ଆମ ଜିଲା ଖବର

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ ଜିଲାରେ ମଧ୍ୟ ଏକ ହସ୍ପିଟାଲା କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ…

ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପଷ୍ପମାଲ୍ୟ ଅର୍ପଣ କରାଯାଇ ଶେଷ ହୋଇଥିଲା।ଏଥିରେ ବିଜୁ ଜନତା ଦଳ ଭଣ୍ଡାରିପୋଖରୀ…

୪ ବଖରା ଜଳିଗଲା

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୪ବଖରା ଜଳିଯାଇଛି। ଅଗ୍ନିକାଣ୍ଡ କେମିତି ଘଟିଲା ତାହାର କାରଣ ଜଣାପଡ଼ିନି। ହାଟଡିହୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘରର ସମସ୍ତ ଆସବାବପତ୍ର, ଧାନ,…

ରୋଷେଇ ନିଆଁରୁ ଘର ଜଳିଗଲା

କଣିହାଁ, ୧୭ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗ୍ରାମରେ ଅଗ୍ନିକାଣ୍ଡରେ ଚିତ୍ରା ସାହୁଙ୍କ ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଘରେ ଥିବା ସମସ୍ତ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ରୋଷେଇ…

ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା ନିରାଡ଼ମ୍ବରରେ ପାଳିତ ହୋଇଛି। ଚଡକ ଯାତ୍ରାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା, ଚରକ ଖୁଣ୍ଟ ପୂଜା, ଚରକି…

ସିଲ୍‌ ମଦ ଦୋକାନ ଖୋଲି ସନ୍ଦେହରେ ଅବକାରୀ ବିଭାଗ

ଲଖନପୁର,୧୭।୪(ଡି.ଏନ୍‌.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍‌ଡାଉନ୍‌ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ…

ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ କରୁଥିବାବେଳେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର…

ପୋଲିସ ପାଣ୍ଠିକୁ ଟ୍ୟୁଶନ ଦରମା ଦେଲେ ଛାତ୍ର

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ପୋଲିସ ଏହାର ପରିଚାଳନା କରୁଛି। ପୋଲିସର ଏହି ସେବାଦୃଶ୍ୟ କାମ ପାଇଁ ଜଣେ ନର୍ସରୀ ଛାତ୍ର ବାଲିଝରା ବସ୍ତିର ପ୍ରତୀକ ତରାଇ ନିଜ ଟ୍ୟୁଶନ ଦରମା ୩୦୦୦ ଟଙ୍କା…

ସମ୍ମାନିତ ହେଲେ ସଫେଇ କର୍ମଚାରୀ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍‌ ସ୍ପ୍ରେ କରିବା ସହ ସଫେଇ କାମ କରୁଛନ୍ତି।…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୩ ମାସର ଚାଉଳ ଦେବା ସହିତ ହଜାରେ ଟଙ୍କା ମଧ୍ୟ ଦେବାର ବ୍ୟବସ୍ଥା…

ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୧୭ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଘରେ ରହୁଛନ୍ତି। ଆବଶ୍ୟକ ନ ଥିଲେ କେହି…

ଗଞ୍ଜାମର ୫୪୮୧ ହୋମ୍‌ କ୍ୱାରାଣ୍ଟାଇନ୍‌ରେ, ୭.୮୧ ଲକ୍ଷ ଘରେ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ ଫେରିଥିବା ସମସ୍ତ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଛି। ତେବେ ଅବଧି ସରିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?