡରେ ସୋମବାର ଜଣେ ସାଇକେଲ ଆରୋହୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୫ ଭରି ଓଜନର ସୁନା ଅଳଙ୍କାର ମୁଣିକୁ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ରାଜପୁର ଗ୍ରାମର ସୁଦର୍ଶନ ବିଷୋୟୀ।…

ନ୍ୟାୟ ପାଇଁ ଧାରଣା ଘଟଣା: ଆକ୍ରମଣକାରୀ ଗିରଫ

ତିହିଡ଼ି,୨।୩(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଗ୍ରାମର ସନ୍ତୋଷ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଆକ୍ରମଣ କରାଯାଇଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ସନ୍ତୋଷ ତାଙ୍କ ପରିବାର ସହିତ ରବିବାର ସନ୍ଧ୍ୟାରେ ଥାନା ସମ୍ମୁଖରେ…

ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଜମନକିରା,୨।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଛେମୁଣ୍ଡା ଗାଁର ଜଣେ ମହିଳାଙ୍କ ଦଗ୍ଧ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ସେ ହେଲେ କ୍ଷମାନିଧି ନାଏକଙ୍କ ସ୍ତ୍ରୀ ପ୍ରେମଶୀଳା ନାଏକ (୫୩)। ତେବେ ପ୍ରେମଶୀଳା ଦେହରେ କିରୋସିନ ଢ଼ାଳି ସକାଳେ ଆତ୍ମହତ୍ୟା କରିଥିବା…

ମୋପେଡ୍‌କୁ ଧକ୍କାଦେଲା କାର୍‌: ଚାଳକ ମୃତ

ହିିଞ୍ଜିଳିକାଟୁ,୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିିଞ୍ଜିଳ ଥାନା ପୋଚିଲିମା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ଜଣେ ମୋପେଡ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଠୁରୁବୁରାଇ ଗ୍ରାମର ଲଡ଼ୁ କିଶୋର ଲେଙ୍କା (୬୦)। ପ୍ରକାଶ…

ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ ସେମାବାର ସେମାନେ କଲମ ଛାଡ ଆନ୍ଦୋଳନ କରିବା ସହିତ ଅଫିସ ଗେଟରେ ତାଲା ପକାଇ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯ ଶହ କେଜି ବିରଳ ପ୍ରଜାତିର ମଗର: ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ,୨।୩(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସମୁଦ୍ର ମୁହାଣରୁ ସୋମବାର ଏକ ବିରଳ ପ୍ରଜାତିର ମଗର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଯାହାର ଓଜନ ୯ ଶହ କେଜି ବୋଲି ଜଣାପଡ଼ିଛି। ତିନିଟି ଟ୍ରଲରରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ…

ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌ କରିଛନ୍ତି। ଟ୍ରାଫିକ ନିୟମ ପାଇଁ କଡ଼ା ଜରିମାନା ଆଦାୟକୁ ଦୃଢ଼ ବିରୋଧକରି କଂଗ୍ରେସ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri