ଆମ ଜିଲା ଖବର

ଗୁଣ୍ଠାଓ୍ବାର୍ଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କ ସନ୍ତାନ ପ୍ରସବ

ଚିତ୍ରକୋଣ୍ଡା,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାର୍ଡl କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ତାଙ୍କ ଘର ଗୁଣ୍ଠାଓ୍ବାର୍ଡା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମରେ। ସୂଚନାଯୋ୍ୟ, କନ୍ଧଗୁଡ଼ା ଗ୍ରାମର ସୁଧୀର…

ମୂଲ୍ୟବାନ କାଠ ପଟା, କରତ ଜବତ

ଓଡ଼ଗାଁ,୩୧ା୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନ ବିଭାଗ ରବିବାର ସକାଳୁ ବାହାଡ଼ାଝୋଲା ସେକ୍ସନ କଇଁଠପଲି ଗାଁରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ପଟା ଜବତ କରିଛି। ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ପାଳ ଘୋଡ଼ା ହୋଇ କେତେକ ପଟା ରହିଥିବା ବିଭାଗ…

ରଥଯାତ୍ରା ହେଲେ…ବଡ଼ଦାଣ୍ଡରୁ ଖାଲି ହେବ ହୋଟେଲ, ଲଜ୍‌; କାହା ଘରକୁ ଆସିବେନି ବନ୍ଧୁବାନ୍ଧବ

ପୁରୀ ଅଫିସ,୩୧।୫: ମହାମାରୀ କରୋନାର ପ୍ରଭାବ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଉପରେ ପଡିଛି। ବିଧି ରକ୍ଷା ପାଇଁ ସ୍ନାନଯାତ୍ରା ଶ୍ରୀମନ୍ଦିର ଭିତରେ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ମେଘନାଦ ପାଚେରି ଭିତରେ ହୋଇଛି। ଏବେ ମହାପ୍ରଭୁଙ୍କ ପ୍ରମୁଖ ଯାତ୍ରା…

ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ: ପୋଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍‌

ପଦ୍ମପୁର,୩୧ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତର ସାନ କାଳିଦାସପୁର ପାଣିଟାଙ୍କି ଉପରେ ରବିବାର ପୂର୍ବାହ୍ନରେ ଜଣେ ଯୁବକ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ଯୁବକ ଜଣକ ଟ୍ରାକ୍ଟର ଚାଳକ ହୋଇଥିବା ବେଳେ ତାଙ୍କ ନାମ ଶିବ ପ୍ରସାଦ…

ବାଲେଶ୍ୱରକୁ ଆସିଲେ ପଙ୍ଗପାଳ: ନଷ୍ଟ କଲେଣି ବ୍ୟାପକ ଗଛପତ୍ର, ଲୋକେ ଭୟଭୀତ

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଜିଲା ଔପଦା ବ୍ଲକ ବଉଳଗଡ଼ିଆସ୍ଥିତ ପାହାଡ଼ ପାଦଦେଶରେ ରବିବାର ପୂର୍ବାହ୍ନରେ ହଜାର ହଜାର ପଙ୍ଗପାଳ ଦେଖିବାକୁ ମିଳିଛି। ଦେଶରେ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ି ଆସୁଥିବା ବେଳେ କଛିଦିନ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଥିବା…

୮ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକଅଫିସ,୩୧ା୫: ରବିବାର ସକାଳୁ ଚରମ୍ପା ଓଭରବ୍ରିଜ ନିକଟରୁ ୮୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ । ସୂଚନାନୁଯାୟୀ, ଧଳା ଜହର କାରବାର ଭଦ୍ରକ ଜିଲାରେ ବ୍ୟାପକ…

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବେଆଇନ ପାର୍କିଂ: ଜରୁରୀ କଲ୍‌ ଆସିଲେ ବାହାରିପାରୁନି ଆମ୍ବୁଲାନ୍ସ

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ମେଡିକାଲ ସମ୍ମୁଖରେ ରହୁଥିବା ଏହି ଆମ୍ବୁଲାନ୍ସ ନିକଟରେ ବେଆଇନ ଭାବେ ବାଇକ୍‌ ପାର୍କିଂ ହେଉଛି। ଫଳରେ ହଠାତ ଜରୁରିକାଳୀନ ଫୋନ୍‌ କଲ ଆସିଲେ…

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର

ବସ୍ତା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍‌କୁ ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି। ଫଳରେ ୭ଜଣ ଗୁରୁତର ହୋଇ ବସ୍ତା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବସ୍‌ଟି…

ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ଭାଇ, ଭଉଣୀଙ୍କୁ ମିଳିଲା ଭତ୍ତା

ଖଜୁରିପଡ଼ା/ବଲସକୁମ୍ପା,୩୧ା୫(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁ ନ ଥିଲା। ସେହିପରି ସୁନ୍ଦରଗଡ ଗ୍ରାମର ଶ୍ରୀୟା କହଁର ସ୍ବାମୀଙ୍କ ମୃତ୍ୟୁର…

କିରାମାହାରେ ୫ ଦିନ ହେଲା ଜଳଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୩୧।୫(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ୫ଦିନ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ। ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ ଆଳ ଦେଖାଇ ୫ଦିନ ହେଲା ପାଇପ ଯୋଗେ ପାଣି ଯୋଗାଣ…

ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ା ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌…

କ୍ବାରାଣ୍ଟାଇନ୍‌ ପୂର୍ବରୁ ଯୋଗଦେବାକୁ ନିର୍ଦ୍ଦେଶନାମାକୁ ଆୟୁଷ ଡାକ୍ତରଙ୍କ ବିରୋଧ

ବ୍ରହ୍ମପୁର ଅଫିସ, ୩୧ା୫- କୋଭଡ୍‌ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରଙ୍କୁ କରାଣ୍ଟାଇନ୍‌ ସମୟ ଅବଧି ସରିବା ପୂର୍ବରୁ ପୁନଃ କୋଭିଡ୍‌ ଡ୍ୟୁଟିରେ ଯୋଗଦେବା ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ନିକଟରୁ ନିର୍ଦ୍ଦେଶ ଦିଆଯାଇଛି। ପାରଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?