ଆମ ଜିଲା ଖବର

କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ବିଧାୟକ

ଭୋଗରାଇ, ୩୧।୫(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସେମାନଙ୍କର ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଜିଲା ଉନ୍ନୟନ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭୋଗରାଇ…

ସବୁଠି ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ’

ବନ୍ତ,୩୦ା୫(ସ୍ବ.ପ୍ର.):କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶନିବାର ୫ଟା ୩୦ରେ ବନ୍ତ ବ୍ଲକର ଆଗରପଡା ଅଞ୍ଚଳରେ ସରକାରୀ କାର୍ଯାଳୟ, ଶିକ୍ଷାନୁଷ୍ଠାନରେ ସମୂହ ବନ୍ଦେ ଉକତ୍ଳ ଜନନୀ ଗାନ କରାଯାଇଛି। ଆଗରପଡା ବଜାର…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପାଇଁ ସମବେତ ଗାନ କଲେ ‘ବନ୍ଦେ ଉତ୍କଳ ଜନନୀ’

ଚମ୍ପୁଆ, ୩୦।୫ (ଡି.ଏନ.ଏ)-ଚମ୍ପୁଆ ଗାନ୍ଧୀ ଛକଠାରେ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ସଫେଇ କର୍ମଚାରୀଙ୍କୁ ନିଷ୍ଠାପର ସେବା ପାଇଁ ଉତ୍ତରୀୟ ଦେଇ…

ପୋଲ ତଳକୁ ଖସିଲା ପ୍ରବାସୀ ବସ୍‌, ୭ଆହତ

ବାଲେଶ୍ୱର ଅଫିସ, ୩୦।୫- ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ଶନିବାର ସକାଳ ସାଢ଼େ ୬ଟାରେ ବାଲେଶର ଶିଳ୍ପାଞ୍ଚଳ ଥାନା ୧୬ ନଂ ଜାତୀୟ ରାଜପଥ ମଙ୍ଗଳପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ପୋଲକୁ…

ଗ୍ୟାସ୍‌ ଲିକ୍‌ରୁ ଘରପୋଡ଼ି: ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଜଳିଗଲା

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ଶନିବାର ପୂର୍ବାହ୍ନରେ ଗ୍ୟାସ୍‌ ସିଲଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ବଖରା ଘର ଓ ଗୁହାଳ ପୋଡ଼ିଯାଇଛି। ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲେ ମଧ୍ୟ ପହଞ୍ଚତ୍ବାରେ…

ଗାଁରୁ ସହର ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ସୋନପୁର,୩୦।୫(ନି.ପ୍ର.)-କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶ ବିଦେଶରେ ଥିବା ସବୁ ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ସୁବର୍ଣ୍ଣପୁର ଜିଲାବାସୀ ଶନିବାର ବନ୍ଦେ ଉତ୍କଳ ଜନନୀ…

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା ମୁକାବିଲା ଦିଗରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଅଧିକ ଉତ୍ସାହିତ କରିଛି। ଏହି…

ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା ଶନିବାର ବୌଦ୍ଧ ଜିଲା କରୋନା ମୁକ୍ତ ହୋଇଥିବା ସିଡିଏମଓ ଡା. ଲକ୍ଷ୍ମୀଧର ସାହୁ ଜଣାଇଛନ୍ତି…

ଝଡ଼ ତୋଫାନ ଯୋଗୁ ତାର ଛିଣ୍ଡିଲା: ୨ ଦିନ ହେଲା ୨ ପଞ୍ଚାୟତ ଅନ୍ଧାରରେ

ଜହ୍ନାପଙ୍କ, ୩୦।୫ (ଡି.ଏନ.ଏ.)-ଗୁରୁବାର ସନ୍ଧ୍ୟାରେ ହୋଇଥିବା ଝଡତୋଫାନ ଯୋଗୁ ମୁଣ୍ଡାପଡା ଓ ବ୍ରାହ୍ମଣୀପାଲିକୁ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି ା ଫଳରେ ୨ ଦିନ ହେଲା ବ୍ରାହ୍ମଣୀପାଲି ପଞ୍ଚାୟତର କିଛି ଗାଁ ଓ ମୁଣ୍ଡାପଡା ପଞ୍ଚାୟତର ମୁଣ୍ଡାପଡା, ବାରପୁଡୁଗ, କିରାସିରା,…

‘ବନ୍ଦେ ଉତ୍କଳ ଜନନୀ’ର ଝଙ୍କାରରେ ଝୁମିଲା ଖଇରା

ଖଇରା,୩୦।୫(ଡି.ଏନ.ଏ)-କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଲାଗି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ବାଲେଶ୍ୱର ଜିଲା ଖଇରା ବ୍ଲକର ପୁରପଲ୍ଲୀରେ ପିଲା ଠାରୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି ା…

ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ସତ୍ୟ: ନିର୍ମାଣ କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ

ବ୍ରହ୍ମପୁର ଅଫିସ,୩୦ା୫-ପୁଣି ପୂର୍ବ ରେକର୍ଡକୁ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ଚଳିତ ରଥ ଯାତ୍ରା ପୂର୍ବରୁ ସେ ନିଜ ପୂର୍ବ ରେକର୍ଡକୁ ଭାଙ୍ଗି କାଠରେ ନିର୍ମାଣ କରିଛନ୍ତି ବିଶ୍ୱର ସର୍ବ କ୍ଷୁଦ୍ରତମ ରଥ ା ଜଗନ୍ନାଥଙ୍କ ନନ୍ଦିଘୋଷ…

କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ ପୁଅ ଭାବଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ ନଂ.୧୩୫/୨୦ରେ ଏକ ମାମଲା ରୁଜୁ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?