ଆମ ଜିଲା ଖବର

ରାଉରକେଲାକୁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ସୁନ୍ଦରଗଡ଼,୧୦ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁନ୍ଦରଗଡ଼ ଜିଲାରେ ପୁଣି ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିଶେଷରେ ରାଉରକେଲା ସହର ଓ କଲୁଙ୍ଗା ଶିଳ୍ପାଞ୍ଚଳକୁ…

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୫ର ଜଣେ ୫୩ ବର୍ଷୀୟ ମହିଳା। ସେ ହୃଦ୍‌ରୋଗରେ ଅସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସ…

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଲା

ଭଦ୍ରକ ଅଫିସ,୧୦ା୭: ଶୁକ୍ରବାର ଭଦ୍ରକ ଜିଲାରୁ ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି। ଆକ୍ରାନ୍ତ ଦ୍ୱୟ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଆଉ ୪ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗଞ୍ଜାମ ଜିଲାର। ଫଳରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି…

ମାଓବାଦୀ ଅପରେଶନ: ୫ ଜିଲାକୁ ମିଳିବନି ଅନୁଦାନ

କଟକ ଅଫିସ,୧୦ା୭: ରାଜ୍ୟର ୫ଟି ଜିଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏ ନେଇ ସୂଚନା ଦେଇଛନ୍ତି। ଟୁଇଟ୍‌ରେ ପ୍ରକାଶ କରିଛନ୍ତି, ଯେ, ବାମପନ୍ଥୀ ଉଗ୍ରବାଦ (LWE)…

୨ବର୍ଷ ହେଲା କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍‌ ବନ୍ଦ

ବରୀ, ୧୦।୭ (ଡି.ଏନ୍‌.ଏ.): ଯାଜପୁର ଜିଲା ଜାରକା ଡିଭିଜନ ବରୀ ଉପଖଣ୍ଡ ଜଳସମ୍ପଦ ବିଭାଗ ଅଧୀନରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି ପାଲଟିଛି। ୨ବର୍ଷ ହେଲା ସେହି କାର୍ଯ୍ୟାଳୟକୁ ଯନ୍ତ୍ରୀ ଆସୁ ନ ଥିବାରୁ ଘରର ଚତୁଃପାର୍ଶ୍ୱରେ ଗଛଲତା ମାଡ଼ି…

ହାତବାନ୍ଧି ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୧୦।୭: ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ୩ସପ୍ତାହ ବିତିଗଲାଣି। ହେଲେ କେନ୍ଦ୍ରାପଡ଼ା ଜିଲାରେ ଆଶାନୁରୂପକ ବର୍ଷା ହୋଇନାହିଁ। ଆସନ୍ତା ୧୦ ତାରିଖ ମଧ୍ୟରେ କେନାଲରେ ପାଣି ଅଥବା ଲଘୁଚାପ ବର୍ଷା ନ ହେଲେ ଚଳିତ ଖରିଫ ଚାଷ କ୍ଷତିଗ୍ରସ୍ତ ହେବ ବୋଲି…

ପ୍ରକଳ୍ପ ଅସମ୍ପୂର୍ଣ୍ଣ: ରେଳ ଚଳାଚଳ ନେଇ ଅନିଶ୍ଚିତତା

ଯାଜପୁର ଅଫିସ,୧୦।୭ – ଉପକୂଳ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାକୁ ରେଳରାସ୍ତା ମାଧ୍ୟମରେ ଯୋଡୁଥିବା ୮୨ କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ରେଳପଥରେ ଖୁବ୍‌ଶୀଘ୍ର ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି…

ଭୁଶୁଡ଼ିବାର ଅଢେଇ ବର୍ଷ ବିତିଲା: ତିଆରି ହେଲାନି ପାର୍ବତୀ ସାଗର ପାଚେରି

ପୁରୀ ଅଫିସ,୧୦।୭: ଶ୍ରୀକ୍ଷେତ୍ରରେ ଅନେକ ତୀର୍ଥ ପୁଷ୍କରିଣୀ ରହିଛି। ହେଲେ ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଦିନକୁ ଦିନ ଏକାଧିକ ତୀର୍ଥ ପୁଷ୍କରିଣୀର ସ୍ଥିତି ଦୟନୀୟ ହୋଇପଡୁଛି। ସେହିପରି ପାର୍ବତୀ ସାଗର ପାଚେରି ଭୁଶୁଡ଼ିବା ଇତିମଧ୍ୟରେ…

ଚୌଦ୍ୱାର ଜେଲ୍‌ର ୮ କଏଦୀଙ୍କୁ କରୋନା

ଚୌଦ୍ୱାର,୧୦ା୭(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଜେଲ୍‌ର ୮ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧୀନ କଏଦୀ ଥିବା ବେଳେ ଆଉ ୫ କଏଦୀ ଅଛନ୍ତି। ଚୌଦ୍ୱାର ଜେଲ୍‌ରୁ କଏଦୀମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାଲେଶ୍ୱର ଅଫିସ, ୧୦।୭: ବାଲେଶର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।…

ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି

କଟକ ଅଫିସ,୧୦।୭: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି। ଏକସଙ୍ଗେ ସୃଷ୍ଟି ହେଉଛି ବାୟୋ- ଅଏଲ, ବାୟୋ-ଚାର ଓ ପାଇରୋ ଗ୍ୟାସ୍‌। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି କରିବାର ବିରଳ ରେକର୍ଡ ରଚିଛି ଗୁଜରାଟସ୍ଥିତ ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?