ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର

ସୋର,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର କରାଯାଇଛି। ରବିବାର ସକାଳେ ସେ ଜମିରେ କାମ କରୁଥିବା ବେଳେ ଏପରି କଇଁଛକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାକୁ ଉଦ୍ଧାର କରି ଆଣି ନିଜ ଘରେ ରଖିଛନ୍ତି। ସାଧାରଣତଃ କଇଁଛ ଦେଖିବାକୁ ମାଟିଆ ରଙ୍ଗର ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ବୋଲି ଜଣାପଡ଼ିଛି। ଏହାକୁ ଦେଖିବା ପାଇଁ ଆଖପାଖ ଲୋକେ ଭିଡ ଜମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି

ବାଲେଶ୍ୱର ଅଫିସ୍‌, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି।...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ

ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ...

ପୂରଣ ହେଲା ୨ ଗ୍ରାମବାସୀଙ୍କ ସ୍ବପ୍ନ : ନିର୍ମାଣ ହେବ ଅଲିପୁର-ପାଇକାଳପୁର ରାସ୍ତା

ଖଇରା,୧୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ଓ ଝିଙ୍କିରିଆ ୨ ପଞ୍ଚାୟତକୁ ସଂଯୋଗ କରୁଥିବା ଅଲିପୁର-ପାଇକାଳପୁର ରାସ୍ତା ସ୍ବାଧୀନତା ପର ଠାରୁ ଅବହେଳିତ ହୋଇ...

ଘାରିଛି ବିକ୍ରି ଚିନ୍ତା: ଚିନ୍ତାରେ ଚିନାବାଦାମ ଚାଷୀ

ଜଳେଶ୍ୱର,୫ା୫-ଚଳିତବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା ଅନ୍ତର୍ଗତ ୩ଟି ବ୍ଲକ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇରେ ୭୦ଭାଗ ଚିନାବାଦାମ ଅମଳ ସରିଥିଲେ ମଧ୍ୟ ବିକ୍ରି...

ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ

ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା...

Advertisement
Archives

Model This Week